Daily Archives

February 3, 2018

ବିଜୁବାବୁଙ୍କ ଜୀବନୀ ପୁସ୍ତକ ‘ଦ ଟଲ୍ ମ୍ୟାନ୍ ’ : ଭୁବନେଶ୍ୱରରେ ଉନ୍ମୋଚନ , ମୁମ୍ବାଇରେ ଉପସ୍ଥାପନ

କନକ ବ୍ୟୁରୋ :  ବିଜୁବାବୁଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ ‘ଦ ଟଲ୍ ମ୍ୟାନ’ ଆଜି ମୁମ୍ବାଇରେ ଉପସ୍ଥାପନ ହୋଇଛି । ମୁମ୍ବାଇର ମନ୍ତ୍ରାଳୟ ନିକଟ ୟଶବନ୍ତରାଓ ଚଭନ ପ୍ରତିଷ୍ଠାନ ଅଡିଟୋରିୟମରେ ଏହି ଚର୍ଚ୍ଚିତ ପୁସ୍ତକଟିକୁ ଉପସ୍ଥାପନ କରାଯାଇଛି । ଏହି ପୁସ୍ତକ ‘ଦ ଟଲ୍ ମ୍ୟାନ’ ଉପସ୍ଥାପନ…

ଧର୍ମେନ୍ଦ୍ରଙ୍କ ବିଶାଳ ସାଇକ୍ଲୋଥନ ପୂର୍ବରୁ କଳିଙ୍ଗ ଷ୍ଟାଡିଅମରେ ଉତ୍ତେଜନା, ଭଙ୍ଗାରୁଜା : ବିଏମସି ଲଗାଇଲା କୋଟିଏ…

କନକ ବ୍ୟୁରୋ : ଧର୍ମେନ୍ଦ୍ରଙ୍କ ବିଭାଗର ହୋଡିଂ ଉପରେ ଫାଇନ୍ ଲଗାଇଲା ବିଏମସି । ପେଟ୍ରୋଲିୟମ୍ କନଜରଭେସନ୍ ଆଣ୍ଡ ରିସର୍ଚ ଆସୋସିଏସନ୍ ପକ୍ଷରୁ ଆୟୋଜିତ ବିଶାଳ ସାଇକ୍ଲୋଥନକୁ ନେଇ ସୃଷ୍ଟି ହୋଇଛି ବିବାଦ । ସାଇକ୍ଲୋଥନ୍ ପୂର୍ବରୁ କିଟକୁ ନେଇ କଳିଙ୍ଗ ଷ୍ଟାଡିୟମରେ ଭଙ୍ଗାରୁଜା ହୋଇଛି ।…

ବିଜେପୁର ରଣାଙ୍ଗନରେ ଯୋଦ୍ଧା ଧରି ଦମ ଦେଖାଇବେ ରୀତା! ୫ରେ ଭରିବେ ନାମାଙ୍କନ

କନକ ବ୍ୟୁରୋ: ବିଜେପୁର ମହାସମର ପାଇଁ ବାଜି ସାରିଛି ବିଗୁଲ । ବିଜେପୁର ମହାଭାରତରେ ଉଭୟ ବିଜେଡି ଓ ବିଜେପି ସମ୍ମାନର ଲଢେଇ ଲଢିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିସାରିଛନ୍ତି । ବିଜେପୁର ଯୁଦ୍ଧରେ ପରସ୍ପରକୁ ପରାହତ କରିବା ପାଇଁ ସବୁ ପ୍ରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଛନ୍ତି ଉଭୟ…

ପରୀକ୍ଷା ବେଳେ ଚାପମୁକ୍ତ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ : ପୁସ୍ତକ ‘ଏକଜାମ ୱାରିୟର୍ସ’ରେ ମୋଦିଙ୍କ ମନ୍ତ୍ର

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ପୁସ୍ତକ ‘ଏକ୍ଜାମ ୱାରିୟର୍ସ’ । ଶନିବାର ଦିନ ଉନ୍ମୋଚନ ହୋଇଥିବା ପେଙ୍ଗୁଇନ୍ ରାଣ୍ଡମ୍ ହାଉସ ପ୍ରକାଶ କରିଥିବା ଏହି ପୁସ୍ତକରେ ଛାତ୍ରଛାତ୍ରୀମାନଙ୍କୁ ଟିପସ ଦେଇଛନ୍ତି ମୋଦି । ବିନା ଚାପରେ ମନ ଖୁସିରେ କିପରି ପରୀକ୍ଷା ହଲରେ…

ରେଳ ବିଭାଗରେ ନିଯୁକ୍ତି ଘୋଷଣା : ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି

ଆପଣ ସରକାରୀ ଚାକିରି କରିବାକୁ ଆଶା ରଖିଛନ୍ତି କି ? ଆପଣଙ୍କ ପାଇଁ ଏକ ଖୁସି ଖବର । ବହୁ ଦିନ ପରେ ଭାରତୀୟ ରେଳବିଭାଗ ବହୁ ସଂଖ୍ୟାରେ ନିଯୁକ୍ତି ଦେବାକୁ ଯାଉଛନ୍ତି । ଭାରତୀୟ ରେଳୱେ ଆସିଷ୍ଟାଂଟ ଲୋକ ପାଇଲଟ ଓ ଟେକ୍ସିସିଆନ୍ ପଦରେ ୨୬୫୦୨ଟି ଖାଲି ପଦରେ ନିଯୁକ୍ତି ଘୋଷଣା କରିଛନ୍ତି ।…

ଭିନ୍ନ ଢଙ୍ଗରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ : ଲୋକଙ୍କ ଚୁଟି ଓ ଦାଢି କାଟି କରୁଛନ୍ତି ଟଙ୍କା ରୋଜଗାର

କନକ ବ୍ୟୁରୋ : ପୁଣି ଭିନ୍ନ ଢଙ୍ଗରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ । ୪୭ ଦିନ ଧରି ଧାରଣା ଜାରି ରଖିଥିବା ସମ୍ବଲପୁର ଆମ୍ବୁଲାନ୍ସ କର୍ମଚାରୀମାନେ ପଇସା ସରଯିବାରୁ ଟଙ୍କା ପାଇଁ ଲୋକଙ୍କ ଦାଢି କାଟି ଟଙ୍କା ରୋଜଗାର କରୁଛନ୍ତି । ୨୦ରୁ ୩୦ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ୟୁନିଫର୍ମ…