Daily Archives

March 14, 2018

ଭାଷାକୁ ନେଇ ବଡ ନିଷ୍ପତି ନେଲା ରାଜ୍ୟ କ୍ୟାବିନେଟ୍ ! ଏଣିକି ବ୍ୟବସାୟିକ ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମଫଳକ…

କନକ ବ୍ୟୁରୋ: ଭାଷାକୁ ନେଇ ବଡ ନିଷ୍ପତି ନେଇଛି ରାଜ୍ୟ କ୍ୟାବିନେଟ୍ । ଏଣିକି ବ୍ୟବସାୟିକ ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହେବ । ପ୍ରତି ଦୋକାନି ଓ ବ୍ୟବସାୟିକ ପ୍ରତିଷ୍ଠାନ ଓଡିଆରେ ନାମଫଳକ ଲେଖିବେ । ପରିବର୍ତନ ପାଇଁ ଗୋଟିଏ ମାସର ଡେଡଲାଇନ୍ ଦେଇଛନ୍ତି ସରକାର…

ନବୀନଙ୍କ ଗାଁ କନେକସନ ! ଆଜି ପୁଣି ଗାଁ ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ନବୀନଙ୍କ ଗାଁ କନେକସନ । ଆଜି ପୁଣି ଗାଁ ଲୋକଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ସୁବିଧା ଓ ଅସୁବିଧା ପଚାରି ବୁଝିଛନ୍ତି । ସଚିବାଳୟରୁ ଭିଡିଓକନଫରେନ୍ସି ମାଧ୍ୟମରେ ଗାଁର ସରପଂଚଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ…

ଆରପାରିରେ ବିଶ୍ୱ ବ୍ରହ୍ମାଣ୍ଡ ଓ ବ୍ଲାକ ହୋଲର ରହସ୍ୟ ଖୋଲିଥିବା ବ୍ରିଟିସ ବୈଜ୍ଞାନିକ ଷ୍ଟିଫେନ ହକିଂ ! ୭୬ ବର୍ଷ ବୟସରେ…

କନକ ବ୍ୟୁରୋ: ସମୟର ଦିଗ ନିର୍ଣ୍ଣୟ କରିଥିବା ପଦାର୍ଥ ବିଜ୍ଞାନୀ ଓ ଗଣିତଜ୍ଞ ଷ୍ଟିଫେନ୍ ହକିଙ୍ଗଙ୍କ ପାଇଁ ସମୟ ଅଟକି ଯାଇଛି । ବିଶ୍ୱ ବ୍ରହ୍ମାଣ୍ଡର ରହସ୍ୟ ଖୋଲିଥିବା ଏହି ବିଶ୍ୱ ବିଖ୍ୟାତ ବୈଜ୍ଞାନିକଙ୍କ ପରଲୋକ ହୋଇଛି । ବିଶ୍ୱର ସବୁଠୁ ଅଧିକ ବିକ୍ରି ହୋଇଥିବା ପୁସ୍ତକ ‘ଏ ବ୍ରିଫ୍…

ସହିଦଙ୍କ ପାଇଁ ଶେଷ ଲୁହ ! ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଗଲା ବୀର ଯବାନ ମନୋରଂଜନ ଲେଙ୍କାଙ୍କ ଅନ୍ତିମ ସଂସ୍କାର

କନକ ବ୍ୟୁରୋ: ଜନ୍ମ ମାଟିରେ ଜଳିଲା ସହିଦ୍ ମନୋରଞ୍ଜନ ଲେଙ୍କାଙ୍କ ମରଶରୀର । ପଂଚଭୂତରେ ଲିନ ହେଲା ସହିଦ୍ଙ୍କ ପ୍ରାର୍ଥୀବ ଶରୀର । ମନୋରଞ୍ଜନଙ୍କ ମରଶରୀର ପେତୃକ ଗାଁ ରେମଣାରେ ପହଁଚିବା ପରେ ସମଗ୍ର ପରିବେଶ ଶୋକାକୂଳ ହୋଉପଡିଥିଲା । ସହିଦ୍ ଅମର ରହେ ଧୂନୀରେ ପ୍ରକମ୍ପିତ ହେଉଥିଲା ଜନ୍ମମାଟି ।…

କଟକ ଆନନ୍ଦ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା ! ଆସନ୍ତା ୧୭ ତାରିଖରେ ରାଷ୍ଟପତିଙ୍କ…

କନକ ବ୍ୟୁରୋ: କଟକ ଆନନ୍ଦ ଭବନରେ ପହଁଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟା । ଆସନ୍ତା ୧୭ ତାରିଖରେ ବିଜୁ ବାବୁଙ୍କ ସ୍ମୃତିରେ ଆନନ୍ଦ ଭବନକୁ ସଂଗ୍ରହାଳୟ ଭାବେ ଉଦଘାଟନ କରିବେ ରାଷ୍ଟ୍ରପତି । ଆଉ ତାପୂର୍ବରୁ ଆଜି ପୈତୃକ ବାସଭବନ ବୁଲି ଦେଖିଲେ ଗୀତା । ଏବଂ…