Daily Archives

February 1, 2018

ଚାଷୀଙ୍କ ପାଇଁ ଭଣ୍ଡାର ଖୋଲିଦେଲେ ମୋଦି ସରକାର ! ବଜେଟରେ ହେଲା ବଡ ଘୋଷଣା, ଚାଷୀର ସବୁ ଫସଲ କିଣିବେ ସରକାର

କନକ ବ୍ୟୁରୋ : ଗ୍ରାମାଂଚଳ ଭାରତକୁ ଦୃଷ୍ଟିରେ ରଖି କୃଷି ଉପରେ ଏକ ଆଖିଦୃଶିଆ ଘୋଷଣା କରିଛନ୍ତି ସରକାର । ଚଳିତବର୍ଷ ହେବାକୁ ଥିବା ୮ଟି ରାଜ୍ୟର ନିର୍ବାଚନକୁ ଦୃଷ୍ଟିରେ ରଖି କୃଷି ଓ ଗ୍ରାମୀଣ ଭାରତ ଉପରେ ଫୋକସ କରିଛନ୍ତି ମୋଦି ସରକାର । ଦେଶର ଜନସଂଖ୍ୟାର ବଡ ଅଂଶକୁ ତୁଷ୍ଟ କରିବା ପାଇଁ…

ବଜେଟ –୨୦୧୮ : ଜାଣନ୍ତୁ ବିଦେଶରୁ ଆମଦାନୀ କେଉଁ ସାମଗ୍ରୀ ମହଙ୍ଗା ଓ କେଉଁ ସାମଗ୍ରୀ ହେଲା ଶସ୍ତା

ବଜେଟରେ ବିଦେଶରୁ ଆମଦାନୀ ହେଉଥିବା କେତେକ ସାମଗ୍ରୀ ଉପରେ ସୀମା ଶୁଳ୍କ ବା ଏକ୍ସାଇଜ୍ ଡ୍ୟୁଟିକୁ ୧୫ରୁ ୨୦ ପ୍ରତିଶତକୁ ବଢାଇ ଦିଆଯାଇଛି । ଅନ୍ୟ ପଟରେ କେତେକ ସାମଗ୍ରୀ ଉପରେ ସୀମା ଶୁଳ୍କକୁ କମାଇ ଦିଆଯାଇଛି । ବିଦେଶରୁ ଆମଦାନୀକୁ ପ୍ରତିହତ କରି ଦେଶରେ ସେଭଳି ଶିଳ୍ପକୁ ପ୍ରୋତ୍ସାହନ ଦେବା…

ସିଗାରେଟ୍ ଠାରୁ ଅଧିକ କ୍ଷତିକାରକ ଧୂପକାଠି ଧୂଆଁ ! ହୋଇପାରେ କର୍କଟ ରୋଗର କାରଣ

ପୂଜା ପାଠ ଓ ଧାର୍ମିକ କାର୍ଯ୍ୟରେ ଧୂପକାଠିର ବ୍ୟବହାର କରାଯାଇଥାଏ । ଏହାର ସୁଗନ୍ଧିତ ବାସ୍ନା ଆମର ମନ ପ୍ରାଣରେ ଭକ୍ତି ଭାବ ସଂଚାର କରେ । ଏକ ଭିନ୍ନ ବାତାବରଣ ସୃଷ୍ଟି କରେ । ଖାଲି ଯେ ଏହାକୁ ଆଧ୍ୟାତ୍ମିକ ପାଇଁ ବ୍ୟବହାର କରାଯାଏ ତା ନୁହେଁ ଶାନ୍ତି ଓ ଶୁଦ୍ଧତାର ପ୍ରତୀକ ଭାବେ ମଧ୍ୟ ଏହାକୁ…

ବିଜେପିକୁ ୪୪୦ ଝଟକା! ଉପନିର୍ବାଚନରେ ହାରିଲା ପଦ୍ମଦଳ, ରାଜସ୍ଥାନରେ ୩ଟି ଆସନରେ ବାଜି ମାରିନେଲା କଂଗ୍ରେସ

ରାଜସ୍ଥାନରେ ହୋଇଥିବା ଲୋକସଭା ଓ ବିଧାନସଭା ଉପନିର୍ବାଚନରେ ବିଜେପିକୁ ଲାଗିଛି ବଡ ଝଟକା । ଦୁଇଟି ଲୋକସଭା ଓ ଗୋଟିଏ ବିଧାନସଭା ଆସନ ପାଇଁ ହେଉଥିବା ଉପନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଛି । ଏହି ବିଜୟ ବିଜେପିର ଗଡକୁ ଦୋହଲାଇ ଦେଇଛି । କେବଳ ଏତିକି ନୁହେଁ ଏହି ବିଜୟ କଂଗ୍ରେସ ପାଇଁ ନୂଆ…

କାହିଁକି ବସ୍ତିରେ ବୁଲୁଛନ୍ତି ଆଲିଆ ? ଜାଣନ୍ତି କି ଏହାର କାରଣ

ଆଲିଆ ଭଟ୍ଟ କିଛି ଦିନ ହେଲା ମୁମ୍ବଈ ଅନ୍ତର୍ଗତ ମାହିମ ଓ କିଙ୍ଗ୍‌ ସର୍କଲ୍‌ ମଧ୍ୟରେ ଥିବା ବସ୍ତି ଅଞ୍ଚଳରେ ଦେଖିବାକୁ ମିଳୁଛନ୍ତି। ଅଙ୍ଗରକ୍ଷୀଙ୍କ ଗହଣରେ ଦୁର୍ଗନ୍ଧ ବସ୍ତିରେ ମୁହଁ ଢାଙ୍କି ଯିବା-ଆସିବା କରୁଛନ୍ତି। ବସ୍ତିରେ ତାଙ୍କର କେଉଁ କାମ? କ’ଣ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ…

ବିଜେପୁର ଲଢେଇରେ ସାମିଲ ହେଲା ଉତ୍କଳ ଭାରତ! ଉପନିର୍ବାଚନ ପାଇଁ ଘୋଷଣା କଲା ପ୍ରାର୍ଥୀ

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ନିମନ୍ତେ ଉତ୍କଳ ଭାରତର ପ୍ରାର୍ଥୀ ଭାବେ ଜଗତରାମ ପୁଟେଲଙ୍କ ନାମ ଘୋଷଣା କରାଯାଇଛି। ଏ ନେଇ ଦଳର ରାଜ୍ୟ ସଭାପତି ଐର ଖାରବେଳ ସ୍ୱାଇଁ ଏକ ପ୍ରେସ୍ ବିବୃତି ଜରିଆରେ ଜଣାଇଛନ୍ତି। ବିଜେପୁର ମହାମୁକାବିଲା ପାଇଁ ପୂର୍ବରୁ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା…