Daily Archives

February 17, 2018

ଶିକ୍ଷକଙ୍କ ସରକାରଙ୍କୁ ଚରମ ଚେତାବନୀ, ଦାବି ପୂରଣ ନହେଲେ ପରୀକ୍ଷାରେ କରିବେ ନାହିଁ ସହଯୋଗ, ବିକଳ୍ପ ବ୍ୟବସ୍ଥା କଲା…

କନକ ବ୍ୟୁରୋ : ପରୀକ୍ଷା ପାଇଁ ବିକଳ୍ପ ବ୍ୟବସ୍ଥା କଲେ ସରକାର । ଡିଗ୍ରୀ ଓ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖି ସାହାଯ୍ୟ ଲୋଡିଛି ଉଚ୍ଚଶିକ୍ଷା ବିଭାଗ । ଯୁକ୍ତ ଦୁଇ ପରୀକ୍ଷାକୁ ୨୦ରୁ କମ୍ ଦିନ ବାକି ଥିବାବେଳେ ରାଜରାସ୍ତାରେ ଅଛନ୍ତି ଶିକ୍ଷକ ଓ ଅଧ୍ୟାପକ । ଏଭଳି ସ୍ଥିତିରେ ପରୀକ୍ଷା ପରିଚାଳନା…

ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ ! ଗଳା କାଟି କରାଯାଇଛି ହତ୍ୟା, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ

କନକ ବ୍ୟୁରୋ : ରାଜଧାନୀ ୟୁନିଟ୍ -୪ ଅଂଚଳର ବନ୍ଦ ଘରୁ ଆଜି ପୋଲିସକୁ ଏକ ମୃତଦେହ ମିଳିଥିଲା । ମୃତଦେହର ଗଳା କଟିଥିବା ବେଳେ ମୁଣ୍ଡ ଓ କାନ୍ଧରେ ଗଭୀର କ୍ଷତ ଚିହ୍ନ ରହିଥିଲା । ପାରିପାଶ୍ୱର୍ିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଥିଲେ ବି ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି…

ବିଜେପୁର ମ୍ୟାଜିକ,ଏବେ ଯାଦୁଗରଙ୍କ ପାଳି ! ବିଜେପିର ମ୍ୟାଜିସିଆନ, ବିଜେଡିର ମ୍ୟାଜିସିଆନ । କାହା ମ୍ୟାଜିକ ଜିତିବ…

କନକ ବ୍ୟୁରୋ : ନିର୍ବାଚନୀ ପ୍ରଚାରରେ ମ୍ୟାଜିସିଆନ୍ । ବୋଧହୁଏ ମାଳମାଳ ନେତା, ମନ୍ତ୍ରୀଙ୍କ ପ୍ରଚାରକୁ ଭରସା କରିପାରୁ ନାହାନ୍ତି ବିଜେଡି ଓ ବିଜେପି । ଗାଁ ଦାଣ୍ଡରେ ସିନେ ତାରକାଙ୍କ ପ୍ରଚାର ବି ପ୍ରଭାବହୀନ । ସେଥିପାଇଁ ଖୋଜାପଡୁଛି ଯାଦୁଗର । ବିଜେପୁର ଉପନିର୍ବାଚନ ଜିତିବାକୁ ଏବେ…

ବିଜେପୁର ପାଇଁ ରାଜନୀତି କ୍ୟାରିୟରକୁ ବାଜି ଲଗାଇଲେ ମହାରଥୀ । ବାଜି ନ ଜିତିଲେ ରାଜନୀତିକୁ କରିବି ବାଏ ବାଏ,…

କନକ ବ୍ୟୁରୋ : ମୈଦାନକୁ ହିରୋ ଗଲେ ବାକି ସବୁ ଜିରୋ ହୋଇଯିବେ । ବିଜେପୁରରେ ଆମେ ଜିତିବୁ. ଜିତିବୁ..ଜିତବୁ... ଯଦି ନ ଜିତୁ ତେବେ ରାଜନୀତି ଛାଡି ଦେବି । ଏଭଳି କିଛି କଥା କହି ରାଜନୀତିର ବାତାବରଣକୁ ଗରମ କରିଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ । ଯାତ୍ରା ଅନ୍ଦାଜରେ ମହାରଥୀ…

ମୃତ୍ୟୁ ପାଇଁ ଅପରେସନ ? ଜୀବନ ଜିଇଁବା ଆଗରୁ ଅପରେସନ ଟେବୁଲରେ ଚାଲିଗଲା କୁମାରୀ ମା’ର ଜୀବନ, ୭ ମାସର ଗର୍ଭବତୀ ଝିଅକୁ…

କନକ ବ୍ୟୁରୋ : କୁମାରୀ ମାଆକୁ ମାରିଦେଲେ । ଜଗତସିଂହପୁର ଧଳତଙ୍ଗଗଡ ଜଙ୍ଗଲରୁ ମିଳିଥିବା ମୃତଦେହ ପଛରେ ଥିବା ରହସ୍ୟ ଖୋଲିଛି ପୁଲିସ । ୭ ମାସର ଗର୍ଭବତୀ ଝିଅର ଅବୈଧ ଗର୍ଭନଷ୍ଟ କରିବା ଯୋଗୁଁ ଅପରେସନ ଟେବୁଲରେ ହିଁ ତାଙ୍କର ମୃ୍ତ୍ୟୁ ହୋଇଥିଲା । ଏହା ପରେ ମୃତଦେହକୁ ଘରକୁ ନନେଇ ହାତଗୋଡ…

ବସନ୍ତ ଋତୁରେ ଖରାର ତାତି ! ପାଣିପାଗ ବିଭାଗର ପୂର୍ବାନୁମାନ, ୩୭ ଡିଗ୍ରୀ ଛୁଇଁବ ଦିନର ତାପମାତ୍ରା

କନକ ବ୍ୟୁରୋ : ରାଜ୍ୟରେ କୁହୁଡି ଓ ଖରାର ଖେଳ । ସକାଳୁ ପ୍ରବଳ କୁହୁଡି ଏବଂ ଦିନରେ ଅସହ୍ୟ ହେଲାଣି ଗରମ । ଆସନ୍ତା ୧୯ ତାରିଖରୁ ଆହୁରି ବଢିବ ଖରା । ଏପରିକି ତାପମାତ୍ରା ୩୭ ଡିଗ୍ରୀ ଯାଏଁ ବୃଦ୍ଧିପାଇବ ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଉପକୂଳବର୍ତୀ ଅଂଚଳରେ ଘନ କୁହୁଡି…