Daily Archives

March 21, 2018

ଚୀନ ଦେଲା ଖୋଲା ଖୋଲି ଧମକ ! କାହାରିକୁ ଛଡାଯିବନି ଇଞ୍ଚେ ଜମି, ଦରକାର ହେଲେ ବେଜିଂ ଖେଳିବ ରକ୍ତର ଖେଳ ।

ଚୀନ ରାଷ୍ଟ୍ରପତି ପଦ ମିଳିବା ପରେ ନ୍ୟାସନାଲ ପିପୁଲ୍ସ କଂଗ୍ରେସରେ ପ୍ରଥମ ଭାଷଣ ଦେଲେ ଜିନପିଙ୍ଗ୍ । ଏହି ଅବସରରେ ଚୀନ ସାର୍ବଭୌମତ୍ୱକୁ ଚାଲେଂଜ୍ କରୁଥିବା ତତ୍ୱ ଗୁଡ଼ିକୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ଜିନପିଙ୍ଗ୍ ଘୋଷଣା କରିଛନ୍ତି । ବିଶ୍ୱରେ ଉଚିତ ସ୍ଥାନ ପାଇବାକୁ ରକ୍ତର ଖେଳ ଖେଳିବାକୁ…

ଆଇପିଏଲ ପୂର୍ବରୁ ଆରାମ କରୁଛନ୍ତି ରୋହିତ ଶର୍ମା । ପତ୍ନୀଙ୍କ ସହ ପୋଷ୍ଟ କଲେ ଫଟୋ

ଶ୍ରୀଲଙ୍କାରେ ଖେଳାଯାଇଥିବା ନିଦାହାସ ଟି-ଟ୍ୱେଣ୍ଟି ସିରିଜରେ ସଫଳପୂର୍ଣ୍ଣ ଭାବେ ଅଧିନାୟକ ଦାୟିତ୍ୱ ତୁଲାଇ ଭାରତକୁ ଜିତାଇଲେ ରୋହିତ ଶର୍ମା । ଏବେ ରୋହିତଙ୍କର ପରବର୍ତ୍ତୀ ଟାର୍ଗେଟ ଆଇପିଏଲରେ ନିଜ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଚତୁର୍ଥ ଥର ପାଇଁ ଚାମ୍ପିୟନ କରାଇବା । ଏପ୍ରିଲ ମାସରୁ…

ଏସସି, ଏସଟି ଆକ୍ଟର ହେଉଥିବା ଦୁରୁପଯୋଗ ଉପରେ ଲଗାମ ଲଗାଇଲେ ସୁପ୍ରିମକୋର୍ଟ ! ଏଣିକି ତଦନ୍ତ ବିନା ଅଭିଯୁକ୍ତଙ୍କୁ ଗିରଫ…

ଏସସି/ଏସଟି ପ୍ରିଭେନସନ ଅଫ୍ ଆଟ୍ରୋସିଟିଜ୍ ଆକ୍ଟର ଦୁରୁପଯୋଗ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏଣିକି ବିନା ତଦନ୍ତରେ ଖାଲି ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ପୋଲିସ । ପୂର୍ବରୁ ଏହି ଆଇନ ବଳରେ ଅଭିଯୁକ୍ତଙ୍କୁ ଅନ୍ତରୀଣ ଜାମିନ ମିଳିବାର ବ୍ୟବସ୍ଥା ନଥିବାରୁ ଏବଂ…

ବିଧାନସଭାରେ ପହଞ୍ଚିଲା ବନବିରାର ଲଢେଇ ! ଜୟନାରାୟଣଙ୍କ ପଛରେ ଛିଡା ହେଲା ବିଜେପି

କନକ ବ୍ୟୁରୋ : ବରଗଡ ବନାବିରାରୁ ଆରମ୍ଭ ହୋଇଥିବା ବିଜେଡି-ବିଜେପି ରାଜନୈତିକ ଲଢେଇ ଆଜି ବିଧାନସଭାରେ ପହଂଚିଛି । କାରଣ ଗୃହରେ ଜୟନାରାୟଣଙ୍କ ଗିରଫଦାରୀକୁ ବିରୋଧ କରି ହଙ୍ଗାମା କରିଛନ୍ତି ବିଜେପି ବିଧାୟକ । ଆଉ ତାଙ୍କ ପଛରେ ବିଜେପିର ପୂର୍ଣ୍ଣ ସମର୍ଥନ ରହିଥିବା ସଂକେତ ଦେଇଛି ଦଳ । କେବଳ…

କଂଗ୍ରେସର କବାଡକିଳା ବୈଠକ ! ଅଦିନିଆ ଆଲୋଚନାରେ ବିଧାୟକ କହିଲେ ଆମେ ଅଛୁ ନରସିଂହଙ୍କ ପଛରେ

କନକ ବ୍ୟୁରୋ : ଓଡିଶା ବିଧାନସଭାରେ କଂଗ୍ରେସର କବାଟକିଳା ବୈଠକକୁ ନେଇ ଚର୍ଚା । ଚର୍ଚ୍ଚା ଏଇଥିପାଇଁ ଯେ, ଗୋଟିଏ ବିଧାନସଭା ଅଧିବେଶନ ପାଇଁ ଦୁଇ ଦୁଇଥର ବସିଛି ବିଧାୟକଦଳ ବୈଠକ । କଣ ପାଇଁ ଦ୍ୱିତୀୟ ବୈଠକର ଆବଶ୍ୟକତା ପଡିଲା ପ୍ରଶ୍ନ ଭିତରେ ଏକ ସଂକଳ୍ପ ପାରିତ କରିଛନ୍ତି କଂଗ୍ରେସ ବିଧାୟକ ।…