Daily Archives

February 14, 2018

ହାତ ଆଦର୍ଶକୁ ବୁଝି ପାରିଲେନି ଟିକି ଅପା, ପଦ୍ମ ପୋଖରୀକୁ ଯିବା ଆଗରୁ ବାଣ ମାରିଲା କଂଗ୍ରେସ !

କନକ ବ୍ୟୁରୋ : ହାତ ଛାଡି ପଦ୍ମ ଧରିବେ ଅପରାଜିତା ମହାନ୍ତି । ମିଳିଥିବା ସୂଚନା ଅନୁସାରେ ଆସନ୍ତା ୧୭ ତାରିଖରେ ସେ ବିଜେପିରେ ଯୋଗ ଦେବା ସମ୍ଭାବନା ରହିଛି । କଂଗ୍ରେସ କହିଛି, ଦଳର ବିଚାରଧାରା ଓ ଆଦର୍ଶକୁ ବୁଝିପାରିଲେନି ଅପରାଜିତା । ୨୦୧୪ରେ କଂଗ୍ରେସ ଟିକେଟରେ କଟକ ଆସନରୁ ଲୋକସଭା…

ଗାଡିରେ ଯିବୁନି ହେଲିକପ୍ଟର ଯିବୁ! ପଛୁଆ ଜିଲ୍ଲାର ନେତାଙ୍କ ଆକାଶରେ ଉଡିବା ନିଶା, ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ…

କନକ ବ୍ୟୁରୋ : ଆମ ବିଧାୟକ ଓ ସାଂସଦଙ୍କ ହେଲିକପ୍ଟର ନିଶା । ନିଜ ନିର୍ବାଚନ ମଣ୍ଡଳିରେ ଜନତାଙ୍କ ନିକଟରେ ପହଁଚିବା ଲାଗି ହେଲିକପ୍ଟର ଯାତ୍ରା କରୁଛନ୍ତି ସାଂସଦ ଓ ବିଧାୟକ । ମାଲକାନଗିରି ଜିଲ୍ଲାର ଏମ.ପି.ଭି ୬୯ ଗାଁ ରେ ଆଜି ଶିବରାତ୍ରୀ ଅବସରରେ ଏକ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ…

ଦିଲ୍ଲୀରେ ନବୀନ-ମୋଦି ଭେଟଘାଟ! ଅସ୍ପଷ୍ଟ ରହିଛି ଆଲୋଚନାର ବିଷୟ, ବଢିଲା ରାଜନୈତିକ ଉଷ୍ମତା

କନକ ବ୍ୟୁରୋ : ବିଜେଡି-ବିଜେପି ତୀବ୍ର ରାଜନୈତିକ ପ୍ରତିଦ୍ୱିନ୍ଦତା ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ଜନକଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଯାଇ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପୁର ଉପନିର୍ବାଚନକୁ…

ଆଖି ମରା ଝିଅ ଗୀତର ଓଡ଼ିଆ ଅନୁବାଦ!

ଆଖି ମାରି ୨୬ ସେକେଣ୍ଡରେ ଦେଶର ଯୁବକଙ୍କୁ ମତୁଆଲ କରିଥିବା ପ୍ର୍ରିୟା ପ୍ରକାଶ ୱାରିଏରଙ୍କ ନାଁରେ ଏବେ ଥାନାରେ ଏତଲା । ବୁଧବାର ଦିନ ଦଳେ ମୁସଲମାନ ଯୁବକ ଇଣ୍ଟରନେଟ୍ ସେନସସନ୍ ଏବଂ ମାଲାୟାଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ଵାରିଏରଙ୍କ ନାଁ’ରେ ଫଲକନମା ଥାନାରେ ଏତଲା ଦେଇଛନ୍ତି।…

ଯବାନଙ୍କୁ ଧର୍ମ ସହ ନଯୋଡିବାକୁ ସେନାର ଚେତାବନୀ ! ଲେଫଟନାଂଟ ଜେନେରାଲ ଦେବରାଜ କହିଲେ, ଦେଶ ପାଇଁ ଜୀବନ ଦେଉଥିବା…

କନକ ବ୍ୟୁରୋ : ଆର୍ମିକ୍ୟାମ୍ପ ଉପରେ ଆକ୍ରମଣ ନେଇ ପାକିସ୍ତାନକୁ ଚେତାବନୀ ଦେଇଛି ସେନା । ସେନା ପକ୍ଷରୁ କୁହାଯାଇଛି ଯେ, ଏଭଳି ଘଟଣାରେ ନା ଆତଙ୍କବାଦୀ ନିସ୍ତାର ପାଇବେ ନା ସେମାନଙ୍କୁ ସହାୟତା କରିବା ଦେଶ । ପାକିସ୍ତାନକୁ ଇସାରା କରି ସେନା ପକ୍ଷରୁ ଲେଫଟନାଂଟ ଜେନେରାଲ ଦେବରାଜ କହିଛନ୍ତି-…

ଗାଈସିଲଟରୁ ଗାଡିରୁ ମିଳିଲା ଟଙ୍କା, ପୁଲିସର ତନାଘନା! ବିଜେପୁର ଉପନିର୍ବାଚନ ସହ ନାହିଁ ତ ସର୍ମ୍ପକ

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପୂର୍ବରୁ କାରରୁ ଜବତ ହେଲା ଟଙ୍କା । ଗାଈସିଲଟ ବ୍ଳକ ତାଲପାଲୀ ଛକରୁ ଦୁଇଟି କାରରୁ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ଗାଈସିଲଟ ପୋଲିସ । ହ୍ୟୁଣ୍ଡାଇର ଆଇ-୨୦ କାରରୁ ଜବତ ହୋଇଛି ଏହି ଟଙ୍କା । ତେବେ ଏତେ ପରିମାଣର ଟଙ୍କା କେଉଁଠିକୁ ଯାଉଥିଲା ତାହା…