Daily Archives

March 16, 2018

ଓବିସି ଓ ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ! ପ୍ରତିଷ୍ଠା ହେବ ୧୦୦ଟି ହଷ୍ଟେଲ

କନକ ବ୍ୟୁରୋ : ଓବିସି ଓ ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଏହି ବର୍ଗର ଛାତ୍ରଛାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ୧୦୦ଟି ହଷ୍ଟେଲ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି ନବୀନ । ଏଥିପାଇଁ ୧୮୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।…

ଯୌତୁକ ନିର୍ଯାତନାର ଶିକାର ହୋଇଥିଲେ କନ୍ଧମାଳର ଜଣେ ମହିଳା ! ହାର ନମାନି ସଫଳତାର ରାସ୍ତାରେ ଆଗେଇ ଚାଲିଛନ୍ତି…

କନକ ବ୍ୟୁରୋ : ଯୌତୁକ ନିର୍ଯାତନା । ମହିଳାଙ୍କ ବିରୋଧରେ ଘରୋଇ ହିଂସାର ସବୁଠାରୁ ବଡ ଉଦାହରଣ । ମହିଳାଙ୍କ ପ୍ରତି ଯେତିକି ନିର୍ଯାତନା ମାମଲା ରୁଜୁ ହେଉଛି, ତାର ୨୬ ପ୍ରତିଶତ ହେଉଛି ଯୌତୁକ ନିର୍ଯାତନା ମାମଲା । ସମାଜରେ ଏହାକୁ ଏକ ଅଧିକାର ବୋଲି ଭାବିନେଲେଣି ପୁରୁଷ ସମାଜ । ତେବେ ଯୌତୁକ…

ପୁଣି ତେଜିଲା ରସଗୋଲା ବିବାଦ ! ପଶ୍ଚିମବଙ୍ଗକୁ ନୋଟିସ୍ ଜାରି କଲା ଜିଆଇ ଅଫିସ୍

କନକ ବ୍ୟୁରୋ : ତେଜିଲା ରସଗୋଲା ବିବାଦ । ପଶ୍ଚିମବଙ୍ଗକୁ ନୋଟିସ୍ ଜାରି କଲା ଜିଆଇ ଅଫିସ୍ । ବହୁଦିନ ଧରି ଠେଲା ପେଲା ଲାଗିବା ପରେ ଶେଷରେ ପଶ୍ଚିମବଙ୍ଗ ସରକାରଙ୍କୁ ମିଳିଥିଲା ରସଗୋଲାର ଜିଆଇ ମାନ୍ୟତା । ଏବେ ଚାରି ମାସ ପରେ ସେହି ମାନ୍ୟତାକୁ ନେଇ ବିବାଦ ଉପୁଜିଛି । ପଶ୍ଚିମବଙ୍ଗ ସରକାରଙ୍କୁ…

୪ ବର୍ଷ ପରେ ବିଜେଡି ସୁପ୍ରିମୋଙ୍କ ବିଶ୍ୱାସ ଜିତିଲେ ରଘୁ ମହାନ୍ତି ! ଦଳର ଉପସଭାପତି ପଦ ସହ ଢେଙ୍କାନାଳ…

କନକ ବ୍ୟୁରୋ : ନବୀନଙ୍କ କୋଠରିକୁ ଫେରିଲେ ରଘୁ ମହାନ୍ତି । ଚାରି ବର୍ଷ ପରେ ବିଜେଡି ସୁପ୍ରିମୋଙ୍କ ବିଶ୍ୱାସ ଜିତି ପାୱାର କରିଡରକୁ ଫେରିଛନ୍ତି ରଘୁ । ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ତାଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ।…

ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ବେଢାର ଦୃଶ୍ୟ ! ଡ୍ରୋନ କ୍ୟାମେରା ସହାୟତାରେ ଆକାଶ ମାର୍ଗରୁ ଫଟୋ…

କନକ ବ୍ୟୁରୋ : ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ବେଢାର ଦୃଶ୍ୟ । ଫଟୋରେ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମନ୍ଦିରର ସ୍ପଷ୍ଟ ଚିତ୍ର ଦେଖାଯାଉଛି । ଡ୍ରୋନ କ୍ୟାମେରା ସହାୟତାରେ ଆକାଶ ମାର୍ଗରୁ ଏହି ଫଟୋ ଉଠାଯାଇଥିବା ଅନୁମାନ କରାଯାଉଛି । ଫଟୋରେ…