Daily Archives

January 18, 2018

ଦେଶର ଜାତୀୟ ଆୟରେ ଗୃହିଣୀଙ୍କ କାମକୁ ମିଳିବ କି ମାନ୍ୟତା ? ମହିଳାଙ୍କ ଅର୍ଥନୈତିକ ଅଧିକାର ଲଢେଇ ନେଇ ଓକ୍ସଫାମ୍…

କନକ ବ୍ୟୁରୋ : ବିନା ଦରମା ଆଉ ବିନା ଛୁଟିରେ ଘରେ ବର୍ଷ ତମାମ କାମ କରୁଥିବା ଗୃହୀଣିଙ୍କ ଦେଶର ଜାତୀୟ ଆୟରେ ଅବଦାନ କଣ? ଘରେ କରୁଥିବା ଗୃହୀଣିଙ୍କ କାମକୁ କାମ ବୋଲି ଧରାଯାଏନି । ବାହାରକୁ କାମ କରିବାକୁ ଅନୁମତି ମିଳେନାହିଁ । ଫଳରେ ଦେଶରେ କର୍ମଜୀବୀ ମହିଳାଙ୍କ ସଂଖ୍ୟା ବହୁତ କମ୍ । ଆଉ…

ମହାନଦୀ ପାଇଁ ଦରଦ ଏମିତି । ପ୍ରଥମ ବୈଠକରେ ନେତା ଆସିଲେନି, କିଏ ସରିଲା ପରେ ଆସିଲେ । ଆଉ କିଏ ପାଣି ନୁହେଁ ପେଟ୍ରୋଲକୁ…

କନକ ବ୍ୟୁରୋ :ସମସ୍ତେ ଥିଲେ ପ୍ରତିକ୍ରିୟାଶୀଳ । ପ୍ରତିଦିନ ଖବର କାଗଜର ପ୍ରଥମ ପୃଷ୍ଠାରେ ମହାନଦୀକୁ ନେଇ ବଡ ଖବର, ଟିଭିରେ ଘନଘନ ବାଇଟ୍ ଚାଲୁଥିଲା, ବିତର୍କ ହେଉଥିଲା । ଲାଗୁଥିଲା, ମହାନଦୀକୁ ନେଇ ରାଜ୍ୟରେ ଆରମ୍ଭ ହେଲା ନିର୍ଣ୍ଣାୟକ ଲଢେଇ । ବୁନ୍ଦାଏ ପାଣି ଛତିଶଗଡ ଅଟକାଇଲେ ସମସ୍ତେ…

ଶସ୍ତା ହେଲା ସେକେଣ୍ଡହାଣ୍ଡ କାର, ମହଙ୍ଗା ହେଲା ସିଗାରେଟ! ଜିଏସିଟି କାଉନସିଲ ବୈଠକ ଶେଷ, ଜାଣନ୍ତୁ ଶସ୍ତା-ମହଙ୍ଗା…

କନକ ବ୍ୟୁରୋ : ବଜେଟ ଆସିବା ପୂର୍ବରୁ ଦେଶବାସୀଙ୍କୁ ମୋଦି ସରକାରଙ୍କ ନୂଆବର୍ଷ ଭେଟି । ଗୁରୁବାର ବସିଥିବା ଜିଏସଟି କାଉନସିଲ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ନୂଆ ନିଷ୍ପତି ଅନୁଯାୟୀ, ୨୯ଟି ଦ୍ରବ୍ୟ ଓ ୫୩ ସେବା ଉପରେ ଲାଗୁ ହୋଇଥିବା ଜିଏସିଟି ହାରକୁ ହ୍ରାସ କରାଯାଇଛି…

ଯାତ୍ରା ମାଲିକଙ୍କ ଦାବିକୁ ବିଚାର କରିବେ ସରକାର ! ପୁଣିଥରେ ରଙ୍ଗମଞ୍ଚରେ ନାଚି ଉଠିବେ କଳାକାର

କନକ ବ୍ୟୁରୋ : ଯାତ୍ରା ମାଲିକ ସେମାନଙ୍କ ଦାବି ନେଇ ଜଣାଇଲେ ବିଚାର କରିବେ ସରକାର । ରାଜ୍ୟରେ ବ୍ୟବସାୟିକ ଯାତ୍ରା ପରିବେଷଣ ବନ୍ଦ ନେଇ ଘୋଷଣା କରିଛି ଯାତ୍ରା ପାର୍ଟି ମାଲିକ ସଂଘ । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟି ମାଲିକ ସଂଘ ଏଭଳି ଘୋଷଣା କରିଥିବା ବେଳେ ଆଜି ଏନେଇ…

ଚୀନର ମୁଖା ଖୋଲିଲା ଭାରତର ସାଟେଲାଇଟ ଫଟୋ ! ଡୋକଲାମ ଅଞ୍ଚଳରେ ଭୟଙ୍କର ଷଡଯନ୍ତ୍ର କରୁଛି ଡ୍ରାଗନ ସେନା, ଭାରତର ବଢିଲା…

କନକ ବ୍ୟୁରୋ : ସିକିମ୍ ସୀମାରେ ଚୀନ କରିଥିବା ବଡ଼ ଷଡଯନ୍ତ୍ରର ପର୍ଦ୍ଦାଫାସ କରିଛି ସାଟେଲାଇଟ୍ ଫଟୋ । ଭାରତର ସୀମାରୁ ମାତ୍ର ୮୧ ମିଟର ଦୂରରେ ଅର୍ଥାତ୍ ଡୋକଲାମ୍ ଅଂଚଳରେ ନିର୍ମାଣ ହୋଇଛି ଚୀନର ସେନା ଶିବିର । ମାତ୍ର ୧୦ କିଲୋମିଟର ଦୂରରେ ସ୍ଥାୟୀ ମିଲିଟାରୀ କମ୍ପଲେକସ, ହେଲି-ପ୍ୟାଡ୍, ଗନ୍…