Daily Archives

March 26, 2018

ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ଅନୁମତିକୁ ଅପେକ୍ଷା ! ହେବନାହିଁ ରତ୍ନ ଆଭୂଷଣର ଆକଳନ, ସ୍ଥିତି ଯାଞ୍ଚ କରିବ ଏଏସଆଇ

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ଆଜି ପୁରୀରେ ବସିଥିଲା ରତ୍ନଭଣ୍ଡାର ସବକମିଟି ବୈଠକ । ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ପରିଚାଳନା କମିଟିର ନିଷ୍ପତି ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପରିଚାଳନା କମିଟିର ନିଷ୍ପତି ଓ…

ରତ୍ନଭଣ୍ଡାର ଭିତରେ ‘ମଶାଲ’ ରହସ୍ୟ ! ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଲୌକିକ କାହାଣୀ

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରହସ୍ୟକୁ ନେଇ ବିଭିନ୍ନ ସମୟରେ ନାନା କଥା ଶୁଣିବାକୁ ମିଳିଥାଏ । ଏପରିକି ରତ୍ନଭଣ୍ଡାରକୁ ନେଇ ଅନେକ କାଳ୍ପନିକ ଓ ଅଲୌକିକ କାହାଣୀ ଶୁଣିବାକୁ ମିଳିଥାଏ । ରତ୍ନଭଣ୍ଡାରର ତୃତୀୟ ଓ ଚତୁର୍ଥ ଘରେ ହିଁ ସୁନା,ରୂପା, ମୋତି,ମାଣିକ ଓ ମୂଲ୍ୟବାନ…

ଏବେବି ବଞ୍ଚିଛି ମାନବିକତା ! ଠକଙ୍କ ପାଇଁ ଉଦାହରଣ ପାଲଟିଲେ କଟକର ମୁନ୍ନା ଭାଇ ଏମବିବିଏସ

ସମାଜରେ ଏବେବି ବଞ୍ଚିରହିଛି ମାନବିକତା । ଅନେକ ସମୟରେ ଅଟୋ ରିକ୍ସାରେ ଯାଉଥିବା ସମୟରେ ଜିନିଷ ଚୋରି ହେବାର ଦୁଃଖଦ ଅନୁଭୂତି ଅଳ୍ପ ବହୁତେ ସମସ୍ତଙ୍କର ଥିବ । ହେଲେ ଏମିତି କିଛି ଅଟୋ ଚାଳକ ଅଛନ୍ତି ଯିଏ ରାସ୍ତାରୁ ପାଇଥିବା ଅନ୍ୟର ଟଙ୍କା ଫେରାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।…

ଆଇପିଏଲରୁ ବିଦା ହେଲେ ଷ୍ଟିଭ ସ୍ମିଥ ! ବଲ ଟାମ୍ପରିଂ ପରେ ସ୍ମିଥଙ୍କ ହାତ ଛାଡିଲା ରାଜସ୍ଥାନ ରୟାଲ୍ସ, ଆଜିଙ୍କ୍ୟ…

କନକ ବ୍ୟୁରୋ : ରାଜସ୍ଥାନ ରୟାଲ୍ସ ଅଧିନାୟକ ପଦରୁ ବାଦ ପଡିଲେ ଷ୍ଟିଭ ସ୍ମିଥ । ବଲ ଟାମ୍ପରିଂ ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ ପରେ ତାଙ୍କୁ ହଟାଇ ଦେଇଛି ରାଜସ୍ଥାନ । ତାଙ୍କ ସ୍ଥାନରେ ଆଇପିଏଲ ଇଲେଭନରେ ରାଜସ୍ଥାନର ନେତୃତ୍ୱ ନେବେ ଦେଶୀ ପ୍ଲେୟାର ଆଜିଙ୍କ୍ୟ ରାହାଣେ । ବେଟିଂ ବିବାଦରେ ଫସି…

ଚାଷୀଙ୍କୁ ଟେନସନ ଦେଉଛି ଟମାଟୋ ! ୧ ଟଙ୍କାରେ ବିକ୍ରି କରୁଛି,କିନ୍ତୁ ୧୦ ଟଙ୍କାରେ ବଜାରରୁ କିଣୁଛି । ଜାଣନ୍ତୁ ଟମାଟୋର…

କନକ ବ୍ୟୁରୋ : ଗୋଟିଏ ଟଙ୍କାରେ ଚାଷୀ ବିକୁଥିବା ଟମାଟୋ, ଖାଉଟୀ କିଣୁଛି ୧୦ ଟଙ୍କାରେ । ବିଲରୁ ବଜାର ଆସିବା ଭିତରେ ବିଲାତି ଦର ବଢ଼ି ଯାଉଛି ୧୦ ଗୁଣ । ଖାଉଟୀ କିଣୁଥିବା ମୁଲ୍ୟଠାରୁ ଢ଼େର କମ୍ ଟଙ୍କା ଯାଉଛି ଚାଷୀ ହାତକୁ । ଜାଣନ୍ତୁ ଟମାଟୋର ଆୟ ଏବଂ ବ୍ୟୟର ଗଣିତ । ବିଲାତି, ବିଲରୁ ବଜାରକୁ…