Daily Archives

March 29, 2018

ପୂଣ୍ୟ ନୁହେଁ ମୃତ୍ୟୁ ପାଇବେ ! ଯେବେ ଆପଣ ଗଙ୍ଗାରେ ଗାଧୋଇବେ…

ପାପ ହାରିଣୀ ଗଙ୍ଗା ନଦୀ । ବିଶ୍ୱାସ ରହିଛି ଗଙ୍ଗା ନଦୀରେ ସ୍ନାନ କଲେ ପାପ କ୍ଷୟ ହୋଇଥାଏ । ଗଙ୍ଗା ନଦୀ ସହ କୋଟି କୋଟି ଲୋକଙ୍କର ଆସ୍ଥା ଯୋଡି ହୋଇରହିଛି । ହିନ୍ଦୁ ଧର୍ମରେ ଗଙ୍ଗାକୁ ପବିତ୍ର ନଦୀ ବୋଲି ସମସ୍ତେ ମାନିଥାନ୍ତି । କିନ୍ତୁ ଗଙ୍ଗା ଏବେ ଆଉ ପବିତ୍ର ହୋଇ ରହି ନାହିଁ । କାହିଁକି…

ମହାନଦୀରୁ ମିଳିବନି ମଧୁର ମାଛ ! ଜଳ ପ୍ରଦୂଷଣ ଯୋଗୁଁ ଲୋପ ପାଉଛି ଜଳଜୀବଙ୍କ ବଂଶ, ଚିନ୍ତାରେ ମତ୍ସ୍ୟଜୀବୀ

କନକ ବ୍ୟୁରୋ : ଧିରେ ଧିରେ ମହାନଦୀରେ ଲୋପ ପାଉଛି ଜଳଜୀବଙ୍କ ବଂଶ । ମହାନଦୀର ଜଳସ୍ତର କମିବା, ଜଳ ପ୍ରଦୁଷଣ ଓ ଅପ୍ରାକୃତିକ ଉପାୟରେ ମାଛ ମରାଯିବା ହେଉଛି ଏହାର ପ୍ରମୁଖ କାରଣ । ମହାନଦୀରୁ ମିଳୁଥିବା ବିରଳ ପ୍ରଜାତିର ମଧୁର ମାଛ ଆଉ ବଜାରରେ ମିଳୁନାହିଁ । ଏବେ ଏହା କେବଳ ଜୀବ ବିଜ୍ଞାନ…

ପୁତ୍ର ମୋହ କଲା ଅନ୍ଧ ! ପୁଅ ଲୋଭରେ ସାନ ଭାଈର ଶଯ୍ୟାସଙ୍ଗୀନ ହେବାକୁ ସ୍ତ୍ରୀକୁ ବାଧ୍ୟ କଲା ସୈତାନ ସ୍ୱାମୀ

କନକ ବ୍ୟୁରୋ : ସ୍ତ୍ରୀକୁ ପରପୁରୁଷର ଶର୍ଯ୍ୟା ସଂଗୀନ ହେବାକୁ ବାଧ୍ୟ କରୁଥିଲା ସ୍ୱାମୀ । ଲିଙ୍ଗଗତ ଅସମାନତା ବିରୋଧରେ ସରକାର ଅନେକ ସଚେତନତା ସୃଷ୍ଟି କରୁଥିବା ବେଳେ ପୁତ୍ର ସନ୍ତାନ ମୋହରେ ଅନ୍ଧ ହୋଇ ନିଜ ସ୍ତ୍ରୀକୁ ସାନ ଭାଇ ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା ସୈତାନ ସ୍ୱାମୀ ।…

କେନ୍ଦ୍ରାପଡାରେ କିଡନୀ ରୋଗ ଆତଙ୍କ ! ଦିନ କେଇଟାରେ କିଡନୀ ରୋଗରେ ଗଲାଣି ୩ ଯୁବକଙ୍କ ଜୀବନ

କନକ ବ୍ୟୁରୋ : କିଡନୀ ରୋଗ ଆତଙ୍କରେ ଆତଙ୍କିତ ଗ୍ରାମବାସୀ । ଦିନ କେଇଟା ଭିତରେ ଏ ରୋଗ ୩ ଜଣଙ୍କ ଜୀବନ ନେବା ପରେ ଗ୍ରାମବାସୀଙ୍କ ନିଦ ହଜି ଯାଇଛି । ବିଶେଷ କରି ଯୁବକମାନେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଆଶା ଆଶଙ୍କାରେ ପରିବାର ଲୋକ । ଏଭଳି ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି…

ଶିଶୁକୁ ମୃତ ଭାବି ଫୋପାଡି ଦେବାକୁ କହିଲେ ଡାକ୍ତର, କିନ୍ତୁ ନୂଆ ଜୀବନ ଦେଲେ ଆଶା ଦିଦି! ଡାକ୍ତରଙ୍କ ଦାୟିତ୍ୱହୀନତାକୁ…

କନକ ବ୍ୟୁରୋ : କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଭାବନୀୟ ଘଟଣା । ଜନ୍ମିତ ଶିଶକୁୁ ଡାକ୍ତରଙ୍କ ମୃତ ଘୋଷଣା ପରେ ଶିଶୁଟି ଜୀବିତ ଥିବାର ଜଣାପଡ଼ିଲା । ଡାକ୍ତରଙ୍କ ଏଭଳି ଦାୟିତ୍ୱହୀନତା କେନ୍ଦ୍ରାପଡ଼ାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କଡ଼ା ପଦକ୍ଷେପ ପାଇଁ ଦାବି ଉଠିଛି । ରଖେ…

ଚାକିରୀ ଛାଡୁଛନ୍ତି ଭାରତୀୟ ଯବାନ ! ଗୃହ ମନ୍ତ୍ରାଳୟର ସାଙ୍ଘାତିକ ତଥ୍ୟ । ୨ ବର୍ଷରେ ଚାକିରୀ ଛାଡିଲେଣି ୪୨୫% ଯବାନ ।

ସୁରକ୍ଷାର ବୋଝକୁ ଉଠାଉଥିବା କାନ୍ଧ କଣ ଏବେ ନଇଁ ପଡିଲାଣି ? ରାଜ୍ୟସଭାରେ ଦିଆଯାଇଥିବା ଗୃହ ମନ୍ତ୍ରାଳୟର ତାଜା ତଥ୍ୟ ଏହା ହିଁ କହୁଛି । ବିଭିନ୍ନ ସରକାରୀ ପ୍ରୟାସ ପରେ ମଧ୍ୟ ବିପରୀତ ପରିସ୍ଥିତିରେ କାମ କରୁଥିବା କେନ୍ଦ୍ରୀୟ ସୁରକ୍ଷା ବଳର ଯବାନ ମାନଙ୍କର ଚାକିରୀ ଛାଡିବା ପ୍ରକ୍ରିୟା…