Daily Archives

February 8, 2018

ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ସମ୍ପର୍କୀୟ ଭଉଣୀ ! ୪୭ ବର୍ଷ ପରେ ମୁହଁ ଖୋଲିଲେ,…

ବିବାଦ ଘେରରେ ବଲିଉଡର ବିଗତ ଦିନର ଲୋକପ୍ରିୟ ଷ୍ଟାର ଜିତେନ୍ଦ୍ର । ତାଙ୍କ ନାଁରେ ଏଭଳି ଏକ ଅଭିଯୋଗ ଆସିଛି ଯାହା ଶୁଣିଲେ ଆପର ଆଶ୍ଚର୍ଯ୍ୟ ହେବେ । ଦୀର୍ଘ ୧୧ ବର୍ଷ ଧରି ଲାଇମ ଲାଇଟରୁ ଦୂରରେ ରହିଥିବା ଜିତେନ୍ଦ୍ରଙ୍କ ନାଁରେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ଆସିଛି । ତାଙ୍କର ଜଣେ ସମ୍ପର୍କୀୟ…

ଆପଣ ଜାଣନ୍ତି ? ଶାକାହାରୀ ଭୋଜନ ବି ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ !

ଆମ ସମାଜରେ ବହୁ ଲୋକ ଶାକାହାରୀ ଅଛନ୍ତି । ଅଧିକାଂଶ ଲୋକ ଏବେ ସାଦା ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି। ସାଧାରଣତଃ ସମସ୍ତେ ଭାବନ୍ତି ଯେ ଶାକାହାରୀ ହେବା ଭଲ । ନିରାମିଷ ଭୋଜନ ସ୍ୱାସ୍ଥ୍ୟପ୍ରଦ ବୋଲି କୁହାଯାଇଥାଏ । ଇଣ୍ଡିଆନ୍‌ ଡାଏଟିସିଆନ୍‌ ଆସୋସିଏନ୍‌ ଏକ ରିପୋର୍ଟ କିନ୍ତୁ…

ଭୂତ ଭୂମିକାରେ ଅଭିନୟ କରୁକରୁ ଅଭିନେତାଙ୍କ ଶରୀରରେ ସବାର ହେଲା ଭୂତ !

କନକ ବ୍ୟୁରୋ :  ସମୟ ସମୟରେ ଆମେ ପାଖରେ ଯେମିତି କେହି ଜଣେ ଅଛି , ଯିଏକି ଅଦୃଶ୍ୟ ହୋଇଅଛି ଭଳି ଅନୁଭବ ହୋଇଥାଏ। ତେବେ ଏସବୁକୁ ଅପ୍ରାକୃତିକ ଘଟଣା ବୋଲି କୁହାଯାଇଥାଏ। ଏମିତି ବି କେତେକ ଘଟଣା ଶୁଣିବାକୁ ମିଳିିଛି ଯେ, ହରର ସିନେମା ବା ସୋ’ କରୁଥିବା ସମୟରେ ସେ ଅଭିନେତା ହୁଅନ୍ତୁ ଅବା…

ନିଜ ଜିଦରେ ଅଟଳ ରହିଲେ କନ୍ୟା : ବୋର୍ଡ ପରୀକ୍ଷା ଦେଇସାରି ଗଲେ ଶାଶୁଘର

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲା କାଲିଟୋଲା ଗ୍ରାମରେ ବୁଧବାର ବିବାହ ପରେ କନ୍ୟା ଶାଶୁଘରକୁ ଯିବ ନାହିଁ ବୋଲି ମନା କରି ଦେଇଥିବାର ଏକ ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ନେଇ କନ୍ୟା ଓ ବର ଉଭୟଙ୍କ ପରିବାରରେ ଭାଲେଣି ପଡ଼ି ଯାଇଥିଲା। କିନ୍ତୁ କିଛି ସମୟ ପରେ କନ୍ୟା କାହିଁକି ଶାଶୁ…

କୋଟିଆ ପରିସ୍ଥିତି ଜଟିଳ : ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ କାଲି ଗ୍ରାଉଣ୍ଡ ଜିରୋରେ ପହଁଚିବ ଆନ୍ତଃବିଭାଗୀୟ କମିଟି

କନକ ବ୍ୟୁରୋ :  କୋଟିଆ ଆମର, ଆମେ କାହାରିକୁ ଦେବୁ ନାହିଁ ସ୍ଳୋଗାନରେ କମ୍ପିଲା ସମାବେଶ । ଆନ୍ଧ୍ରର ଦାଦାଗିରିକୁ ଜବାବ ଦେବା ପାଇଁ କୋଟିଆ ସଙ୍ଗଠନ ତରଫରୁ ବସିଛି ସର୍ବଦଳୀୟ ବୈଠକ । ସମାବେଶରେ ଯୋଗଦେଇଥିଲେ କୋଟିଆ ପଚାଂୟତର ୨୧ ଗାଁର ଗ୍ରାମବାସୀଙ୍କ ସହ ସମସ୍ତ ରାଜନୈତିକ ଦଳର କର୍ମୀ ଓ ନେତା…

ଭୋଟ ଦିଅ, ପୁରସ୍କାର ପାଅ ! ଅରୁଣ ଦେଲେ ବଡ ଅଫର

କନକ ବ୍ୟୁରୋ : ଭୋଟ ଦେଲେ ପୁରସ୍କାର ମିଳିବ । ଯେଉଁ ଗାଁ ଅଧିକ ଲିଡ ଦେବ ସେହି ଗାଁକୁ ଅଧିକ ପୁରସ୍କାର ମିଳିବ । ଭୋଟ ପାଇବା ପାଇଁ ପୁରସ୍କାର ଲାଞ୍ଚ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ । ଆଉ ଏହାକୁ ନେଇ ବିଜେପୁର ରାଜନୀତିରେ ଆରମ୍ଭ ହୋଇଛି ତୁମ୍ବି ତୋଫାନ ।…