Daily Archives

January 24, 2018

ବୈଜୟନ୍ତଙ୍କ ବାଗୀ ହେବାର ପୂରା କାହାଣୀ ! ସୋସିଆଲ ମିଡିଆରୁ ସଂସଦ ଯାଏଁ ବିଜେଡି କାହିିଁକି ବାରିଲା ବୈଜୟନ୍ତଙ୍କ…

କନକ ବ୍ୟୁରୋ : ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ ହେଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ତାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି । ଏନେଇ ବିଜେଡି ଉ-ସଭାପତି…

କ’ଣ ହେବ ବୈଜୟନ୍ତଙ୍କ ପରବର୍ତ୍ତୀ ପଦକ୍ଷେପ ? ଏହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା

କନକ ବ୍ୟୁରୋ : ଦଳରୁ ନିଲମ୍ବିତ ହେବା ପରେ କଣ କରିବେ ବୈଜୟନ୍ତ, ଏହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । କାରଣ ଦୀର୍ଘ ଦିନ ହେଲା ଖୋଲା ଖୋଲି ଚାଲିଥିଲା ବିଜେଡି ଓ ବୈଜୟନ୍ତଙ୍କ ମଧ୍ୟରେ ବିବାଦ । କେନ୍ଦ୍ରରେ ମୋଦି ସରକାରଙ୍କୁ ନିଜ ଲେଖାରେ ବାରମ୍ବାର ପ୍ରଶଂସା କରିବା, ଦଳର ନେତୃତ୍ୱ…

ବ୍ରାଣ୍ଡ ନବୀନ ବନାମ ବ୍ରାଣ୍ଡ ବୈଜୟନ୍ତ : ବୈଜୟନ୍ତଙ୍କୁ ନିଲମ୍ବନ ପରେ କଣ ରହିବ ରାଜନୀତିର ଦିଶା । ନବୀନ ପ୍ରମାଣିତ…

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କଲା ବିଜୁ ଜନତା ଦଳ । ଦଳୀୟ ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଏନେଇ ଘୋଷଣା କରିବା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ଆକଳନ । ପ୍ରଭାବକୁ ନେଇ ଚର୍ଚ୍ଚା । କଣ କରିବେ ବୈଜୟନ୍ତ ଆଉ ରାଜ୍ୟ…

କୁହେଳିକା ଭିତରେ ରହିଗଲା କୁନ୍ଦୁଲି ପୀଡିତାଙ୍କ କାହାଣୀ : ହୋଇପାରିଲା ନାହିଁ ଏଯାଏଁ ଖୁଲାସା

କନକ ବ୍ୟୁରୋ :  କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ତ ସମସ୍ତେ ତ କାନ୍ଦିବାର ଦାବି କରୁଛନ୍ତି, ହେଲେ କାହା ଆଖିରେ ଲୁହ ଦେଖାଯାଉନି, ଆଉ ଯାହା ଆଖିରେ ଲୁହ ଦେଖାଯାଉଛି, ସେ ଆଜି ମୁକ ପାଲଟି ଯାଇଛନ୍ତି । ମା’, ଯିଏ ଜନ୍ମ ଦେଇଥିଲେ । ଝିଅର ସବୁ ଅଳି-ଅର୍ଦଳିକୁ ହସି ହସି ସହିଯାଉଥିଲେ, ଆଜି ସେହି ଝିଅ…

ରେକର୍ଡ଼ ହେଲା ନୟାଗଡ଼ ମହିଳା କୋର୍ଟରେ ଅଭାବନୀୟ ଦୃଶ୍ୟ : ମହିଳା ବିଚାରପତିଙ୍କୁ ଗୋଡ଼ାଇଲେ ଓକିଲ

କନକ ବ୍ୟୁରୋ :  ନୟାଗଡ ସ୍ଥିତ ମହିଳା କୋର୍ଟରେ ଅଭାବନୀୟ ଦୃଶ୍ୟ । ନୂଆ କରି ନିଯୁକ୍ତି ପାଇଥିବା ମହିଳା ବିଚାରପତିଙ୍କୁ ଗୋଡାଉଛନ୍ତି ଓଳିଲମାନେ । ଏବଂ ଭୟଭୀତ ହୋଇ ମହିଳା ବିଚାରପତି ଦୀପା ଦାସ ନିଜ ଚ୍ୟାମ୍ବର ଭିତରକୁ ଦୌଡି ପଳାଇଛନ୍ତି । ଓଳିଲମାନେ ବି ଛାଡୁ ନାହାଁନ୍ତି । ସେମାନେ ବି ହୋ…