Daily Archives

March 23, 2018

ଆଉ ରହିବନି ପାଣିର ଅଭାବ ! ଜଳସେଚନ ପାଇଁ ଭଣ୍ଡାର ଖୋଲିଲେ ରାଜ୍ୟ ସରକାର , ଜାଣନ୍ତୁ କେଉଁ କେଉଁ ନୂଆ ଜଳସେଚନ ପ୍ରକଳ୍ପର…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପୂର୍ବରୁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିବା ରାଜ୍ୟ ସରକାର ଜଳସେଚନ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଚାଷୀଙ୍କୁ ଖୁସି କରିବାକୁ ଯାଇ ବିଭିନ୍ନ ଜଳ ସେଚନ ଯୋଜନା ପାଇଁ ଭଣ୍ଟାର ଖୋଲି ଦେଇଛନ୍ତି ରାଜ୍ୟ ସରକାର । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ମୋଟ ୮ଟି…

ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଭଣ୍ଡାର ଖୋଲିଦେଲେ ସରକାର ! ବ୍ୟୟବରାଦର ପୂରା ତାଲିକା ପଢନ୍ତୁ

କନକ ବ୍ୟୁରୋ : ୨୦୧୮-୧୯ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର । ଚଳିତ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରାଯାଇଥିବା ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ମୋଟ ୧୯ ହଜାର ୬୭୮ କୋଟି ଟଙ୍କା ବ୍ୟୟବରାଦ…

ସୁରରେ ସୁରରେ ଶ୍ରଦ୍ଧାଞ୍ଜଳି : ଗୀତ ଗାଇ ବୀର ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବଲିଉଡ୍ ଗାୟକ ଏବଂ ଗାୟିକା

୧୯୦୭ ମସିହା ସେପ୍ଟେମ୍ବର ୨୮ ତାରିଖରେ ଭାରତମାତାର କୋଳରେ ଜନ୍ମ ନେଇଥିବା ବୀରସୁପୁତ୍ର ଭଗତସିଂହଙ୍କୁ ଆଜିର ଦିନରେ ଫାଶୀ ଦିଆଯାଇଥିଲା । ଭଗତସିଂହଙ୍କ ସହ ତାଙ୍କର ଦୁଇ କ୍ରାନ୍ତିକାରୀ ସାଥି ରାଜଗୁରୁ ଏବଂ ଶୁଖଦେବଙ୍କୁ ମଧ୍ୟ ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖରେ ଫାଶୀ ଖୁଣ୍ଟରେ ଝୁଲାଇ…

ଆନ୍ନା ଆନ୍ଦୋଳନ ପାର୍ଟ-୨ ହେବ ଆହୁରି ଜୋରଦାର : ଅନଶନରେ ବସିଥିବା ଆନ୍ନାଙ୍କୁ ସାହାଯ୍ୟ କରିବ ୪୦ ଜିଣିଆ ସ୍ୱତନ୍ତ୍ର…

ସମାଜସେବୀ ଆନ୍ନା ହଜାରେ ଶୁକ୍ରବାରଠାରୁ ରାମଲୀଳା ମଇଦାନରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଅନଶନରେ ବସିରହିଛନ୍ତି । ତାଙ୍କର ପ୍ରମୁଖ ସର୍ତ୍ତରେ ଲୋକପାଳ ବିଧାୟକଙ୍କୁ ସାମିଲ କରିବା ଥିବାବେଳେ ଆଉ ୬ ଗୋଟି ସର୍ତ୍ତ ମଧ୍ୟ ରହିଅଛି । ଏହି ସମୟରେ ଆନ୍ନାଙ୍କ ସହ ତାଙ୍କର ନୂଆ ଟିମ ଯୋଗ ଦେଇଛି । ଏହି…

ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଗ୍ ବଜେଟ ! କୃଷକଙ୍କ ପାଇଁ ୧୬,୭୬୫ କୋଟି ଟଙ୍କାର ବ୍ୟୟବରାଦ, ଜାଣନ୍ତୁ କଣ ଲାଭ…

କନକ ବ୍ୟୁରୋ : ବିଧାନସଭାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପିତ କରାଯାଇଛି । ନିର୍ବାଚନ ପୂର୍ବରୁ ଏକ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିଛନ୍ତି ସରକାର । ଆଜି ଅପରାହ୍ନରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର…

ଭୋଜନରେ ଭାଇଚାରା : ଏକାବେଳେ ଖାଇଲେ ୩୦ହଜାର ଛାତ୍ରଛାତ୍ରୀ ଓ କର୍ମଚାରୀ, କିସରେ ବିଶାଳ ମଧ୍ୟାହ୍ନ ଭୋଜନ ଆୟୋଜନ

କନକ ବ୍ୟୁରୋ : ଭୁବନେଶ୍ୱରର କିସରେ ବ୍ରିଟିଶ୍ କାଉନସିଲ୍ ପକ୍ଷରୁ ଆଜି ୩୦ହଜାର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଦିଆଯାଇଛି ବିଗ୍ ଲଂଚ୍ ବା ବିଶାଳ ମଧ୍ୟାହ୍ନ ଭୋଜନ । ବ୍ରିଟିଶ୍ କାଉନସିଲ୍ ପକ୍ଷରୁ ଏଥିପାଇଁ ୩୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିଲା । ଏହି ବିଶାଳ ମଧ୍ୟାହ୍ନ ଭୋଜନରେ…