Daily Archives

January 28, 2018

ଆଇପିଏଲର ପୂରା ଇତିହାସ ! ୨୦୦୮ରୁ ୨୦୧୮, ଜାଣନ୍ତୁ କେଉଁ ଖେଳାଳିଙ୍କ ଚାଲିଥିଲା ରାଜ

ସରିଛି ଆଇପିଏଲ ସିଜିନ ୧୧ ପାଇଁ ନିଲାମୀ । ଚଳିତ ବର୍ଷ ଆଇପିଏଲରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । କାରଣ ପ୍ରତି ଦଳରେ ରହିଛନ୍ତି ଅର୍ନ୍ତଜାତୀୟ ବ୍ୟାଟସମ୍ୟାନ ସାଙ୍ଗକୁ ଘାତକ ବୋଲର । ଚଳିତ ଆଇପିଏଲ ନିଲାମୀରେ କିଛି ଯୁବ ଷ୍ଟାରଙ୍କ ଭାଗ୍ୟ ମଧ୍ୟ ଚମକିଛି । ତେବେ କିଛି ଅର୍ନ୍ତଜାତୀୟ…

ଖଣ୍ଡଗିରି ଶିଖରରେ ଅଲୌକିକ ଆକାଶ ଗଙ୍ଗା ! ବର୍ଷ ସାରା ଶୁଖେନାହିଁ ଜଳ, ବୁଡ ଦେବା ପାଇଁ ଦେଶର କୋଣ ଅନୁକୋଣରୁ ଛୁଟି…

କନକ ବ୍ୟୁରୋ : ମାଘ ସପ୍ତମୀରୁ ଖଣ୍ଡଗିରିରେ ଆରମ୍ଭ ହୋଇଛି ମାଘମେଳା । ତେବେ ଖଣ୍ଡଗିରି ମେଳାକୁ ନେଇ କିଛି ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଖଣ୍ଡଗିରିରେ ରହିଛି ଅଲୌକିକ ଆକାଶ ଗଙ୍ଗା । ଯେଉଁଥିରେ ସ୍ନାନ କଲେ ପାପ କ୍ଷୟ ହୁଏ ବୋଲି ଲୋକ କଥା ରହିଛି । ଗଂଗାରେ ସ୍ନାନ କରିବା ଯାହା ଏହି ଆକାଶ…

ଦି ଟଲ୍ ମ୍ୟାନ୍ ରିଲିଜ ପରେ ପୁଣି ଥରେ ଚର୍ଚ୍ଚାରେ ବିଜୁଙ୍କ ଇଣ୍ଡୋନେସିଆ ଅଭିଯାନର ଅମର କାହାଣୀ ! ପତ୍ନୀଙ୍କ ସହ ମିଶି…

କନକ ବ୍ୟୁରୋ : ଦି ଟଲ୍ ମ୍ୟାନ୍ ରିଲିଜ ପରେ ପୁଣି ଥରେ ବିଜୁ ପଟ୍ଟନାୟକଙ୍କ ବୀରତ୍ୱର କାହାଣୀ ଚର୍ଚ୍ଚାକୁ ଆସିଛି । ବିଜୁବାବୁ ଥିଲେ ଓଡ଼ିଶାର ବିଧାୟକ, ହେଲେ ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମର ସେ ଥିଲେ ଅନନ୍ୟ ସିପାହୀ । ବିଜୁଙ୍କ ଜୀବନୀ ପୁସ୍ତକ ଦି ଟଲ୍ ମ୍ୟାନରେ ରହିଛି ଏହି କାହାଣୀର…

ସିଂହଦ୍ୱାରରେ ଆରମ୍ଭ ହେଲା ନୀଳଚକ୍ର ଆଳତୀ ! ପୂରା ବିଶ୍ୱ ଜାଣିବ ନୀଳଚକ୍ରର ମହାତ୍ମ୍ୟ

କନକ ବ୍ୟୁରୋ : ନୀଳଚକ୍ରର ମହିମାକୁ ବିଶ୍ୱରେ ପ୍ରଚାର ପ୍ରସାର ପାଇଁ ଉଦ୍ୟମ । ଆଜିଠୁ ଆରମ୍ଭ ହୋଇଛି ଶ୍ରୀମନ୍ଦିରରେ ନୀଳଚକ୍ର ଆଳତୀ । ସ୍ୱତନ୍ତ୍ର ମଂଚରୁ ମଠାଧୀଶମାନେ ଏହି ଆଳତି କରିଛନ୍ତି । ଏକାଦଶୀ ତିଥିରେ ନୀଳଚକ୍ରଙ୍କୁ ପୂଜାର୍ଚ୍ଚନା କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।…

ବଦଳୁଛି କି ବିଜେଡି-ବିଜୟ ସଂପର୍କ ! ‘ଜୟ’ଙ୍କ ହାତ ଛାଡିବା ପରେ ‘ବିଜୟ’ଙ୍କ ହାତ ଧରିବ କି ବିଜେଡି ?

କନକ ବ୍ୟୁରୋ : ବିଜେଡି ଓ ବିଜୟ ମହାପାତ୍ରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ୧୮ ବର୍ଷ ପରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୟ ମହାପାତ୍ର ଗୋଟିଏ କାର୍ଯ୍ୟକ୍ରମରେ ଏକାଠି ହେବା ପରେ ଏହି କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଆଜି ବିଜୟ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ…