Daily Archives

February 10, 2018

ସାତକୋଶିଆର ହରିଣ ଖାଇବାକୁ ଆସିବ ମଧ୍ୟପ୍ରଦେଶର ମହାବଳ ! ଜୈବ ସନ୍ତୁଳନ ପାଇଁ ଆସନ୍ତା ମାସରେ ଓଡ଼ିଶା ପହଁଚିବେ ଦୁଇଟି…

କନକ ବ୍ୟୁରୋ : ସାତକୋଶିଆକୁ ଆସିବ ମହାବଳ ବାଘ । ଆସନ୍ତା ମାସରେ ମଧ୍ୟପ୍ରଦେଶରୁ ପହଁଚିବେ ଦୁଇଟି ବାଘ । ୩ ଯୋଡା ବା ୬ଟି ମହାବଳ ଦେବା ପାଇଁ ରାଜି ହୋଇଛନ୍ତି ମଧ୍ୟପ୍ରଦେଶ ସରକାର । ହରିଣ ଓ ଅନ୍ୟାନ୍ୟ ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ସାତକୋଶିଆ ଅଭୟାରଣ୍ୟ ଜୈବ ସନ୍ତୁଳନ ହରାଉଛି…

ବିଜେଡି-ବିଜେପି ମହାଭାରତ ! ନେତାଙ୍କୁ ଛାଡି ଅଫିସରଙ୍କ ପଛରେ ଓଡିଶା ରାଜନୀତି

କନକ ବ୍ୟୁରୋ: କୁନ୍ଦୁଲି ଘଟଣାକୁ ନେଇ ମାତ୍ର ଗୋଟିଏ ଦିନ ପୂର୍ବରୁ ନେତାଙ୍କ ଭିତରେ ଚାଲିଥିବା ଲଢ଼େଇ ଅଚାନକ୍ ଆଜି ସରକାରୀ ବାବୁଙ୍କ ଆଡକୁ ବୁଲିଯାଇଥିଲା । ନେତାଙ୍କୁ ଛାଡି ଅଫିସରଙ୍କୁ ନେଇ ଚାଲିଲା ଓଡିଶା ରାଜନୀତି, ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ଘର…

ଉଠୁଛି ପଡୁଛି ଭୁବନେଶ୍ୱର ! ବିଜେଡି-ବଜେପି ଭିତରେ ଜୋରଦାର ଛକାପଞ୍ଝା, ରାଜଧାନୀରେ ଅଜଣା ଆତଙ୍କର ଭୟ

କନକ ବ୍ୟୁରୋ : ଆଜି ସକାଳେ ଘଟିଥିବା ଏକ ଘଟଣା ଯାହା, ସନ୍ଧ୍ୟାରେ ଏକ ଜଟିଳ ପରିସ୍ଥିତି ହୋଇ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟନ୍ ପାଣ୍ଡିଆନଙ୍କ ସରକାରୀ ବାସଭବନ ଉପରେ କିଛି ବିଜେପି କର୍ମୀ ଆକ୍ରମଣ କରିବା ପରେ ସନ୍ଧ୍ୟାରେ ଏହି ଘଟଣାକୁ ନେଇ ଏକ ଚାପା…

ନିଷ୍ଠୁର ବାପା ! ସାମାନ୍ୟ ପାଣି ଗିଲାସେ ପାଇଁ ଝିଅକୁ କଚାଡି ମାରିଲା ବାପ

ପୂର୍ବ ଦିଲ୍ଲୀର ଅଶୋକ ନଗର ଠାରେ ଜଣେ ୮ ବର୍ଷୀୟ ନାବାଳିକାକୁ ତା’ର ବାପ ତଣ୍ଟି ଚିପିବା ସହ ଘର ବାହାର ରାସ୍ତାରେ ତା’ ମୁଣ୍ଡକୁ ପିଟି ହତ୍ୟା କରିଛନ୍ତି । ତିନି ଦିନ ଧରି ଜୀବନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶୁକ୍ରବାର ଦିନ ଝିଅଟି ମୃତ୍ୟୁ ବରଣ କରିଛି । ମଙ୍ଗଳବାର ଦିନ ଝଅଟ୍ କିନି ପାଣି…

ପଲ୍ଲୀରୁ ଦିଲ୍ଲୀ ଭାୟା ଭୁବନେଶ୍ୱର ! ବିଜେପୁର ଉପନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଲା ଲମ୍ବା…

କନକ ବ୍ୟୁରୋ : ବିଜେପୁର ନିର୍ବାଚନ ପାଇଁ ଏବେ ସାରା ରାଜ୍ୟରେ ତତଲା ହାୱା ବୋହିବାରେ ଲାଗିଛି । କିନ୍ତୁ ଏହି ତତଲା ହାୱାର ପ୍ରଭାବ କେବଳ ରାଜ୍ୟରେ ସୀମିତ ନ ରହି ଦିଲ୍ଲୀରେ ପହଞ୍ଚିଗଲାଣି । ବିଜେପୁର ନିର୍ବାଚନ ପାଇଁ ଦିନ ଯେତିକି ପାଖେଇ ଆସୁଛି ନିର୍ବାଚନ କମିଶନଙ୍କ ଅଫିସ ଆଗରେ ବିଭିନ୍ନ…

ତ୍ୱଚାର ଚମକ ବଢାଇଥାଏ ଦହି ! ଜାଣନ୍ତୁ କିପରି

ଦହିକୁ ସାଧାରଣତଃ ସରବତ ଭାବରେ ବ୍ୟବହାର କରାଯାଏ । ମାତ୍ର କେବଳ ଯେ ଏହା ପାଟିର ସ୍ୱାଦ ପାଇଁ ବ୍ୟବହାର କରାଯାଇଥାଏ ତାହା ନୁହେଁ ଏହାର ମଧ୍ୟ ଅନେକ ଉପକାରୀ ଗୁଣ ରହିଛି । ଯାହା ଆପଣଙ୍କ ଶରୀରର ବିଭିନ୍ନ ସମସ୍ୟା ଦୂର କରିବା ସହ ଆପଣଙ୍କ ମୁହଁର ମଧ୍ୟ ସୌନ୍ଦର୍ଯ୍ୟ ବଢାଇଥାଏ । ତେବେ ଆଜି ଆମେ…