Daily Archives

February 11, 2018

ପାଣ୍ଡିଆନଙ୍କ ପାଇଁ ଏକାଠି ହେଲେ ଆଇଆଇଏସ ଅଫିସର! ଧର୍ମେନ୍ଦ୍ରଙ୍କ ପ୍ରଶ୍ନ, ପୂର୍ବରୁ କାହିଁକି ଏଭଳି ଘଟଣାରେ ଚୁପ୍…

କନକ ବ୍ୟୁରୋ : ପାଣ୍ଡିଆନ୍ ପାଇଁ ବାହାରିଲେ ଆଇଏଏସ ସଂଘ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟନ ପାଣ୍ଡିଆନଙ୍କ ବାସଭବନ ଉପରେ ଆକ୍ରମଣ ଘଟଣା ବିରୋଧରେ ଏକାଠି ହୋଇଛନ୍ତି ଅଫିସର । ଓଡ଼ିଶା କ୍ୟାଡରର ଅଧିକାଂଶ ଆଇଏଏସ ଅଧିକାରୀ, ବୈଠକ କରି ପାଣ୍ଡିଆନଙ୍କ ଏହି ଘଟଣାକୁ ନିନ୍ଦା…

ସେନା ଠାରୁ ଆଗରେ ଆରଏସଏସ! ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ସେନାକୁ ୬ ମାସ ଲାଗିବ, କିନ୍ତୁ ଆରଏସଏସ ମାତ୍ର ୨ ଦିନରେ…

ସୀମାରେ ଏବେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛି । କେତେବେଳେ ଆତଙ୍କବାଦୀଙ୍କୁ ସୀମା ପାର କରି ଭାରତରେ ଅଶାନ୍ତି ସୃଷ୍ଟି କରୁଛି ତ ପୁଣି କେତେବେଳେ ଅସ୍ତ୍ରବିରତି ଉଲ୍ଲଘଂନ କରି ଭାରତକୁ ଯୁଦ୍ଧ ପାଇଁ ଉସକାଉଛି ପାକିସ୍ତାନ । ଏଭଳି ସ୍ଥଳେ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ନିଟ ପରୀକ୍ଷା ପାଇଁ ନୂଆ ନିୟମ ! ଜାଣନ୍ତୁ କେଉଁ ଛାତ୍ରଛାତ୍ରୀଙ୍କୁ…

କନକ ବ୍ୟୁରୋ : ମେଡିକାଲ କଲେଜଗୁଡିକର ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ଲାଗି ମେ’ ୬ ତାରିଖରେ ନିଟ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଚଳିତ ବର୍ଷ ନିଟ ପରୀକ୍ଷା ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଅନୁଯାୟୀ, ଯେଉଁ ଛାତ୍ରଛାତ୍ରୀ ମାନେ ମୁକ୍ତ ବିଦ୍ୟାଳୟରୁ ଦ୍ୱାଦଶ…

ସ୍ମାର୍ଟ ସିଟିର ବାଇକ ଚାଳକ ସାବଧାନ! ରାଜଧାନୀ ରାସ୍ତା ପାଲଟିଛି ମରଣ ଯନ୍ତା, ବାଲି ଯୋଗୁଁ ଯାଉଛି ଜୀବନ

କନକ ବ୍ୟୁରୋ : ସ୍ମାର୍ଟ ହେଉଛି ଭୁବନେଶ୍ୱର । ବଦଳୁଛି ରାଜଧାନୀର ନକ୍ସା । ଭୁବନେଶ୍ୱରକୁ ସ୍ମାର୍ଟସିଟି ତାଲିକାର ଏକ ନମ୍ବର ସ୍ଥାନ ମିଳିବା ପରେ ରାଜଧାନୀର ରୂପରେଖ ପରିବର୍ତ୍ତନ କରିବା ପାଇଁ ସରକାର ପୂରା ତତ୍ପର । ଆଉ ଏଥିପାଇଁ ଗମନାଗମନ ଉପରେ ଫୋକସ କରିଛନ୍ତି ସରକାର । ସ୍ମାର୍ଟ ସିଟି ଓ…

ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାରିଥିବା ମହିଳାଙ୍କ ଉପରୁ ହଟିବ ସମସ୍ତ ମାମଲା! ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଲେ…

କନକ ବ୍ୟୁରୋ : ବାଲେଶ୍ୱର ତାଳସାରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଅଣ୍ଡାମାଡ଼ କରିଥିବା ରାଜଶ୍ରୀ କାମିଲାଙ୍କ ଉପରୁ ହଟିବ ସମସ୍ତ ମାମଲା । ତାଙ୍କ ଉପରେ ଲାଗିଥିବା ସମସ୍ତ ମାମଲା ଉଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ଏନେଇ ନବୀନ ରାଜ୍ୟ ପୁଲିସକୁ…

ତିରିଶ ଫୁଟ କୂଅ ଭିତରକୁ ଖସିପଡି ଛଟପଟ ହେଲା ଭାଲୁ ! ୪ ଘଣ୍ଟାର କସରତ ପରେ ଉଦ୍ଧାର କଲା ବନବିଭାଗ

କନକ ବ୍ୟୁରୋ : ତିରିଶ ଫୁଟ୍ ଗଭୀର କୂଅରୁ ଉଦ୍ଧାର ହେଲା ଭାଲୁ । ଦୀର୍ଘ ୪ଘଂଟାରେ ଧରି କୂଅ ପାଣିରେ ଛଟପଟ ହେଉଥିବା ଭାଲୁକୁ ଉଦ୍ଧାର କରାଯାଇଛି । ଯାହାର ଭିଡିଓ କଏଦ ହୋଇଛି ମୋବାଇଲ କ୍ୟାମେରାରେ । କେନ୍ଦୁଝର ଜିଲ୍ଲା ବୁଢ଼ାବଣ ଗାଁର ମନୋରଞ୍ଜନ ଦଣ୍ଡପାଟଙ୍କ କୂଅରୁ ଏହି ଭାଲକୁ ଉଦ୍ଧାର…