Daily Archives

March 26, 2018

ଆଳୁ ସମସ୍ୟାର ସମାଧାନ ପାଇଁ ବାଟ ଖୋଜୁଛନ୍ତି ସରକାର । ଚାହିଦା ମେଣ୍ଟାଇବାକୁ ସରକାର କିଣିବେ ଆଳୁ

କନକ ବ୍ୟୁରୋ : ଆଳୁ ସମସ୍ୟାର ସମାଧାନ ପାଇଁ ବାଟ ଖୋଜୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଦେଖା ଦେଇଥିବା ଆଳୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ ବାହାରୁ ଆଳୁ ଆମଦାନି କରାଯିବ । ଖରିଫ ଶେଷ ବେଳକୁ ରାଜ୍ୟର ଆବଶ୍ୟକ ଅନୁସାରେ ଆଳୁ ମହଜୁତ ରଖାଯିବ ବୋଲି ସୂଚନା ଦେଇଛନ୍ତି-ଯୋଗାଣମନ୍ତ୍ରୀ…

ଚୀନ ଓ ପାକିସ୍ତାନ ସାବଧାନ ! ୨୦୩୦ ସୁଦ୍ଧା ଭାରତୀୟ ସେନା ହେବ ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନା, ଆମେରିକୀୟ ପତ୍ରିକାରେ…

ଚୀନ ଓ ପାକିସ୍ତାନ ସାବଧାନ । ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନା ଭିତରେ ରହିବ ଭାରତର ନାଁ ।୨୦୩୦ ସୁଦ୍ଧା ବିଶ୍ୱର ସବୁଠୁ ଶକ୍ତିଶାଳୀ ୫ଟି ସେନା ମଧ୍ୟରେ ରହିବ ଭାରତୀୟ ସେନା । ଏକଥା ଭାରତ ସରକାର ଦାବି କରୁନାହାନ୍ତି, ବରଂ ଆମେରିକାର ଏକ ପ୍ରମୁଖ ଥିଙ୍କଟ୍ୟାଙ୍କ କହିଛି । ଏସଂପର୍କିତ ଏକ…

ଗାଡି ଚାଳକଙ୍କ ପାଇଁ ଖୁସିଖବର, ବଜାରକୁ ଆସିବ ବିଏସ-୬ ପେଟ୍ରୋଲ ଓ ଡିଜେଲ ! ଜାଣନ୍ତୁ ଏଥିରୁ କଣ ମିଳିବ ଫାଇଦା

ଅପ୍ରେଲ ୨୦୧୯ ସୁଦ୍ଧା ୧୩ଟି ମେଟ୍ରୋ ସହରରେ ବିଏସ-୬ର ତେଲ ଉପଲବ୍ଧ କରିବା ନେଇ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ ସୁପ୍ରିମକୋର୍ଟ ବିଏସ-୬ ପେଟ୍ରୋଲ –ଡିଜେଲ ଉପଲବ୍ଧ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ…

ପ୍ରେମ ଆଗରେ ହଜିଗଲା ଶିଶୁର କଅଁଳ କାନ୍ଦ ! ଗର୍ଲଫ୍ରେଣ୍ଡ ସହ ବିବାହ କରିବାକୁ ନିଜ ତିନି ମାସର ଝିଅକୁ ଅପହରଣ କଲା ବାପା

ହଜିଗଲା ମାନବିକତା । ପ୍ରେମିକା ସହ ବିବାହ କରିବା ପାଇଁ ନିଜ ତିନି ବର୍ଷର ଝିଅକୁ ଅପହରଣ କଲା ପ୍ରେମରେ ଅନ୍ଧ ହୋଇଯାଇଥିବା ବାପା । ଆଉ ଏଭଳି ଏକ ଘୃଣ୍ୟ କାମରେ ସହଯୋଗ କରିଥିଲା ସମ୍ପୃକ୍ତ ପ୍ରେମିକା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ଅପହରଣ କରିବା ପରେ…

ଟମାଟୋ ଦେଉଛି ଟେନସନ ! ବ୍ରହ୍ମପୁରରେ ଚାଷୀଙ୍କ ଠାରୁ ଟଙ୍କା ଟଙ୍କାକରେ କିଣି ୧୦ ଟଙ୍କାରେ ବିକୁଛି ବେପାରୀ,…

କନକ ବ୍ୟୁରୋ : ସମସ୍ତଙ୍କ ପେଟକୁ ଦାନା ଯୋଗାଉଥିବା ଚାଷୀ ସବୁବେଳେ ଚିନ୍ତାରେ । କେତେବେଳେ ଦୈବି ଦୁର୍ବିପାକ ତ ଆଉ କେତେବେଳେ ଅଭାବି ବିକ୍ରି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଗଂଜାମ ଜିଲ୍ଲାର ଚାଷୀ ଭଲ ଟମାଟୋ ଅମଳ କରିଛି । ହେଲେ ବିକ୍ରି ବେଳେକୁ ଲାଭ ତ ଦୂରର କଥା, ଚାଷ ବାବଦକୁ ଖର୍ଚ୍ଚ…

ଖୁବ ଶୀଘ୍ର ମୋଦି ସରକାର ଆଣୁଛନ୍ତି ନୂଆ ନିୟମ ! ରାସ୍ତାରେ ଗାଡିର ସ୍ପିଡ ୮୦ ଛୁଇଁଲା ମାତ୍ରେ ବାଜିବ ଆଲାର୍ମ

କାର ଚାଳକ ସାବଧାନ । ସଡକ ଦୁର୍ଘଟଣା ରୋକିବା ପାଇଁ ମୋଦି ସରକାର ନୂଆ ନିୟମ ଆଣିବାକୁ ଯାଉଛନ୍ତି । ନୂଆ ନିୟମ ଅନୁଯାୟୀ ରାସ୍ତାରେ କାରର ସ୍ପିଡ ୮୦ ଛୁଇଁଲା ମାତ୍ରେ ଏଥିରେ ଥିବା ଆର୍ଲାମ ଆପଣାରଛାଏଁ ବାଜି ଉଠିବ । କାରର ସ୍ପିଡ ୮୦ରୁ କମ ନ ହେବା ପର୍ଯ୍ୟନ୍ତ ଆର୍ଲାମ ଲଗାତାର ଭାବେ ବାଜିବ ।…