Daily Archives

March 12, 2018

ପୁଣି ବଢିଲା ଗୁରୁପ୍ରିୟା ସେତୁ ନିର୍ମାଣର ଡେଡଲାଇନ ! ବାଳିମେଳା ଜଳଭଣ୍ଡାରର ଜଳ ନିଷ୍କାସନ ଯୋଗୁଁ ନିର୍ମାଣ କାର୍ଯ୍ୟ…

କନକ ବ୍ୟୁରୋ : ଥମୁନି ବାଲିମେଳା ଜଳ ଭଣ୍ଡାରର ଜଳ ନିଷ୍କାସନ । ଜଳ ଭଣ୍ଡାରର ଜଳସ୍ତର ଖସୁଥିବାରୁ ଗୁରୁପ୍ରୀୟା ସେତୁ ନିର୍ମାଣ କାମ ପ୍ରଭାବିତ ହୋଇଛି । ତେଣୁ ମାର୍ଚ ଶେଷ ସୁଧା କାମ ଶେଷ ହବାକୁ ଥିବା ଲକ୍ଷ୍ୟ ଉପରେ ପୁଣି ଯବନିକା ପଡିଛି । ଡିଜାଇନରେ ପରିବର୍ତନ କରାଯାଇ ଏପ୍ରିଲ ୨୦ ସୁଧା କାମ…

କାଠମାଣ୍ଡୁରେ ବଡ ଧରଣର ବିମାନ ଦୁର୍ଘଟଣା ! ହୁତୁହୁତୁ ହୋଇ ଜଳିଗଲା ବିମାନ, ମରିଗଲେ ୨୦ ଯାତ୍ରୀ

କାଠମାଣ୍ଡୁରେ ଏକ ବଡ ଧରଣର ବିମାନ ଦୁର୍ଘଟଣା । ବାଂଲାଦେଶର ଏକ ଯାତ୍ରୀବାହୀ ବିମାନ ସୋମବାର ଅପରାହ୍ନରେ ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କଲାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଅବତରଣ ସମୟରେ ବିମାନଟି ଭାରସାମ୍ୟ ରକ୍ଷା କରି ନ ପାରି ଦୁର୍ଘଟଣାଗ୍ରସ୍ତ…

ଆଲୁଅ ଆସିଲା, ଆନନ୍ଦ ଖେଳିଲା! ସ୍ୱାଧୀନତାର ୭ ଦଶନ୍ଧି ପରେ ଜୟପୁରର ଭାଲୁଗୁଡା ଗାଁ ହେଲା ଆଲୋକିତ, ପାରମ୍ପରିକ ନାଚ…

କନକ ବ୍ୟୁରୋ : ଆଲୁଅ ଆସିଲା, ଆନନ୍ଦ ଖେଳିଗଲା । ସ୍ୱାଧୀନତାର ୭ ଦଶନ୍ଧି ପରେ ବିଜୁଳି ଆଲୁଅ ଦେଖିଲେ ଗ୍ରାମବାସୀ । ଅନ୍ଧାର ରାତିରେ ବିଜୁଳି ଆଲୁଅ ଦେଖି ଆଦିବାସୀଙ୍କ ନାଚ ଗୀତରେ କମ୍ପିଲା ଗାଁ ଦାଣ୍ଡ । ୭୦ ବର୍ଷ ଧରି ଅନ୍ଧାରରେ ରାତି କାଟୁଥିବା କୋରାପୁଟ ଜିଲ୍ଳା ଜୟପୁରର ଭାଲୁଗୁଡ଼ା ଗାଁର…

ବ୍ଲଡ ବ୍ୟାଙ୍କର ରକ୍ତ ହୋଇପାରେ ଅସୁରକ୍ଷିତ ! : କେଉଁ ପ୍ରକାରର ରୋଗୀଙ୍କ ପାଇଁ ହେବ କ୍ଷତିକାରକ, ଆସନ୍ତୁ ଜାଣିବା

ରକ୍ତ ହେଉଛି ଏକ ପ୍ରକାର ସଂଯୋଜକ ତନ୍ତୁ । ଆଘାତ ପ୍ରାପ୍ତ କ୍ଷତରୁ ଅଧିକ ରକ୍ତ ସ୍ରାବ ହେଲେ ଶରୀରରେ ରକ୍ତ ଏବଂ ଲାଲ ରକ୍ତ କୋଷରେ ପରିମାଣ ହ୍ରାସ ପାଇ ସଙ୍କଟାପନ୍ନ ଅବସ୍ଥା ସୃଷ୍ଟି କରେ । ତୁରନ୍ତ ଏହାର ପ୍ରତିକାର ହୋଇନପାରିଲେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ । ରକ୍ତର କୌଣସି ବିକଳ୍ପ ରହି…

ଆଧୁନିକ ଯୁଗର ଆଧୁନିକ ରୋଗ : “ଟେକ୍ସଟ ନେକ୍ ଓଭର ୟୁଜ ସିଣ୍ଡ୍ରୋମ’’କବଳରେ ଯୁବପିଢ଼ି । ଏହା ବିଷୟରେ ଆସନ୍ତୁ…

ଏବେ ଯୁବ ପିଢ଼ିଙ୍କ ସମେତ ଅଧିକାଂଶ ବ୍ୟକ୍ତିଙ୍କ ଦୁନିଆ ସ୍ମାର୍ଟଫୋନ ଭିତରେ ସୀମିତ ହୋଇ ରହିଯାଇଥିବା ଭଳି ଲାଗୁଛି । ସବୁବେଳେ ଫୋନକୁ ଆସୁଥିବା କଲ୍, ମେସେଜ, ବିଭିନ୍ନ ସୂଚନା ଉପରେ ନଜର ଲାଖି ରହୁଛି । ଏଭଳି ଅଭ୍ୟାସ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ସବୁବେଳେ ଫୋନକୁ ଦେଖିବା…

ତାମିଲନାଡୁର ଏକ ଜଙ୍ଗଲରେ ଏକ ଭୟଙ୍କର ଅଗ୍ନିକାଣ୍ଡ ! ନିଆଁରେ ଜଳି ୯ ଜଣ ପର୍ବତାରୋହିଙ୍କ ମୃତ୍ୟୁ , ବାୟୁସେନା ପକ୍ଷରୁ…

ତାମିଲାନାଡ଼ୁର ଥେନି ଜିଲ୍ଲାରେ ଥିବା ଏକ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୯ ଜଣ ପର୍ବତାରୋହିଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ଲୋକଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ୯ ଜଣଙ୍କ…