Daily Archives

March 22, 2018

କ୍ଷତିରେ ଚାଲୁଛି ଏୟାର ଇଣ୍ଡିଆ, ହେଲେ ପାଇଲଟଙ୍କ ଦରମା ବଢ଼ିଲା ଲକ୍ଷାଧିକ ଟଙ୍କା : ଜାଣିଲେ ଆପଣଙ୍କ ଉଡିଯିବ ହୋଶ !

ଏୟାର ଇଣ୍ଡିଆର ବିପୁଳ କ୍ଷତିରେ ସରକାର ଏବେ ଚିନ୍ତାରେ ଅଛନ୍ତି । କିନ୍ତୁ କମ୍ପାନୀ ଉପରେ ଏହାର କିଛି ଫରକ ପଡୁନଥିବା ଭଳି ଲାଗୁଛି । ଏୟାର ଇଣ୍ଡିଆ ଜାହାଜର ପାଇଲଟ ମାନଙ୍କ ଦରମାରେ ୧୨ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ସୁଚନା ମୁତାବକ ୧୦୦ ପାଇଲଟଙ୍କୁ କମ୍ପାନୀ ତରଫରୁ ପ୍ରମୋସନ…

କାହିଁକି ଛଳନା କଲ ? ଦଗାଦିଆ ପ୍ରେମିକକୁ ପ୍ରେମିକାର ପ୍ରଶ୍ନ, ବିବାହ ପୂର୍ବରୁ ଭାଙ୍ଗିଗଲା ସ୍ୱପ୍ନ

କନକ ବ୍ୟୁରୋ : ଦିନ କେଇଟା ପରେ ହାତ ଗଣ୍ଠି ପଡିଥାନ୍ତି । ପ୍ରେମିକ ଦେଖାଇଥିବା ସୁନ୍ଦର ସ୍ୱପ୍ନ ବାସ୍ତବ ରୂପ ନେଇଥାନ୍ତି । ଏଥିପାଇଁ ଦିନ ସ୍ଥିର ହୋଇସାରିଥିଲା । ନଭେମ୍ବର ୧୪ରେ ନିର୍ବନ୍ଧ ସରିବା ପରେ ନିମନ୍ତ୍ରଣ କାର୍ଡ ଛପା ହୋଇସାରିଛି । ହେଲେ ବିବାହର ମାତ୍ର ଦିନ କେଇଟା ଆଗରୁ ବିବାହ…

ଗୁଡ଼ ମର୍ଣ୍ଣିଂ ମେସେଜରେ ଲାଗିବ ୧୮ ପ୍ରତିଶତ ଜିଏସଟି ! : ମାସ ଶେଷରେ କରିବାକୁ ପଡିବ ଏହାର ପେମେଣ୍ଟ । ତେବେ ଆସନ୍ତୁ…

ସକାଳେ ନିଦ ଭାଙ୍ଗିବା ମାତ୍ରେ ଅଧିକାଂଶ ଲୋକ ନିଜ ହ୍ୱାଟସଆପ ଚେକ କରନ୍ତି । ଯେଉଁଠାରେ ଗୁଡ ମର୍ଣ୍ଣିଂ ମେସେଜ ଅଧିକ ରହିଥାଏ । ଏହା ବଦଳରେ ଆପଣ ମଧ୍ୟ ଗୁଡ ମର୍ଣ୍ଣିଂ ମେସେଜ ପଠାଇଥାନ୍ତି । ଯଦି ଆପଣଙ୍କୁ ଜଣାପଡେ ଗୁଡ ମର୍ଣ୍ଣିଂ ମେଜେସ ପଠାଇବା ଦ୍ୱାରା ୧୮ ପ୍ରତିଶତ ଟ୍ୟାକ୍ସ ଲାଗିବ, ତେବେ…

ନଈ ପାରି ହେଲେ ପାଠ ପଢିବି ! ଆମରି ନାଆରେ ଆମେ ନାଉରି, ମାଛଧରା ଡଙ୍ଗାରେ କୁନିକୁନି ପିଲାଙ୍କ ନୌକା ଯାତ୍ରା

କନକ ବ୍ୟୁରୋ : କୁନିକୁନି ପିଲାଙ୍କ ନୌକା ଯାତ୍ରା । ନୌକାରେ ଯାତ୍ରୀ ହିଁ ନାଉରିଆ । ପ୍ରତିଦିନ ସ୍କୁଲ ଯିବା ପାଇଁ କୁନି କୁନି ଛାତ୍ରଛାତ୍ରୀ ନିଜେ ଡଙ୍ଗା ଚଲାଇ ନଦୀ ପାର ହୋଇ ସ୍କୁଲଯାଇଥାନ୍ତି । ପାଲଲହଡା ଜୟପୁର ଗାଁର ଛାତ୍ରଛାତ୍ରୀମାନେ ବର୍ଷିକ ବାରମାସ ଯୌତୁକ ନଦୀ ପାର ହୋଇ ସ୍କୁଲ ଯାଇ…

ରେଳ ବିଭାଗର ନୂଆ ନିୟମ! ଭେଣ୍ଡର ବିଲ ନ ଦେଲେ, ଯାତ୍ରୀଙ୍କୁ ମିଳିବ ଫ୍ରିରେ ଖାଦ୍ୟ । ଜାଣନ୍ତୁ କେବେଠୁ ଲାଗୁ ହେଉଛି…

ଟ୍ରେନରେ ମିଳୁଥିବା ଖାଦ୍ୟ, ପାନୀୟ ସାମଗ୍ରୀ ଉପରେ ବେଲଗାମ ଦାମ୍ ଆଦାୟକାରୀଙ୍କ ଉପରେ ରେଳବାଇ ଲଗାମ ଲଗାଇବାକୁ ଯାଉଛି । ଏଥିପାଇଁ ରେଲୱେ ପକ୍ଷରୁ ନୂଆ ସ୍କିମ୍ ଲଞ୍ଚ କରାଯାଇଛି । ଏହି ସ୍କିମ୍ ଅନୁସାରେ, ଯଦି ଟ୍ରେନରେ ଖାଦ୍ୟ ସାମଗ୍ରୀର ବିଲ୍ ଦିଆଯିବ ନାହିଁ, ତେବେ ସେହି ଖାଦ୍ୟ ଆପଣଙ୍କୁ…

ଆଉ ରହିବନି ଇଣ୍ଟରନେଟ ଚିନ୍ତା, ଯେଉଁଠି ବି ଯିବେ ମିଳିବ ୱାଇଫାଇ ସୁବିଧା : ଜାଣନ୍ତୁ କେଉଁ କମ୍ପାନୀ ଯୋଗାଇବ ୧ ଲକ୍ଷ…

ସର୍ବସାଧାରଣ କ୍ଷେତ୍ରରେ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ(ବିଏସଏନଏଲ) ଆଣିଛି ଏକ ବିଶେଷ ଯୋଜନା । ୨୦୧୮ ବର୍ଷ ଶେଷ ପର୍ଯ୍ୟନ୍ତ ଦେଶ ସାରା ଲଗାଇବ ୧ ଲକ୍ଷ ୱାଇଫାଇ ସ୍ପର୍ଟ । ଏହି ୱାଇଫାଇ ନେଟୱର୍କ କମ୍ପାନୀର ଅଂଶୀଦାର ମାନଙ୍କ ସହ ରାଜସ୍ୱ ଅଂଶ ବ୍ୟତୀତ ବିଏସଏନଏଲର ନିଜସ୍ୱ…