Daily Archives

March 18, 2018

କଲୋମ୍ବୋରେ କମାଲ କଲେ କାର୍ତ୍ତିକ ! ଶେଷ ବଲରେ ଛକା ମାରି ଜିତାଇଲେ ଫାଇନାଲ

ନିଦହାସ ଟ୍ରଫିର ଫାଇନାଲ ଫାଇଟରେ ରୋମାଞ୍ଚକର ମୁକାବିଲାରେ ବିଜୟୀ ହେଲା ଭାରତ । ବାଂଲାଦେଶକୁ ୪ ୱିକେଟରେ ପରାସ୍ତ କରି ସିରିଜ ହାତେଇଛି ଭାରତ । ଶେଷ ବଲରେ ଛକା ମାରି ଭାରତକୁ ଦମଦାର ବିଜୟ ଉପହାର ଦେଇଛନ୍ତି କାର୍ତ୍ତିକ । କାର୍ତ୍ତିକଙ୍କ ଧୂଆଁଧାର ଇନିଂସ ବଳରେ ଭାରତ ରୋମାଞ୍ଚକର ମୁକାବିଲାରେ…

ୟଙ୍ଗ ବିଗ୍ରେଡକୁ ୧୦ଟି ଗୁରୁମନ୍ତ୍ର ଦେଲେ କଂଗ୍ରେସ ଯୁବରାଜ ! ଯାହା ମହାଅଧିବେଶନରେ କାର୍ଯ୍ୟକର୍ତ୍ତାଙ୍କୁ ଯୋଗାଇଲା…

ଦିଲ୍ଲୀରେ ଚାଲୁଥିବା କଂଗ୍ରେସ ମହାଅଧିବେଶନର ଅନ୍ତିମ ଦିନରେ ରାହୁଲ ଗାନ୍ଧି ଅତି ଉତ୍ସାହର ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆସନ୍ତୁ ନଜର ପକାଇବା ରାହୁଲଙ୍କ ୧୦ଟି ପ୍ରମୁଖ…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ ଜ୍ୟୋତି ! ୨୦୧୮ ଗେଟ୍ ପରୀକ୍ଷାରେ ପୂରା ଦେଶରେ ହେଲେ ଟପ୍ପର

ପ୍ରକାଶ ପାଇଛି ଗେଟ୍ (Graduate Aptitude Test in Engineering) ଫଳାଫଳ । ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଗେଟ୍ ୨୦୧୮ରେ ସାରା ଭାରତରେ ଟପ୍ପର ହୋଇ ସୁନାମ ଆଣିଛନ୍ତି ଓଡିଆ ଛାତ୍ର ଜ୍ୟୋତିରଞ୍ଜନ ବାରିକ୍ । ସେ ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟ(OUAT)ର କୃଷି ଯାନ୍ତ୍ରୀକ ବିଭାଗର ଚତୁର୍ଥ…

କେମିତି ହୁଏ କିନ୍ନରଙ୍କ ଅନ୍ତିମ ସଂସ୍କାର ! ଜାଣିଲେ ହୃଦୟ ଥରିଉଠିବ

କିନ୍ନର ମାନଙ୍କ ଦୁନିଆ ଅତ୍ୟନ୍ତ ରହସ୍ୟମୟ । ସେମାନଙ୍କ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ଆଗ୍ରହ ଥାଏ କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ବିଷୟରେ ବହୁତ କମ ଖବର ହିଁ ମିଳିପାରିଛି । କିନ୍ନରମାନଙ୍କ ସହ ଯୋଡି ହୋଇଥିବା ଏପରି ଏକ ବିଷୟ ଅଛି ଯାହାକୁ ଅତ୍ୟନ୍ତ ଗୋପନୀୟ ରଖାଯାଇଥାଏ । ଆଉ ତାହା ହେଉଛି…

ଓଡ଼ିଶା ଛାଡିଲେ ମହାମହିମ ! ୨ ଦିନଆ ଗସ୍ତ ଶେଷ କରି ‘ରାଜକମଲ’ରେ ଦିଲ୍ଲୀ ବାହୁଡିଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କନକ ବ୍ୟୁରୋ : ଓଡ଼ିଶା ଛାଡିଲେ ରାଷ୍ଟ୍ରପତି । ଦୁଇ ଦିନିଆ ଗସ୍ତ ଶେଷ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଛାଡ଼ିଛନ୍ତି। ରାଷ୍ଟ୍ରପତି ରାମନାଥ ବାୟୁସେନାର ସ୍ୱତନ୍ତ୍ର ବିମାନ ‘ରାଜକମଲ’ରେ ରବିବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସନ୍ଧ୍ୟା ୫ଟା ୩୦ରେ ଦିଲ୍ଲୀ…