Daily Archives

March 1, 2018

ଆସିଲା ନୂଆ ପାଞ୍ଜି !ମୋଦି, ନବୀନ, ଧର୍ମେନ୍ଦ୍ରଙ୍କ ଭାଗ୍ୟ ଅଙ୍କ କଷିଲେ ଗଣନାକାର

କନକ ବ୍ୟୁରୋ : ଆଜି ଦୋଳ ପୂର୍ଣ୍ଣିମାରେ ଉନ୍ମୋଚିତ ହୋଇଛି ନୂଆ ପଞ୍ଜିକା । ଶ୍ରୀମନ୍ଦିରରେ ମୁକ୍ତି ମଣ୍ଡପ ସେବାୟତଙ୍କ ଅନୁମୋଦନ କ୍ରମେ ବିଭିନ୍ନ ମନ୍ଦିରରେ ଏହି ପଞ୍ଜିକାକୁ ପୂଜାର୍ଚ୍ଚନା କରାଯାଇଛି । ଏପ୍ରିଲ ମାସଠାରୁ ଲାଗୁ ହେବାକୁ ଯାଉଥିବା ଏହି ପଞ୍ଜିକାରେ ଭାଗ୍ୟ ଭବିଷ୍ୟତ ନେଇ ମଧ୍ୟ…

ରେଳଯାତ୍ରୀଙ୍କ ପାଇଁ ଖୁସିଖବର ଆଣିଲା ମୋଦିଙ୍କ ହୋଲି ଗିଫ୍ଟ ! ଶସ୍ତା ହେଲା ଟିକଟ, ବାସ କରିବାକୁ ପଡିବ ଗୋଟିଏ କାମ

ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସିଖବର । କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ପାଇଁ ହୋଲି ଉପହାର ବର୍ଷା କରୁଛନ୍ତି । ପ୍ରଥମେ ଗ୍ୟାସ ଦରରେ ହ୍ରାସ କରିବା ପରେ ଏବେ ରେଳ ଟିକଟ ମଧ୍ୟ ଶସ୍ତା କରିଛି । ଏଣିକି ଆପଣ ଅନଲାଇନ୍ ଓ ଅଫଲାଇନ୍ ଯେଉଁଥିରେ ଟିକେଟ କଲେ ମଧ୍ୟରେ…

ଉନ୍ମୋଚନ ହେଲା ଆମ ଓଡ଼ିଶା ପାଞ୍ଜି ! ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଉନ୍ମୋଚନ କଲେ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଂଜନ…

କନକ ବ୍ୟୁରୋ : ସମ୍ବାଦ ଓ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ବର୍ଷ ୨୦୧୮-୧୯ର ବାର୍ଷିକ ପଂଜୀକା ଉନ୍ମୋଚନ ହୋଇଛି । ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ଏହାକୁ ଏକାମ୍ର ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି ।…

ଶ୍ରୀଦେବୀଙ୍କ ପାଇଁ ମନର କଥାକୁ ଚିଠିରେ ଲେଖିଲେ ସ୍ୱାମୀ ବୋନି କପୁର ! ଜଣେ ବନ୍ଧୁ, ପତ୍ନୀ ଓ ଦୁଇ ଝିଅଙ୍କ ମା’କୁ…

ନିଜ ପତ୍ନୀ ଶ୍ରୀଦେବୀଙ୍କ ଉଦ୍ଦେଶ୍ୟରେ ଅତି ହୃଦୟସ୍ପର୍ଶୀ ଚିଠି ଲେଖିଛନ୍ତି ସ୍ୱାମୀ ବୋନି କପୁର । ଶ୍ରୀଦେବୀଙ୍କ ଟ୍ୱିଟର ପେଜରେ ଶେଷ ପୋଷ୍ଟିଂ କରିଛନ୍ତି ବୋନି । ସେ ଲେଖିଛନ୍ତି, ଶ୍ରୀଦେବୀ ଥିଲେ ତାଙ୍କ ପାଇଁ ସବୁକିଛି । ତାଙ୍କର ଚାରିପଟେ ତାଙ୍କ ପରିବାର ଘୁରୁଥିଲା ବୋଲି ବର୍ଣ୍ଣନା…

ବିଜୟ ବାନା ଉଡାଇ ବିଜେପୁରରୁ ଭୁବନେଶ୍ୱର ପହଞ୍ଚିଲେ ରୀତା ସାହୁ! ନବୀନ ନିବାସରେ କହିଲେ, ସ୍ୱାମୀଙ୍କ ସ୍ୱପ୍ନ ଶୀଘ୍ର…

କନକ ବ୍ୟୁରୋ : ବିଜେପୁରରେ ବିଜେଡିର ବାଜିମାତ୍ ପରେ ଆଜି ନବୀନ ନିବାସ ପହଂଚିଥିଲା ବିଜୟର ପଟୁଆର । ଶହ ଶହ ନେତାଙ୍କ କର୍ମୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପହଂଚିଥିଲେ ରୀତା ସାହୁ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ ବୋଲି…