Daily Archives

February 20, 2018

କଳିଙ୍ଗ ଷ୍ଟାଡିୟମରେ କ୍ଲାଇମ୍ବିଂ ୱାଲ୍ ନିର୍ମାଣରେ ବଡ଼ ଧରଣର ଦୁର୍ନୀତି ! ୟୁରୋପୀୟାନ୍ ଷ୍ଟାଣ୍ଡାର୍ଡ ବଦଳରେ ଲାଗିଲା…

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ କ୍ଲାଇମ୍ବିଂ ୱାଲ୍ ନିର୍ମାଣରେ ବଡ଼ ଧରଣର ଦୁର୍ନୀତି । ଷ୍ଟାଡିୟମରେ ପାହାଡ଼ ଚଢ଼ା ଅର୍ଥାତ ମାଉଂଟେନିୟରିଂ ଶିକ୍ଷା କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ୩ ବର୍ଷ ତଳେ ଆରମ୍ଭ ହୋଇଥିଲା କ୍ଲାଇମ୍ବିଂ ୱାଲ୍ ନିର୍ମାଣ କାମ । ୟୁରୋପିୟାନ୍ ଷ୍ଟାଣ୍ଡାର୍ଡରେ ତିଆରି…

ଟ୍ୱିନସିଟିର ବଛାବଛା ୫ଟି ଗହଣା ସୋରୁମ ଉପରେ ଇଡିର ଚଢାଉ ! ମହାଠକ ନିରଭ ମୋଦିଙ୍କ ଗହଣା ବିକୁଥିବା ସୋରୁମରେ ରେଡ

କନକ ବ୍ୟୁରୋ : ୧୧ ହଜାର କୋଟିର ମହାଠକେଇ କରି ନିରଭ ମୋଦି ଫେରାର ହୋଇଯିବା ପରେ ଆଜି ଟ୍ୱିନସିଟିର ୫ଟି ଗହଣା ସୋରୁମରେ ରେଡ୍ କରିଛି ପ୍ରବର୍ତନ ନିର୍ଦେଶାଳୟ । ନିରଭଙ୍କ ହୀରା ଅଳଙ୍କାର ସଂସ୍ଥା ଗୀତାଂଜଳିର ବ୍ରାଣ୍ଡ ବିକ୍ରି କରୁଥିବା ଅଳଙ୍କାର ସୋରୁମରେ ଏହି ରେଡ୍ ହୋଇଛି । ଇଡି ଅଧିକାରୀ,…

ପ୍ରଚାରରେ ହଟହଟା ହେଲେ ବିଜେଡି ଷ୍ଟାର ଅନୁଭବ ! ଦଳୀୟ ପତାକା ଧରି ଅନୁଭବଙ୍କୁ ଘେରିଲେ ଗେରୁଆ ବାହିନୀ

କନକ ବ୍ୟୁରୋ : ଗୋଟିଏ ପଟେ ଆଜି ବିଜେଡି ସୁପ୍ରିମୋଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦ୍ୟମ କରାଯାଇଥିବା ବେଳେ ଅନ୍ୟପଟେ ବିଜେଡିର ଷ୍ଟାର କ୍ୟାମ୍ପେନର ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ଘେରିଛନ୍ତି ବିଜେପି କର୍ମୀ । ଆଜି ଉପନିର୍ବାଚନ ପାଇଁ ଗାଇସିଲଟରେ ପ୍ରଚାର କରୁଥିବାବେଳେ ହଠାତ୍ ଅନୁଭବଙ୍କ…

ବିଜେପୁର ମୈଦାନରେ ନବୀନଙ୍କୁ ୧୮ ବର୍ଷର ହିସାବ ମାଗିଲେ ସ୍ମୃତି ! କେନ୍ଦ୍ରମନ୍ତ୍ରୀ କହିଲେ, ବନବାସକୁ ଯାଇଛି ଓଡ଼ିଶାର…

କନକ ବ୍ୟୁରୋ : ଗତ ପଂଚାୟତ ନିର୍ବାଚନ ପରେ ଉତ୍ସାହିତ ହୋଇ ପଡିଥିବା ବିଜେପି, ବିଜେପୁର ଦଖଲ ପାଇଁ ଜୋରଦାର ଉଦ୍ୟମ କରୁଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ତୀବ୍ର ହେଉଛି ବିଜେପିର ପ୍ରଚାର । ଗୋଟିଏ ପଟେ ବିଜେଡିର ନମ୍ବର ୱାନ୍ ଷ୍ଟାର କ୍ୟାମ୍ପେନର ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ…

ଔଷଧ ଖାଇବା ଓ କିଣିବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦିଅନ୍ତୁ ! ନଚେତ ହଇରାଣରେ ପଡିବେ ।

ସାଧାରଣତଃ ଲୋକମାନେ ବଡ ରୋଗରେ ପୀଡିତ ନହେଲେ ଡାକ୍ତରଙ୍କ ପାଖକୁ ଯାଇ ନଥାନ୍ତି । ଛୋଟ ଛୋଟ ରୋଗ ପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ ଲୋକମାନେ ମେଡିକାଲ ଷ୍ଟୋରରୁ ଔଷଧ କିଣି ଖାଇଥାନ୍ତି । କିନ୍ତୁ ଏହା ଅତ୍ୟନ୍ତ ମାରାତ୍ମକ । କାରଣ ଏମିତି କିଛି ଔଷଧ ରହିଛି ଯାହା ଡାକ୍ତରଙ୍କ ବିନା ପରାମର୍ଶରେ…

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ! ନିର୍ବାଚନୀ ସଭାରେ ନବୀନଙ୍କ ଉପରକୁ ଜୋତା ଫିଙ୍ଗିଲେ ଯୁବକ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତାମାଡ ଉଦ୍ୟମ । ବିଜେପୁର ଉପନିର୍ବାଚନ ପାଇଁ ବରପାଲି ବ୍ଲକର କୁମ୍ଭାରୀ ଗାଁରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ନବୀନ ପଟ୍ଟନାୟକଙ୍କ ଉପରକୁ ଚପଲ ମାଡ କରିଛନ୍ତି ଜଣେ ଯୁବକ । ସଭା ଚାଲୁଥିବା ବେଳେ ଜଣେ ବ୍ୟକ୍ତି…