Daily Archives

March 17, 2018

ଓଡ଼ିଶାକୁ ଗର୍ବିତ କଲେ ମନଷା ! ଦେଶର ସର୍ବକନିଷ୍ଠ ଏଆଇସିସି ସଦସ୍ୟ ହେଲେ ନବରଙ୍ଗପୁର ଝିଅ

କନକ ବ୍ୟୁରୋ : ପ୍ରକାଶ ପାଇଛି ଏଆଇସିସିର ତାଲିକା । ଓଡ଼ିଶାରୁ ୭୮ ଜଣ ଏଆଇସିସି ତାଲିକାରେ ସ୍ଥାନ ପାଇଛନ୍ତି । ଏପରିକି ଅନେକ ହେଭିୱେଟ ନେତାଙ୍କୁ ଲାଗିଛି ଜବରଦସ୍ତ ଝଟକା । ବିଧାୟକ ଥିବା ୯ ଜଣଙ୍କୁ ମଧ୍ୟ ଏଆଇସିସିରେ ସ୍ଥାନ ମିଳିନାହିଁ । ଏଭଳି ସମୟରେ ଏଆଇସିସିର ସର୍ବକନିଷ୍ଠ ସଦସ୍ୟ…

ରିଜର୍ଭ ବ୍ୟାଙ୍କ ଦେଲା ସାଂଘାତିକ ତଥ୍ୟ । ବ୍ୟାଙ୍କରେ ଜମା କରାଯାଇଥିବା ୧୦୦ ଟଙ୍କା ମଧ୍ୟରୁ କେବଳ ୩୦ ଟଙ୍କା ହିଁ…

ପିଏନବି ସହ ଅନ୍ୟ କିଛି ବ୍ୟାଙ୍କରେ ହୋଇଥିବା ମହାଘୋଟାଲା ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ନିଜ ରିପୋର୍ଟରେ ଏକ ବଡ ଖୁଲାସା କରିଛି । ଆରବିଆଇ ନିଜ ରିପୋର୍ଟରେ କହିଛି ଯେ, ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ବ୍ୟାଙ୍କ ଗୁଡିକରେ ମୋଟ୍ ୧୦୩ ଲକ୍ଷ କୋଟି ଟଙ୍କା ଜମା କରାଯାଇଛି,…

ଭଦ୍ରକ ସହରରେ ଶ୍ରୀରାମ ନବମୀ ଶୋଭାଯାତ୍ରାକୁ ନା । ସହରରେ ଆଗୁଆ ଜାରି ହେଲା ୧୪୪ ଧାରା, ସୋସିଆଲ ମିଡିଆରେ ଧର୍ମ…

କନକ ବ୍ୟୁରୋ : ଭଦ୍ରକ ସହରରେ ଶ୍ରୀରାମ ନବମୀ ଶୋଭାଯାତ୍ରାକୁ ନା । ଶ୍ରୀରାମ ନବମୀ ପୂର୍ବରୁ ଭଦ୍ରକ ସହରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଚଳିତ ମାସ ୨୫ତାରିଖରେ ଶ୍ରୀରାମ ନବମୀ ପାଳନ ହେବାକୁ ଥିବାବେଳେ ସତର୍କତାମୂଳକ ଭାବେ ଏହି ପଦକ୍ଷେପ ନେଇଛି ପ୍ରଶାସନ । ସହରରେ ୨୧…

କେବେ ଆପଣାର, କେବେ ପର ! କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅଧିନରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବେନି…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ଅଧିନରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ସ୍କିଲ୍ ଡେଭଲପମେଂଟ୍ ଇଂଷ୍ଟିଚ୍ୟୁଟର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମଠୁ ଦୂରେଇ ରହିବେ ମୁଖ୍ୟମନ୍ତ୍ରୀ । କେଉଁ…

ପୁଣି ମେଳି ବାନ୍ଧିଲେ ମାଓବାଦୀ ! ରାଲେଗଡା ଜଙ୍ଗଲରେ ମାଓବାଦୀଙ୍କ ବିଶାଳ ପ୍ରଜାମେଳି, ରାସ୍ତା ନିର୍ମାଣକୁ ବିରୋଧ…

କନକ ବ୍ୟୁରୋ : ଲାଲଗଡରେ ବସିଲା ମାଓବାଦୀଙ୍କ ପ୍ରଜାମେଳି । ପୁଣି କାୟା ବିସ୍ତାର କରିବାକୁ ଯୋଜନା କରୁଛନ୍ତି ମାଓବାଦୀ । ବାରମ୍ବାର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରୁଥିବା ଲାଲବାହିନୀ ସଂଗଠନକୁ ସୁଦୃଢ କରିବା ପାଇଁ ଆରମ୍ଭ କରିଛି ଉଦ୍ୟମ । ସେଥିପାଇଁ ମାଲକାନଗିରି ସୀମାନ୍ତରେ କରିଛି…