Daily Archives

March 28, 2018

ସାବଧାନ! ସ୍ପା କରୁଥିବା ଲୋକ ମାନଙ୍କୁ ହୋଇପାରେ ଏଚ.ଆଇ.ଭି ଏବଂ ହେପାଟାଇଟିସ-ସି ଭଳି ସାଂଘାତିକ ରୋଗ

ଲୋକମାନେ ଏବେ ନିଜ ଶରୀରକୁ ସୁନ୍ଦର କରିବା ପାଇଁ ବ୍ୟୁଟି ପାର୍ଲରରେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଜିକାଲି ବ୍ୟୁଟି ପାର୍ଲରରେ ବିଭିନ୍ନ ପ୍ରକାରର ସ୍ପା କରାଯାଉଛି । ଏଥି ମଧ୍ୟରୁ ଗୋଟିଏ ହେଉଛି ଫିଶ ଫୁଟ ସ୍ପା । ଯାହାକି ଏବେ ବହୁ ଦେଶ ବିଦେଶରେ ଖୁବ ପପୁଲାର ହୋଇସାରିଛି । ତେବେ…

୯୦୦୦ କୋଟି ଟଙ୍କାର ଠକ ସର୍ଦ୍ଦାର କରିବେ ତୃତୀୟ ବିବାହ ! ଜାଣନ୍ତୁ କିଏ ସାଜିବେ ବିଜୟ ମାଲ୍ୟାଙ୍କ ତୃତୀୟ ପତ୍ନୀ ।

ତୃତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା । ୯୦୦୦କୋଟି ଟଙ୍କା ଠକେଇ କରି ଲଣ୍ଡନରେ ଲୁଚି ବସିଥିବା ବେଳେ ଏବେ ତାଙ୍କର ତୃତୀୟ ବିବାହ ହେବାକୁ ଯାଉଛି ବୋଲି ଜଣାପଡ଼ିଛି । ଏୟାରହୋଷ୍ଟେସ ପିଙ୍କି ଲାଲ୍ଓ୍ଵାନିଙ୍କ ସହ ୩ବର୍ଷ ହେଲା ଲିଭ୍-ଇନ୍ ରିଲେସନ୍ସିପ୍…

ଭାରତରୁ ଶିଖିଲେ ଚା’ ବନାଇବାର କୌଶଳ ! ଆମେରିକାରେ ଚା’ ବିକ୍ରି କରି ରୋଜଗାର କଲେ ୨୦୦ କୋଟି ।

ଚା’ ବ୍ୟବସାୟକୁ ଆମେ ସାଧାରଣତଃ ଛୋଟ ବ୍ୟବସାୟ ରୂପେ ଦେଖିଥାଉ । କିନ୍ତୁ ଭାରତର ଅଧିକାଂଶ ଲୋକ ଚା’ ପିଇବା ପାଇଁ ପସନ୍ଦ କରିଥାଆନ୍ତି। ରାସ୍ତା ପାର୍ଶ୍ୱରେ ହେଉ କି କଲେଜ କି ଅଫିସ ସାମ୍ନାରେ ପ୍ରତ୍ୟେକ ସ୍ଥାନରେ ଛୋଟବଡ଼ ଚା’ ଦୋକାନ ଭାରତରେ ଦେଖିବାକୁ ମିଳିଥାଏ। ଭାରତରେ ରାସ୍ତା କଡ଼ରେ ଚା’…

ନିଜ ଓଜନକୁ କମାଇ ଦଳର ଓଜନ ବଢାଓ ! ରେଣୁକା ଚୌଧୁରୀଙ୍କୁ ବ୍ୟଙ୍ଗ କଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

କନକ ବ୍ୟୁରୋ : ରାଜ୍ୟସଭାର ବିଦାୟୀ ଅଭିଭାଷଣ ପରେ ରେଣୁକା ଚୌଧୁରୀଙ୍କୁ ବ୍ୟଙ୍ଗ କଲେ ଭେଙ୍କିୟା ନାଇଡୁ । ସାଂସଦ ଭାବେ କାର୍ଯ୍ୟକାଳ ଶେଷ ହୋଇଥିବାରୁ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ରଖିଥିଲେ ବିଦାୟୀ ଅଭିଭାଷଣ । ତାଙ୍କ ଓଜନକୁ ନେଇ ଅନେକ ନେତା ଚିନ୍ତିତ ଥିବା ଓ ରାଜନୀତିରେ ଓଜନ ଅଧିକ…

ବିଧାନସଭାରେ ଲୋକାୟୁକ୍ତ ତାତି ! ୩ ଦିନ ହେଲା ଗୃହକୁ ଚଳାଇ ଦେଉନାହନ୍ତି ବିରୋଧୀ, ଗୁରବାର ସରକାର ରଖିପାରନ୍ତି ବିବୃତି

କନକ ବ୍ୟୁରୋ : ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଲଗାତର ୩ ଦିନ ହେଲା ଅଚଳ ହୋଇପଡିଛି ବିଧାନସଭା । ସରକାର ବହୁ ଦୁର୍ନୀତିରେ ସଂପୃକ୍ତ ଥିବାରୁ ଲୋକାୟୁକ୍ତ ନିଯୁକ୍ତ କରୁନାହାଁନ୍ତି ବୋଲି ଅଭିଯୋଗ କରୁଛନ୍ତି ବିରୋଧୀ । ଗତକାଲି ବାଚସ୍ପତିଙ୍କ ପୋଡିୟମ ତଳେ ବସି ବିରୋଧୀ ହୋହାଲ୍ଲା କରିଥିବା…