Daily Archives

February 7, 2018

ରତ୍ନସିଂହାସନ ଉପରେ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା କରିବେ ନେପାଳ ରାଜା :୧୧ତାରିଖରେ କରିବେ ଆରାଧନା

କନକ ବ୍ୟୁରୋ :  ଯେଉଁ ଅଧିକାର ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜାଙ୍କର ନାହିଁ, ସେହି ଅଧିକାର ରହିଛି ନେପାଳ ରାଜାଙ୍କର । ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀ ଜିଉଙ୍କୁ ପୂଜା କରିପାରିବେ ନେପାଳର ରାଜା । ୧୫ ବର୍ଷ ପରେ ପୁଣି ଥରେ ଏହି ପରମ୍ପରା ଦେଖିବାକୁ ମିଳିବ ପୁରୀରେ । ନେପାଳ…

ସରକାରଙ୍କ ସର୍ତ୍ତକୁ ନେଇ ଖପ୍ପା ହେଲେ ବ୍ଲକଗ୍ରାଂଟ ଶିକ୍ଷକ ! ପୁରୀରୁ ବାହାରିଲା ବ୍ଲକଗ୍ରାଂଟ ଶିକ୍ଷକ ଓ କର୍ମଚାରୀଙ୍କ…

କନକ ବ୍ୟୁରୋ : ସରକାରଙ୍କ ଚାକିରି ସର୍ତ୍ତାବଳୀ ବିରୋଧରେ ଗର୍ଜିଲେ ଶିକ୍ଷକ । ପୁରୀରେ ହଜାର ହଜାର ଶିକ୍ଷକ ଓ କର୍ମଚାରୀ କରିଛନ୍ତି ପ୍ରତିବାଦ ଶୋଭାଯାତ୍ରା । ସରକାରଙ୍କ ଚାକିରି ସର୍ତ୍ତାବଳୀରେ ରହିଛି, କୌଣସି ଅଭିଯୋଗ ନେଇ ସରକାରଙ୍କ ବିରୋଧରେ କୋର୍ଟକୁ ଯାଇପାରିବେ ନାହିଁ ଶିକ୍ଷକ । ଯାହାକୁ…

ଓଡିଶାରେ ସର୍ବାଧିକ ଦୂଷିତ ସହର କୋଣାର୍କ : ଗ୍ରୀନପିସ୍ ଇଣ୍ଡିଆର ସର୍ଭେକ୍ଷଣ ରିପୋର୍ଟରେ ଚିନ୍ତାଜନକ ତଥ୍ୟ

କନକ ବ୍ୟୁରୋ :  ଓଡ଼ିଶାରେ ସର୍ବାଧିକ ଦୂଷିତ ସହର କୋଣାର୍କ । ବାୟୁ ପ୍ରଦୂଷଣର ମାତ୍ରା ପ୍ରତି ଘନମିଟରରେ ୧୯୧ ମାଇକ୍ରୋଗ୍ରାମ୍ । ଜାତୀୟ ମାନକଠାରୁ ଏହା ଦୁଇଗୁଣା ଅଧିକ । ପ୍ରଦୂଷଣର ମାତ୍ରା ପ୍ରତି ଘନମିଟରରେ ୬୦ ମାଇକ୍ରୋଗ୍ରାମ୍ ରହିବା କଥା । ପରିବେଷ ପ୍ରଦୂଷଣ ନେଇ ଗବେଷଣା କରୁଥିବା ଜାତୀୟ…

ବିନା ପାନକାର୍ଡ଼ରେ ଯାଇପାରିବେ ନାହିଁ ବିଦେଶ ! ସରକାର ଜାରି କଲେ ନୂଆ ନିୟମ

ଏବେଠାରୁ ବଶନା ପାନ କାର୍ଡ଼ରେ ବିଦେଶ ଯାତ୍ରା ସମ୍ଭବ ହେବ ନାହିଁ। ସରକାର କିଛି ନିୟମ ପରିବର୍ତ୍ତନ କରି ୨୦୧୮ରେ ପାନକାର୍ଡ଼କୁ ଅନେକ ମହତ୍ୱପୂର୍ଣ୍ଣ କାମ ପାଇଁ ବାଧ୍ୟତାମୂଳକ କରିଛନ୍ତି । ଆଧାର କାର୍ଡ଼ ପରି ପାନ କାର୍ଡ଼ ମଧ୍ୟ ରହିବା ବ୍ୟାଙ୍କିଂ ନେଣଦେଣ ପାଇଁ ଜରୁରୀ ହୋଇଯାଇଛି । ତେବେ…

ନିତି ଆମ ଶରୀରକୁ ଯାଉଛି ପ୍ଲାଷ୍ଟିକ୍ ! ଜାଣନ୍ତୁ ଏହାର ପ୍ରକୃତ ସତ୍ୟ 

ଆପଣ ଏହା ଜାଣନ୍ତି କି , ଆମର ଶରୀର ପ୍ଲାଷ୍ଟିକ୍ ପିଇଥାଏ ? କିନ୍ତୁ ଏହା ନିରାଟ ସତ୍ୟ । ଏ ବିଷୟରେ ଆପଣଙ୍କୁ ଏମିତି ତଥ୍ୟ ପ୍ରଦାନ କରିବୁ , ଯାହା ଆଶ୍ଚର୍ଯ୍ୟ କରିବ । ଆମ ଦୁନିଆଁରେ  ଚାରିଆଡେ କେବଳ ପ୍ଲାଷ୍ଟିକ୍ ହିଁ ପ୍ଲାଷ୍ଟିକ୍ । ଦୁନିଆ ପ୍ଲାଷ୍ଟିକମୟ ହୋଇଗଲାଣି । ଏବଂ ଆମେ ଏଥିରେ…

କମ୍ ହେବ ନାହିଁ ଆପଣଙ୍କ EMI ! ରେପୋହାର ଅପରିବର୍ତ୍ତିତ ରଖିଲା ଆରବିଆଇ

କନକ ବ୍ୟୁରୋ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋହାରକୁ ୬ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । ଗତ ଦୁଇଦିନ ଧରି ଚାଲିଥିବା ରିଜର୍ଭ ବ୍ୟାଙ୍କ ମନିଟାରୀ କମିଟିର ବୈଠକ ଶେଷରେ ଏହି ଘୋଷଣା କରାଯାଇଛି । ବ୍ୟାଙ୍କମାନେ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କଠାରୁ ସ୍ପଳ୍ପମିଆଦୀ ଋଣ ଆଣନ୍ତି,  ତାହାକୁ…