Daily Archives

February 27, 2018

“ଭାଷଣ ଦେଇଛନ୍ତି ପ୍ରଣୟ ସାହୁଙ୍କୁ ଜିତାଅ, କିନ୍ତୁ ଭିତରେ ଭୁଷାଅ” ସୁର ରାଉତରାୟଙ୍କ ବୟାନକୁ ନେଇ ଜୋର ଧରିଲା ଚର୍ଚ୍ଚା…

କନକ ବ୍ୟୁରୋ : ବିଜେପୁର କାହାର? ଯେଉଁ ପ୍ରଶ୍ନର ଉତର ପାଇବା ପାଇଁ ସାରା ଓଡ଼ିଶା ଚାହିଁ ରହିଛି । ତା’ର ସଠିକ୍ ଉତର ମିଳିବ ଆସନ୍ତାକାଲି । ଆସନ୍ତାକାଲି ବିଧିବଦ୍ଧ ଭାବରେ ପ୍ରକାଶ ପାଇବ ବିଜେପୁର ଉପ-ନିର୍ବାଚନର ଫଳାଫଳ । ପ୍ରାୟ ମାସେ ଧରି ଚାଲିଥିବା ରାଜନୈତିକ ପ୍ରତିଦ୍ୱନ୍ଦିତା ଭିତରେ କିଏ…

ଭୁବନେଶ୍ୱର ଏମ୍ସରୁ କାଶ୍ମୀରୀ ଡାକ୍ତରୀ ଛାତ୍ର ନିଖୋଜ ! ପୁଲିସ ଡିଜି କହିଲେ, ଆତଙ୍କବାଦୀ ଲିଙ୍କ ନେଇ ଚାଲିଛି ତଦନ୍ତ

କନକ ବ୍ୟୁରୋ : ୨୦ ଦିନ ହେଲା ମିଳୁନି ଭୁବନେଶ୍ୱର ଏମ୍ସ ଛାତ୍ରଙ୍କ ପତା । ଦିନ ବଢ଼ିବା ସହ ବଢୁଛି ସନ୍ଦେହ । ଆଉ ଛାତ୍ର ଜଣକ କାଶ୍ମୀରର ହୋଇଥିବାରୁ ଆତଙ୍କବାଦୀ ଲିଙ୍କ୍ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଉଛି । ଓଡ଼ିଶା ପୁଲିସ ସହ ପଶ୍ଚିମବଙ୍ଗ ଏବଂ ଜାମ୍ମୁକାଶ୍ମୀର ପୁଲିସ ଏବେ ନିଖୋଜ ଛାତ୍ର…

ଶ୍ରୀଦେବୀଙ୍କ ମୃତ୍ୟୁ ମାମଲାରେ ପଡିଲା ପୂର୍ଣ୍ଣଛେଦ ! ଆଜି ରାତିରେ ମୁମ୍ବାଇରେ ମୃତଦେହ ପହଂଚିବା ସମ୍ଭାବନା

ଭାରତୀୟ ଚଳଚିତ୍ର ଜଗତର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁ ଘଟଣାକୁ ନେଇ ଦେଖା ଦେଇଥିବା ବିବାଦର ଅନ୍ତ ଘଟିଛି । ଘଟଣାର ତଦନ୍ତ ଆରମ୍ଭ କରିଥିବା ଦୁବାଇ ପବ୍ଲିକ ପ୍ରସିକ୍ୟୁଟର କହିଛନ୍ତି, ନିସାଶକ୍ତ ଅବସ୍ଥାରେ ଗାଧୁଆ ଟବ୍ରେ ପଡି ଶ୍ରୀଦେବୀ ପ୍ରାଣ ହରାଇଛନ୍ତି । ଏହାପରେ ତାଙ୍କ…

ବିରି ମାଡ ଦେଖି କୋଳଥ ଚେପା ! ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ପରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପଶିଲା ଚିନ୍ତା,…

କନକ ବ୍ୟୁରୋ : ହ୍ୱାଟସଆପରେ ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ହେବା ପରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ସଜାଗ ହୋଇଉଠିଛି କାଉନସିଲ୍ । ଶିକ୍ଷକ ଓ ପରୀକ୍ଷାର୍ଥୀଙ୍କ ପରେ ଏବେ ନୀରିକ୍ଷକଙ୍କ ପାଇଁ ଜାରି ହୋଇଛି ଗାଇଡଲାଇନ୍ । ଯେଉଁଥିରେ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ରହିଛି , ସୁପରିଟେଣ୍ଡେଂଟଙ୍କୁ ବାଦ୍…

ରେଳ ବିଭାଗର ନୂଆ ନିୟମ ! ମହିଳା ପାଇବେ ଅଧିକ ଫାଇଦା

ଆଗକୁ ହୋଲି ଉତ୍ସବ ଆସୁଛି । ଏଣୁ ଅଧିକାଂଶ ଲୋକ ଦୋଳ ଉତ୍ସବ ପାଳନ ପାଇଁ ଘରକୁ ଫେରିବେ । ଏଭଳି ସମୟରେ ରେଳ ବିଭାଗ ମହିଳା ପାଇଁ ଆଣିଛି ହୋଲି ଉପହାର । ମହିଳାଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ରେଳ ଯାତ୍ରା ସମୟରେ ବ୍ୟବହାର ହେଉ ନଥିବା ବାର୍ଥସକୁ ପ୍ରଥମେ େଓ୍ଵଟିଂ ଲିଷ୍ଟରେ ଥିବା ମହିଳା ଓ…

ରାହୁଲ ଦ୍ରାବିଡ ହୁଅନ୍ତୁ ଦେଶର ପ୍ରଧାନମନ୍ତ୍ରୀ ! ଜାଣନ୍ତୁ କାହିଁକି ଟ୍ୱିଟରରେ ଉଠିଲା ଦାବି

ଭାରତୀୟ ଜୁନିୟର କ୍ରିକେଟ ଟିମର ମୁଖ୍ୟ କୋଚ ତଥା ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡଙ୍କ ସରଳପଣିଆ ପ୍ରଂଶସକଙ୍କୁ ଖୁବ ପ୍ରଭାବିତ କରିଛି । ଏପରିକି ଏବେ ରାହୁଲଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଅଧିକାଂଶ ପ୍ରଂଶସକ ସୋସିଆଲ ମିଡିଆରେ ଖୋଲାଖୋଲି ମତ ରଖିଛନ୍ତି । ଏହା ପଛର କାରଣ…