Daily Archives

April 11, 2018

ବିଦେଶରେ ଭାରତୀୟଙ୍କ ବଡ ଘୋଟାଲା ! ମିଳିିଲା ୫୦୦ ବର୍ଷ ଜେଲଦଣ୍ଡ ।

ଦୁବାଇ କୋର୍ଟ ଗୋଆର ଦୁଇଜଣ ବ୍ୟକ୍ତିଙ୍କ ଉପରେ ୫୦୦ ବର୍ଷର ଦଣ୍ଡ ବିଧାନ କରିଛି । ଏହି ଦୁଇ ଯୁବକ ହେଲେ ୩୭ ବର୍ଷୀୟ ସିଡନୀ ଲିମୋସ୍ ଏବଂ ତାଙ୍କ ଆକାଉଣ୍ଟ ସ୍ପେଶାଲିଷ୍ଟ୍ ୨୫ ବର୍ଷୀୟ ରିୟାନ୍ ଡି’ସୌଜା । ୨୦୦ ମିଲିୟନ୍ ଡଲାର ଘୋଟାଲା ଏବଂ ହଜାର ହଜାର ନିବେଶକଙ୍କୁ ଠକେଇ ମାମଲାରେ ଦୁହିଁଙ୍କୁ…

ଅବ୍ୟବସ୍ଥା ଘେରରେ ପାଇକପଡା ପ୍ରାଥମିକ ବିଦ୍ୟାଳୟ ! ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି କୁନି କୁନି ପିଲା, ଦାୟିତ୍ୱ…

କନକ ବ୍ୟୁରୋ : ସରକାରୀ ଶିକ୍ଷା ବ୍ୟବସ୍ଥାର ବିପର୍ଯ୍ୟୟ ପାଇଁ ସମସ୍ତେ ଦାୟୀ କରୁଛନ୍ତି ଘରୋଇ ଶିକ୍ଷା ବ୍ୟବସ୍ଥାକୁ । ଏପରିକି କେହି କେହି ଶିକ୍ଷାର ଘରୋଇକରଣ ଆଶଙ୍କା ମଧ୍ୟ ବ୍ୟକ୍ତ କରୁଛନ୍ତି । ହେଲେ କାହିଁକି ଜଣେ ସାଧାରଣ ଅବିଭାବକ ସରକାରଙ୍କ ସମସ୍ତ ପ୍ରଲୋଭନକୁ ଏଡାଇ ଘରୋଇ ଶିକ୍ଷା…

ଖୁବ ଶୀଘ୍ର କମିବ ପେଟ୍ରୋଲ ଓ ଡିଜେଲ ଦର ! ସାଧାରଣ ଜନତାଙ୍କୁ ଆଶ୍ୱସ୍ତି, ତେଲ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଲେ…

ଖୁବ ଶୀଘ୍ର କମିବ ତେଲ ଦର । ଗ୍ରାହମଙ୍କ ଉପରେ ବୋଝ ନଦେବା ପାଇଁ ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି । ଲଗାତାର ତେଲ ଦର ବୃଦ୍ଧି ପାଉଥିିବା ସହ ଜନତାଙ୍କ ବିରୋଧ କୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏବେ ତେଲ ବଜାରରେ ନିଅାଁ ଲାଗିଛି । ଦେଶରେ ତୈଳ ଦର ଏବେ ରେର୍କଡ…

ଆଲଜେରିଆରେ ଭୟାବହ ଦୁର୍ଘଟଣା ! ଖସିପଡିଲା ସେନା ବିମାନ, ମୃତ୍ୟୁ ସଂଖ୍ୟା ୨୫୭କୁ ବୃଦ୍ଧି ।

ଆଲଜେରିଆରେ ଖସିପଡିଲା ଏକ ସେନା ବିମାନ । ସୂଚନା ଅନୁସାରେ ବିମାନରେ ସବାର ଥିବା ୨୫୭ ଜଣଙ୍କ ମୃତ୍ୟୁ ହୋଇଛି । ଏମାନେ ସମସ୍ତେ ସେନା ଯବାନ ବୋଲି ଜଣାପଡିଛି । ଆଲଜେରିଆ ରାଜଧାନୀରେ ଥିବା ବିମାନବନ୍ଦର ନିକଟରେ ଏହି ଜେଟ୍ଟି ଖସିପଡିଥିଲା । ବିମାନଟି ଖସିପଡିଥିବା ପରେ ପରେ ସେଥିରେ ନିଆଁ…

ଗ୍ରାହକଙ୍କୁ ଅମ୍ବାନୀଙ୍କ ଉପହାର ! ଗ୍ରାହକଙ୍କୁ ମିଳିବ ଜିଓଫାଇ ଓ ୧୦୦ ଜିବିର ଅତିରିକ୍ତ ମାଗଣା ଡାଟା

ଗୁଗଲ ଭାରତରେ ନିଜର ହୋମ ଆକ୍ଟିଭେଟେଡ଼୍ ସ୍ପିକର ‘ହୋମ’ ଓ ‘ହୋମ ମିନି’ ବିକ୍ରି ଆରମ୍ଭ କରିଦେଇଛି । ଏଥିରେ ଗ୍ରାହକ ଗୀତ, ଭିଡ଼ିଓ ପ୍ଲେ କରିବା ସହ ନିଜର ଦୈନନ୍ଦିନ ଜୀବନ ପାଇଁ ସିଡ଼୍ୟୁଲ କରିପାରିବେ । ଏହା ବ୍ୟତୀତ ଅନେକ ସ୍ୱତନ୍ତ୍ର ଫିଚର ଏଥିରେ ରହିଛି । ତେବେ ରିଲାଏନ୍ସ ଜିଓ ଏଥିସହ ଏକ ନୂଆ…

୫ ବର୍ଷରେ ଭାରତ କିଣିବ ୧୯,୦୦୦ ବିଲିୟନର ଅସ୍ତ୍ରଶସ୍ତ୍ର! ଏବେ ଦୁନିଆର ନଜର ରହିଛି ଭାରତ ଉପରେ ।

ତାମିଲନାଡୁର କାଞ୍ଚୀପୁରମ୍ ଜିଲ୍ଲାର ତିରୁବେଦାନ୍ତୀଠାରେ ଭାରତର ଭବ୍ୟ ରକ୍ଷା ପ୍ରଦର୍ଶନୀ ଆରମ୍ଭ ହୋଇସାରିଛି । ପ୍ରଦର୍ଶନୀରେ ଘରୋଇ ରକ୍ଷା କମ୍ପାନୀ ସମେତ ଦୁନିଆର କୋଣ ଅନୁକୋଣରୁ ଆସିଥିବା ରକ୍ଷା କମ୍ପାନୀ ଏହି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ରକୁ ପ୍ରଦର୍ଶିତ କରୁଛନ୍ତି ।…