Daily Archives

March 4, 2018

କଟକରେ ପୁଣି ଗର୍ଜିଲା ବନ୍ଧୁକ! ଡି-ବ୍ରଦର୍ସଙ୍କ ସହଯୋଗୀ ଦୁର୍ଦ୍ଦାନ୍ତ ଅପରାଧୀ ସଦା ନାୟକକୁୁ ପୁଲିସର ଏନକାଉଣ୍ଟର

କନକ ବ୍ୟୁରୋ : କଟକରେ ପୁଣି ଏନକାଉଣ୍ଟର । କଟକ ଗୁଳିକାଣ୍ଡରେ ସଂପୃକ୍ତ ଡି-ବ୍ରଦର୍ସଙ୍କ ସହଯୋଗୀ ଦୁର୍ଦ୍ଦାନ୍ତ ଅପରାଧୀ ସଦା ନାୟକକୁୁ ଏନକାଉଣ୍ଟର କରିଛି ପୁଲିସ୍ । ଏହି ଏନକାଉଣ୍ଟରରେ ସଦା ନାୟକଙ୍କ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଆହତ ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତି…

ପାଣି ଶୋଷି ନେଉଛି ପଡୋଶୀ ! ପୁରୁଣା ଟନେଲ୍ ଖୋଲିଦେବାରୁ ଆନ୍ଧ୍ରକୁ ବହିଯାଉଛି ପାଣି, ଖରା ପୂର୍ବରୁ ଶୁଖି ଯାଇପାରେ…

କନକ ବ୍ୟୁରୋ : ମହାନଦୀ ପାଣିକୁ ନେଇ ଛତିଶଗଡ଼ ସହ ଟଣାଓଟରା ଲାଗିି ରହିଥିବା ବେଳେ ବାଲିମେଳା ଜଳଭଣ୍ଡାର ପାଣି ଶୋଷି ନେଇଯାଉଛି ଆନ୍ଧ୍ର । ଦୁଇ ମାସ ଧରି ବାଲିମେଳା ଜଳଭଣ୍ଡାର ଟନେଲ ଖୋଲି ଆନ୍ଧ୍ର ଅନବରତ ପାଣି ନେଉଥିବା ବେଳେ କାହାରି ଚିନ୍ତା ନାହିଁ । ଖରା ଦିନ ଆସିବା ପୂର୍ବରୁ ଶୁଖିଲା…

ଫିଲ୍ମ ଷ୍ଟାଇଲରେ ୪ ଜଣ ଯୁବକଙ୍କୁ ଉଠାଇନେଲା ପୁଲିସ ସ୍ପେଶାଲ ସ୍କ୍ୱାଡ୍! କିନ୍ତୁ ତାପରେ ଯାହା ହେଲା ତାହା ସମସ୍ତଙ୍କୁ…

କନକ ବ୍ୟୁରୋ : ସକାଳୁ ସକାଳୁ ଏକ ଘରୋଇ ହଷ୍ଟେଲ ସାମ୍ନାରେ ପୋଲିସର ଡେରା ପକାଇଥିଲା । ଜଣ ଜଣ କରି ୪ ଜଣ ଯୁବକଙ୍କୁ ଗିରଫ କରି ନେଇଥିଲା । ଏହାର କିଛି ସମୟ ପରେ ସେହି ହଷ୍ଟେଲରେ ବିସ୍ଫୋରଣ ଶବ୍ଦ ହେବା ସହ ନିଆଁ ଲାଗି ଗଲା । ଭୁବନେଶ୍ୱର ବମିଖାଲ ଅଂଚଳରେ ଘଟିଛି ଏହି ଘଟଣା । ରହସ୍ୟମୟ ଯୁବକ ଓ…

ମାଲେସିଆ ଦେଖିଲା ‘ଓଡ଼ିଶା’ର ଚମକ ! ସୁଲତାନ ଆଜଲାନ ସାହା କପରେ ଓଡ଼ିଶା ଲେଖାଥିବା ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଲେ…

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଭାରତୀୟ ହକି ଖେଳାଳୀଙ୍କ ଛାତିରେ ଲାଗିଛି ଓଡିଶାର ଛାପ । ମାଲେସିଆରେ ଚାଲିଥିବା ସୁଲତାନ ଆଜଲାନ ସାହା କପରେ ଭାରତୀୟ ଖେଳାଳୀଙ୍କ ଜର୍ସିରେ ଓଡିଶାର ଲୋଗ ରହିଛି । ଆସନ୍ତା ୫ ବର୍ଷ ପାଇଁ ଓଡିଶା ସରକାର ଭାରତୀୟ ହକି ଟିମକୁ ସ୍ପନସର କରିବା ପାଇଁ ଚୁକ୍ତି…

ବିଜେପୁର ଜନାଦେଶ ନେଇ ବିଜେପି-ବିଜେଡି ମୁହାଁମୁହିଁ ! ଅମିତ ଶାହାଙ୍କୁ ଓଡିଶାରେ ଲଢିବାକୁ ମହାରଥୀଙ୍କ ଆହ୍ୱାନ, ଜୁଏଲ…

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପରେ ଆଜି ରାଜ୍ୟ ବିଜେପିର ବରିଷ୍ଠ ନେତା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବିଜେଡି ଅର୍ଥବଳ କାରଣରୁ ଏହି ନିର୍ବାଚନ ଜିତିବାରେ ସକ୍ଷମ ହୋଇଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ଏହା ଜିଣା ଭୋଟ୍ ନୁହେଁ, କିଣା ଭୋଟ୍ । ଏଥିସହ ତ୍ରିପୁରା…