Daily Archives

February 13, 2018

କହିପାରିବେ ହତ୍ୟାକାରୀ କିଏ? କମେଂଟ ନପଢି, କାହାକୁ ନ’ପଚାରି ଉତ୍ତର ରଖନ୍ତୁ ।

ଚିତ୍ରଟିର ଆପଣ ଦେଖିପାରୁଥିବେ ଯେ ସମୁଦାୟ ଛଅ ଜଣ ଲୋକ ଦେଖିବାକୁ ମିଳୁଛନ୍ତି। ଚାରି ଜଣ ଖାଇବା ପାଇଁ ଟେବୁଲ୍ ଉପରେ ବସିଛନ୍ତି। ଜଣେ ୱେଟର୍ ଠିଆ ହୋଇ ସେବା ଯୋଗାଉନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ଏକ ରୁମ୍ରେ ରକ୍ତ ଜୁଡୁବୁଡ୍ ହୋଇ ଏକ ଶବ ପଡ଼ି ରହିଛି। ଆପଣ ଏଥିରୁ ସ୍ପଷ୍ଟ ହୋଇ ଯାଇଥିବେ ଯେ…

ପ୍ରେମୀଙ୍କୁ ପ୍ରହାର ! ପ୍ରେମର ଦିନରେ ପ୍ରେମୀଯୁଗଳଙ୍କ ପାଇଁ କଣ୍ଟା ସାଜିବେ ବିଭିନ୍ନ ସଂଗଠନ

କନକ ବ୍ୟୁରୋ : ପ୍ରେମ ଦିବସ ପାଳିବାକୁ ପ୍ରେମିକ-ପ୍ରେମିକାଙ୍କ ପ୍ରସ୍ତୁତି । ସେପଟେ ବିରୋଧ କରିବାକୁ ବଜରଙ୍ଗ ଦଳ ପରେ କଳିଙ୍ଗ ସେନାର ନାଲିଆଖି । ଏହାରି ଭିତରେ ଆସନ୍ତାକାଲି ଭାଲେଂଟାଇନ୍ସ ଡେରେ ଭୁବନେଶ୍ୱର ପାର୍କଗୁଡିକରେ ତାଲା ଝୁଲିବା ଆଶଙ୍କା । ଆଉ ପୋଲିସ କହିଛି ଆଇନକୁ ହାତକୁ ନେଲେ…

ଦେଶକୁ ୨୦ ଦିନ ଯାଏଁ ଚଲାଇବାକୁ ସମର୍ଥ ମୁକେଶ ଅମ୍ବାନୀ । କିଏ କେତେ ଦିନ ଖର୍ଚ୍ଚ ବହନ କରିପାରିବେ ଜାଣନ୍ତୁ ।

ଯଦି ଭବିଷ୍ୟତରେ କୌଣସି ଦେଶର ସରକାରଙ୍କୁ ଅର୍ଥ ସଙ୍କଟ ପଡେ, ତେବେ ଏଭଳି ପରିସ୍ଥିତି ଦେଶର ସବୁଠାରୁ ଧନୀ ବ୍ୟକ୍ତି ନିଜ ଦେଶକୁ କେତେଦିନ ପର୍ୟ୍ୟନ୍ତ ଚଳାଇ ପାରିବେ ଆସନ୍ତୁ ଜାଣିବା। ଏହା ନେଇ ଏକ ସାରଣୀ ବ୍ଲୁମବର୍ଗ ରବିନହୁଡ ଇନ୍ଡେକ୍ସ ଜାରି କରାଯାଇଛି। ଏହି ତାଲିକାରେ ୪୯ଟି ଦେଶ ସାମିଲ…

ଧନୀ କିଏ, ଗରିବ କିଏ ! ସାମ୍ନାକୁ ଆସିଲା ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସମ୍ପତି ତାଲିକା, ଜାଣନ୍ତୁ କେଉଁ ସ୍ଥାନରେ…

କନକ ବ୍ୟୁରୋ : ସାମ୍ନାକୁ ଆସିଛି ସାରା ଦେଶର ମୁଖ୍ୟମନ୍ତ୍ରୀ ମାନଙ୍କ ସଂପତି ତାଲିକା । ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ସତ୍ୟପାଠର ତଥ୍ୟ ଆଧାରରେ ଜଣା ପଡିଛି ଯେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସୁବୁଠୁ ଧନି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର…

ହେଲିକପ୍ଟରରେ ଆସିବେ ବାଘ ଓ ବାଘୁଣୀ । ସାତକୋଶିଆରେ ହରିଣ ମାରିବାକୁ ବାଘ ଆଣୁଛି ଓଡ଼ିଶା

କନକ ବ୍ୟୁରୋ : ସାତକୋଶିଆ ଆସିବ ମହାବଳ । ପ୍ରଥମ ପର୍ଯ୍ୟାୟରେ ଦୁଇଟି ବାଘ ଦେବାକୁ ସମ୍ମତି ଜଣାଇଛନ୍ତି ମଧ୍ୟପ୍ରଦେଶ ସରକାର । ମଧ୍ୟପ୍ରଦେଶ ଜଙ୍ଗଲରୁ ମହାବଳ ବାଘକୁ ହେଲିକପ୍ଟରରେ ଅଣି ସାତକୋଶିଆର ଘଂଚ ଅଭୟାରଣ୍ୟରେ ଛଡାଯିବ । ଜଙ୍ଗଲରେ ବାଘଙ୍କ ପାଇଁ ତିଆରି ହେବ ସ୍ୱତନ୍ତ୍ର ଏନକ୍ଲୋଜର ।…

ପ୍ରିୟାଙ୍କ ପ୍ରେମରେ ପୁରା ଦୁନିଆ! ଆଖି ମାରି ପାଲଟିଗଲେ ସେଲିବ୍ରିଟି, ଇଂଟରନେଟର ନୂଆ ସେନସେସନ୍

ଦୁଇ ଦିନ ମଧ୍ୟରେ ଇଂଟରନେଟରେ ଛାଇଯାଇଛନ୍ତି ମଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର । ଭାଲେଂଟାଇନ୍ ୱିକରେ ୧୮ ବର୍ଷୀୟା ପ୍ରିୟାଙ୍କ ଆଖି ମରା ଆନ୍ଦାଜରେ ଲକ୍ଷ ଲକ୍ଷ ଲୋକ ଦିୱାନା ହୋଇଯାଇଛନ୍ତି । ଗୋଟିଏ ଦିନରେ ପାଲଟି ଯାଇଛନ୍ତି ଦୁନିଆର ତୃତୀୟ ଲୋକପ୍ରିୟ ଇଂଷ୍ଟାଗ୍ରାମ୍ ସେଲେବ୍ରିଟି…