Daily Archives

March 6, 2018

କାକଟପୁର ମା ମଙ୍ଗଳାଙ୍କ ପୀଠରେ ଚୈତ୍ର ପର୍ବ ଆରମ୍ଭ ! ରଙ୍ଗଖେଳ ଓ ଲଉଡି ଖେଳରେ ଭକ୍ତିମୟ ପରିବେଶ

କନକ ବ୍ୟୁରୋ: କାକଟପୁର ମା ମଙ୍ଗଳାଙ୍କ ପୀଠରେ ଚୈତ୍ର ପର୍ବ ଆରମ୍ଭ ହୋଇଛି । ପ୍ରଥମ ମଙ୍ଗଳବାରରେ ନେତ୍ରୋତ୍ସବ ଆରମ୍ଭ ହୋଇଛି । ପାରମ୍ପରିକ ରାତିନୀତିରେ ପୁରୁଣା ଧ୍ୱଜାକୁ ଓହ୍ଳାଯାଇ ନୂଆ ନେତକୁ ମନ୍ଦିରର ଚୁଡାରେ ବନ୍ଧା ଯାଇଛି । ଏଥିପାଇଁ ମାଙ୍କ ନେତକୁ ସେବାୟତ ମାନେ ୭ଘେରା ମନ୍ଦିର…

ସୁଖୁଛି ଓଡିଶା ଭାସୁଛି ଆନ୍ଧ୍ର ! ଆନ୍ଧ୍ର ପ୍ରଦେଶରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି, ଏଣେ ଡ୍ୟାମରେ ପାଣି କମିବାରୁ…

କନକ ବ୍ୟୁରୋ: ଘନଉଛି ବାଲିମେଳା ଜଳ ବିବାଦ । ବାଲିମେଳା ଜଳ ଭଣ୍ଡାର ସୁଖି ଆଁ କରି ଥିବା ବେଳେ ଅତିରିକ୍ତ ପାଣି ନେଇ ଆନ୍ଧ୍ରରେ ଏବେ ବନ୍ୟା ପରିସ୍ଥିତି । ଏପଟେ ପାଣି ଛଡାଯାଇଥିବା ୪୫ବର୍ଷ ପୁରୁଣା ଟନେଲକୁ ବନ୍ଦ କରିବା ପାଇଁ ଲାଗିଛନ୍ତି ଆନ୍ଧ୍ର ଏ.ପି.ଜେନକୋ ଓ ଚିତ୍ରକୋଣ୍ଡା ଆର୍ଥ ଡ୍ୟାମ…

ଶ୍ରୀଲଙ୍କାରେ ଜରୁରୀକାଳିନ ପରିସ୍ଥିତି । କିନ୍ତୁ ଖେଳା ହେବ ମ୍ୟାଚ

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଏବେ ସୃଷ୍ଟି ହୋଇଛି ଜରୁରୀକାଳିନ ପରିସ୍ଥିତି । ଦୁଇ ଧର୍ମାଲମ୍ବୀ ଗୋଷ୍ଠୀଙ୍କ ମଧ୍ୟରେ ଦେଖାଦେଇଛି ସାମ୍ପ୍ରଦାୟିକ ହିଂସାକାଣ୍ଡ । ସୁଚନା ଅନୁଯାୟୀ, କେଣ୍ଡିରେ ମୁସଲମାନ ସଂପ୍ରଦାୟଙ୍କର ଦୋକାନରେ ନିଆଁଲଗାଇ ଦେଇଥିଲେ ବୈଦ୍ଧାଲମ୍ବିର ଲୋକେ । ତେବେ ପରିସ୍ଥିତିକୁ…

ବୋନିଙ୍କଠାରୁ ବଳି ଗଲେ ଏହି ବ୍ୟକ୍ତି । ଚାନ୍ଦିନୀଙ୍କ ମୃତ୍ୟୁ ପରେ ଛାଡି ଦେଲେ ଖାଦ୍ୟ ପେୟ , ହେଲେ ଲଣ୍ଡା

ବଲିଉଡର ଚାନ୍ଦନୀ ଶ୍ରୀଦେବୀଙ୍କ ଅକାଳ ମୃତ୍ୟୁ ପରେ ଦେଶରେ ଥିବା ତାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଝଟକା ଲାଗିଛି । ପ୍ରଶଂସକମାନେ ଭିନ୍ନ ଭିନ୍ନ ଉପାୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବାର ଖବର ଆସିଥିବା ବେଳେ ମଧ୍ୟପ୍ରଦେଶର ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଶ୍ରୀଦେବୀଙ୍କୁ ନିଜ ସ୍ତ୍ରୀ ବୋଲି…

୩ ଏପ୍ରିଲରେ ୩ ଏନଏସିର ନିର୍ବାଚନ । ଗତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା କଂଗ୍ରେସ ଉପରେ ନଜର ।

ନୂଆପଡା, ହିନ୍ଦୋଳ ଓ ଅତାବିତା ଏନଏସି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୩ ମାର୍ଚ୍ଚରେ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବା ବେଳେ ୩ ଏପ୍ରିଲରେ ଉଚ୍ଛଦାନ ହେବ । ଏହି ୩ଟି ଏନଏସିରୁ ମୋଟ୍ ୪୨ ଜଣ କାଉନସିଲର ନିର୍ବାଚିତ ହେବେ । ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନର…

ଅଟୋର କାମ କରିବ ହେଲିକପ୍ଟର : ୨ ଘଣ୍ଟାର ରାସ୍ତାକୁ ଲାଗିବ ୧୫ ମିନିଟ

ଭାରତର ପ୍ରଥମ ହେଲିକପ୍ଟର ଟ୍ୟାକ୍ସି ସେବା ସୋମବାର ଦିନ ବାଙ୍ଗାଲୁରୁରେ ଶୁଭାରମ୍ଭ ହୋଇଯାଇଛି । କେମ୍ପେଗୈାଡା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଇଲେକ୍ଟ୍ରୋନିକ ସହର ବାଙ୍ଗାଲୁରୁକୁ ପ୍ରଥମ ଉଡାଣ ଭରିବାରେ ସକ୍ଷମ ଅଛି । ଆଶା କରାଯାଉଛି କି ଏହି ସେବା ଆମକୁ ୧୫ ମିନିଟରେ ଲକ୍ଷ୍ୟ ସ୍ଥଳରେ…