Daily Archives

March 17, 2018

ଫାଇନାଲ ଫାଇଟରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ ! କିନ୍ତୁ ମ୍ୟାଚ ପୂର୍ବରୁ ବଡ଼ ପ୍ରତିଜ୍ଞା କଲେ କ୍ୟାପଟେନ ସାକିବ୍…

କ୍ରମାଗତ ତିନୋଟି ମ୍ୟାଚ ଜିତି ଦମଦାର ଫର୍ମରେ ଥିବା ଭାରତୀୟ ଦଳ ଏବଂ ଆକ୍ରମଣାତ୍ମକ ଢଙ୍ଗରେ ନଜର ଆସୁଥିବା ବାଲାଂଦେଶ ମଧ୍ୟରେ ନିଦହାସ ଟ୍ରଫି ଟି-ଟ୍ୱେଣ୍ଟି ତ୍ରିରଷ୍ଟ୍ରୀୟ ସିରିଜ୍ ର ଫାଇନାଲ ମୁକାବିଲା ଆସନ୍ତାକାଲି ଅନୁଷ୍ଠିତ ହେବ । ଭାରତୀୟ ଯୁବ ବାହିନୀ ଦଳ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା…

ପୋଲିସ ଚାକିରିକୁ ବାଏ ବାଏ କଲେ , ଚାଷକୁ ଆପଣାଇଲେ । ଏବେ ବାର୍ଷିକ ୩.୫ କୋଟି ଟଙ୍କା କରୁଛନ୍ତି ରୋଜଗାର, ପଢନ୍ତୁ…

ପୋଲିସ ଚାକିରି କାହାକୁ ବା ପସନ୍ଦ ନୁହେଁ । ପୋଲିସ ଚାକିରିରେ ଯେଉଁ ସମ୍ମାନ ମିଳିଥାଏ ତାହା ବୋଧହୁଏ ଅନ୍ୟ ଚାକିରିରେ ମିଳିନଥାଏ । କିନ୍ତୁ ଜଣେ ପୋଲିସ ଅଫିସର ଚାଷ କରିବା ପାଇଁ ଚାକିରି ଛାଡି ଦେବା ହୁଏତ ଅନେକଙ୍କୁ ଆଶ୍ଚଯ୍ୟ କରିବ । ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ପାର୍ଥିଭାଇ ଜେଠାଭାଈ…

ଶିକ୍ଷା ପ୍ରତି ଅନାବିଳ ପ୍ରେମ ! ହାତ ନଥିବା ଛାତ୍ର ଦଶମ ବୋର୍ଡ ପରୀକ୍ଷାରେ ଗୋଡରେ ଲେଖି ସମସ୍ତଙ୍କ ପାଇଁ ଉଦାହରଣ…

ମଣିଷର ଦୃଢଇଚ୍ଛା ଶକ୍ତି ଆଗରେ ପ୍ରତିକୁଳ ପରିସ୍ଥିତି ମଧ୍ୟ ନତମସ୍ତକ ହୁଏ । ଏହିଭଳି ଏକ ଲୋକକଥାକୁ ଯଥାର୍ଥ କରି ଦେଖାଇଛନ୍ତି ଇଲୁରୀ ଶଙ୍କର । ଦଶମ ବୋର୍ଡ ପରୀକ୍ଷାରେ ଗୋଡ ସାହାର୍ଯ୍ୟରେ ପରୀକ୍ଷା ଖାତାରେ ଲେଖି ସମସ୍ତଙ୍କୁ ଚକିତ କରିଛନ୍ତି ଏହି ବାଳକ । ପରୀକ୍ଷା ଦେଉଥିବା ଅନ୍ୟ…

ଉତ୍କଟ ହେଉଛି ଜଳକଷ୍ଟ ! ଖରାଦିନ ଆରମ୍ଭରୁ ରାଜ୍ୟର ବିଭିନ୍ନ ଅଂଚଳରେ ପାଣି ସମସ୍ୟା ଲୋକଙ୍କ ପାଇଁ ଚିନ୍ତା ବଢାଇଛି

କନକ ବ୍ୟୁରୋ : ପାଣି ପାଇଁ ଡହଳବିକଳ । ଖରାଦିନ ଆରମ୍ଭରୁ ପାଣି ସମସ୍ୟା ଲୋକଙ୍କ ପାଇଁ ଚିନ୍ତା ବଢାଇଛି । କେଉଁଠି ପାଣି ପାଇଁ କୂଅ ପାଖରେ ମହିଳାଙ୍କ ଲମ୍ବା ଲାଇନ ଲାଗିଛି ତ କେଉଁଠି ମାଇଲ ମାଇଲ ଦୂର ଯାଇ ଚୂଆ ଖୋଳି ପାଣି ଆଣୁଛନ୍ତି । ଫୁଲବାଣୀ ଭୃଙ୍ଗିଯୋଡ଼ି ଏବଂ ଯାଜପୁର ଜେନାପୁର ଅଂଚଳରେ…

ୱାଲ୍ଡ ଗାଲାକ୍ସି ଲିଟିଲ୍ ମିସ ହେଲେ ଅର୍ପିତା ବେହେରା ! ୩୭ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ମୁକୁଟ…

କନକ ବ୍ୟୁରୋ : ୩୭ ଟି ଦେଶର ପ୍ରତିଯୋଗୀଙ୍କୁ ପଛର ପକା ଗାଲାକ୍ସି ଲିଟଲ୍ ମିସ୍ ସୁନ୍ଦରୀ ମକୁଟ ପିନ୍ଧିଛନ୍ତି ସମ୍ବଲପୁରର ଅର୍ପିତା । ବୁଲଗେରିଆରେ ଆୟୋଜିତ ପ୍ରତିଯୋଗିତାରେ ଗତକାଲି ଫାଇନାଲ ରାଉଣ୍ଡରେ ଅର୍ପିତା ବିଜୟ ହାସଲ କରିଛନ୍ତି । ଆଗରୁ ମିସ୍ ଲିଟିଲ୍ ବେଙ୍ଗାଲୁରୁ ଟାଇଟେଲ ଜିତି…

ସବୁ ରାଗ ଭୁଲି କପିଲ ଶର୍ମାଙ୍କ ସୋ’କୁ ଫେରୁଛନ୍ତି ଅଜୟ ଦେବଗନ୍ ! ଜାଣନ୍ତୁ କମେଡ଼ି କିଙ୍ଗଙ୍କ ଉପରେ କାହିଁକି ଖପ୍ପା…

୬ ମାସ ବ୍ୟବଧାନ ପରେ କପିଲ ଶର୍ମା ପୁଣିଥରେ ଦର୍ଶକଙ୍କୁ ମନୋରଂଜନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସୋ’ର ଏକ ପ୍ରୋମ ନିକଟରେ ରିଲିଜ ହୋଇଥିଲା । ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ିଥିଲା, ଅଜୟ ଦେବଗନ କପିଲଙ୍କ ପ୍ରଥମ ଅତିଥି ହେବେ । ଇତି ମଧ୍ୟରେ ଅଜୟ ଦେବଗନ କପିଲଙ୍କୁ ଏଭଳି କିଛି ଟ୍ୱିଟ…