Daily Archives

March 11, 2018

କିନ୍ନର ହେଲେ କୁଳବଧୂ ! ମାମା କିନ୍ନରଙ୍କୁ ଜୀବନସାଥୀ ଭାବେ ବାଛିଲେ ସରୋଜ, ଏକ ନିଆରା ପ୍ରେମ କାହାଣୀକୁ ନେଇ ପୂରା…

କନକ ବ୍ୟୁରୋ : ପାରାଦୀପ ଉପକଣ୍ଠ ରଂଗିଆଗଡ଼ରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର । ନିଆରା ଏଇଥିପାଇଁ ଯେ ଜଣେ କିନ୍ନରଙ୍କୁ ବିବାହ କରିଛନ୍ତି ଖୋର୍ଦ୍ଧା ଅଂଚଳର ଯୁବକ ସରୋଜ ସାହୁ । ଓଡ଼ିଆ ଘରର ରୀତିନୀତି ଅନୁଯାୟୀ ମାମା କିନ୍ନରଙ୍କ ହାତ ଧରିଛନ୍ତି ସରୋଜ ସାହୁ । ଯାହାକୁ ଦେଖିବାପାଇଁ…

ସୁନା ସ୍ମଗଲିଂର ହବ ପାଲଟିଛି ରାଜଧାନୀ ଭୁବନେଶ୍ୱର ! ନିଆରା ଉପାୟରେ ଆସୁଥିଲା ସୁନା, କଷ୍ଟମ ଅଧିକାରୀଙ୍କ ସ୍କାନରରୁ…

କନକ ବ୍ୟୁରୋ : ଭୁବନେଶ୍ୱର ବିମାନ ବନ୍ଦରରୁ ବିଦେଶୀ ସୁନା ଓ ଟଙ୍କା ଜବତ କଲା କଷ୍ଟମ୍ସ ବିଭାଗ । ଏହାସହ କଟକ, କୋଲକାତା ଓ ଦିଲ୍ଲୀର ୪ଜଣ ଯାତ୍ରୀଙ୍କୁ ଅଟକ ରଖିଛନ୍ତି କଷ୍ଟମ୍ସ ବିଭାଗର ଅଧିକାରୀ । ଏହି ସମସ୍ତ ଯାତ୍ରୀ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିଲେ । ସେମାନଙ୍କ ଠାରୁ ମୋଟ ୨୨ଲକ୍ଷ ୨୩…

କୁଡୁମୀ ସଂପ୍ରଦାୟ ପାଇଁ ହକ୍ ମାଗିଲେ ହାର୍ଦ୍ଦିକ ! ବାରିପଦାରେ ଅଧିକାର ରାଲିକୁ ସମ୍ବୋଧିତ କଲେ ପଟିଦାର ନେତା

କନକ ବ୍ୟୁରୋ : କୁଡ଼ମୀ ଆନ୍ଦୋଳନରେ ସାମିଲ ହେଲେ ଗୁଜରାଟ ପଟ୍ଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ । ଜାତି ଭିତିକ ସଂରକ୍ଷଣ ପାଇଁ ସାମାଜିକ ଆନ୍ଦୋଳନ ଚଳାଇଥିବା ଏହି ଯୁବ ନେତାଙ୍କୁ ଆନ୍ଦୋଳନର ପ୍ରତୀକ ଭାବେ ଚିତ୍ରଣ କରିଛି କୁଡ଼ୁମୀ ସେନା ।ବାଲେଶ୍ୱରରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ…

ଜ୍ୱାଇଁଙ୍କ ପଦର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ଶ୍ୱଶୁର ! ସୋସିଆଲ ମିଡ଼ିଆରେ ପ୍ରସାଦ ବିରୋଧୀ ଡାକରାର ମୁକାବିଲା ପାଇଁ…

କନକ ବ୍ୟୂୁରୋ : କଂଗ୍ରେସ ଭବନରେ ଛକାପଂଝା । ଗତକାଲି ପିସିସି ସଭାପତି ପ୍ରସଙ୍ଗ ନେଇ ସଂଧ୍ୟା ମହାପାତ୍ରଙ୍କ ବୟାନ ପରେ ଆଜି କଂଗ୍ରେସ ଭବନ ଜଗି ରହିଥିଲେ ସୁର ରାଉତରାୟ । କିଛିଦିନ ଆଗରୁ ପ୍ରସାଦ ହଟାଓ ଡାକରା ଦେଇ ମାର୍ଚ୍ଚ ୧୧ ତାରିଖରେ କଂଗ୍ରେସ ଭବନ ଆସିବାକୁ ସୋସିଆଲ ମିଡିଆରେ ଅଭିଯାନ…

ଚୀନରେ ଏକଛତ୍ରବାଦ ଯୁଗର ଆରମ୍ଭ! ସି ଜିନପିଙ୍ଗ୍ ଏବେ ଚୀନର ସର୍ବେସର୍ବା, ଆଜୀବନ ରହିବେ ରାଷ୍ଟ୍ରପତି । ଦେଶର…

କନକ ବ୍ୟୁରୋ : ଚୀନରେ ଆରମ୍ଭ ହେଲା ଏକଛତ୍ରବାଦ ଶାସନର ଯୁଗ । ଆଜୀବନ ରାଷ୍ଟ୍ରପତି ରହିବେ ସି ଜିନପିଙ୍ଗ୍ । ପାର୍ଲିଆମେଂଟରେ ଏ ନେଇ ସମ୍ବିଧାନକୁ ସଂଶୋଧନ କରାଯାଇଛି । ସମ୍ବିଧାନ ସଂଶୋଧନ ପରେ ଏକକ ଶାସନ ଭାର ଦିଆଯାଇଛି ଜିନପିଙ୍ଗଙ୍କୁ । ଏହାର ଅର୍ଥ ହେଉଛି କମ୍ୟୁନିଷ୍ଟ ପାର୍ଟିଠାରୁ ଆରମ୍ଭ…