Daily Archives

February 26, 2018

ପୁଣି ଫେରିଲା ବାର୍ଡ ଫ୍ଲୁ , କୁକୁଡା ମାଂସ ପ୍ରତି ସାବଧାନ ! ପାରାଦ୍ୱୀପରେ ବାର୍ଡ ଫ୍ଲୁ ଆତଙ୍କ, ୨ ହଜାର କୁକୁଡାକୁ…

କନକ ବ୍ୟୁରୋ : ପୁଣି ଫେରିଛି ବାର୍ଡଫ୍ଲୁ । ପାରାଦୀପରେ କୁକୁଡା ଦେହରେ ଏଚଫାଇଭଏନୱାନ୍ ଭୂତାଣୁ ଚିହ୍ନଟ ହେବା ପରେ ପୁଣି ଭୟ ସୃଷ୍ଟି ହୋଇଛି । ଏହାକୁ ରୋକିବା ପାଇଁ ଆରମ୍ଭ ହୋଇଛି ପକ୍ଷୀ ମରା ଅଭିଯାନ । ପ୍ରଶାସନର ୬ଟି ଟିମ୍ ପାରାଦୀପରେ ଆଜି ଶହ ଶହ କୁକୁଡାକୁ ମାରିବା ସହ ପୋତି ଦେଇଛନ୍ତି ।…

ବିନା ନୋଟରେ ଗାନ୍ଧି ବି ଜିତି ପାରିବେନି ନିର୍ବାଚନ ! ମହେଶ୍ୱରଙ୍କ ବିବାଦୀୟ ବୟାନ ପରେ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ : ବିଜେପୁର ଉପ-ନିର୍ବାଚନରେ ବିପୁଳ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଯେତେବେଳେ ବ୍ୟାପକ ଚର୍ଚ୍ଚା ହେଉଛି । ଠିକ୍ ସେମିତି ବେଳେ ପ୍ରଶ୍ନ ଉଠୁଛି- ଟଙ୍କା ନହେଲେ ନିର୍ବାଚନ ଜିତିବା ସମ୍ଭବ କି ନୁହେଁ । ଆଉ ଏହି ପ୍ରସଙ୍ଗରେ ମନ୍ତ୍ରୀ ମହେଶ୍ୱର ମହାନ୍ତି ରଖିଥିବା ମନ୍ତବ୍ୟ, ପୁଣି ଥରେ…

ମୃତ୍ୟୁର ଉପହାର ପଛରେ ଦୁଇ ଅଜ୍ଞାତ ଯୁବକ ! ରେକି କରୁଥିଲେ, ସିମ୍ ବଦଳାଉଥିଲେ । ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା…

କନକ ବ୍ୟୁରୋ : ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ସାମ୍ନାକୁ ଆସିଲା ଦୁଇଟି ଥିଓରୀ । ବିସ୍ଫୋରଣର କିଛିଦିନ ପୂର୍ବରୁ ସହରରେ ରେକି କରୁଥିଲେ ଦୁଇଜଣ ସନ୍ଦିଗ୍ଧ ଯୁବକ । ତେଣୁ ଆଶଙ୍କା କରାଯାଉଛି ରିମୋର୍ଟ ଜରିଆରେ ଏହି ବିସ୍ଫୋରଣ କରିଥାଇପାରନ୍ତି ସଂପୃକ୍ତ ଯୁବକ । ସେପଟେ…

କେମିତି ପ୍ରାଣ ଯାଇଥିଲା ଶ୍ରୀଦେବୀଙ୍କର ! ଫରେନସିକ ରିପୋର୍ଟରେ ବଡ ଖୁଲାସା । ବାଥଟବରେ ବୁଡି ଯାଇଥିଲେ, ଶରୀରରେ ଥିଲା…

ବଲିଉଡର ଲେଡି ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁ ଉପରୁ ପରଦା ହଟିଲା । ୨୪ ଫେବୃଆରୀରେ ଶ୍ରୀଦେବୀଙ୍କ ଦୁବାଇରେ ମୃତ୍ୟୁ ହୋଇଥିଲା । କିନ୍ତୁ କେଉଁ କାରଣର ମୃତ୍ୟୁ ହୋଇଥିଲା ତାହାକୁ ନେଇ ସସପେନ୍ସ ଲାଗି ରହିଥିଲା । ପ୍ରଥମେ ହୃଦଘାତ ଯୋଗୁଁ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱାମୀ ବୋନି…

କୁବେରପୁରୀର କରୁଣ କାହାଣୀ ! ଖଣି ଅଂଚଳରେ ବିକାଶ ଖାଁ ଖାଁ

କନକ ବ୍ୟୁରୋ : ସାମ୍ନାକୁ ଆସିଛି କୁବେରପୁରୀର କରୁଣ କାହାଣୀ । ଶିକ୍ଷ୍ୟା, ସ୍ୱାସ୍ଥ, ଗମନାଗମନ ଭଳି ମୌଳିକ ସୁବିଧାରୁ ବଂଚିତ ରାଜ୍ୟକୁ ମୋଟା ଅଙ୍କର ରାଜସ୍ୱ ଦେଉଥିବା ଅଂଚଳ । କେନ୍ଦୁଝର ଯୋଡା ବ୍ଲକ ଝରଣ ଗାଁ, ଆଜି ବି ସରକାରଙ୍କ ଯୋଜାନା ଠାରୁ ଅନେକ ଦୂରରେ ରହିଯାଇଛି । ବିକାଶ କହିଲେ କଣ…

ଯୁବରାଜ ଓ ଗେଲଙ୍କୁ ପଛରେ ପକାଇଲେ ଅଶ୍ୱିନ, କିଙ୍ଗସ ଇଲେଭେନ ପଞ୍ଜାବର ଧରିଲେ ମଙ୍ଗ !

ଅଶ୍ୱିନଙ୍କ ହାତରେ ପଞ୍ଜାବ ଦଳର ମଙ୍ଗ । ଚଳିତ ଆଇପିଏଲ ସିଜିନରେ କିଙ୍ଗସ ଇଲେଭେନ ପଞ୍ଜାବ ଦଳର ନେତୃତ୍ୱ ନେବେ ଭାରତୀୟ ଅଫ ସ୍ପିନର ଆର. ଅଶ୍ୱିନ । ଅନେକ ଆଲୋଚନା ପରେ ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ ଦଳ ଅଶ୍ୱିନଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦେବାକୁ ନିଷ୍ପତି ନେଇଛି । ପଞ୍ଜାବ ଦଳରେ ବଡ ବଡ…