Daily Archives

January 15, 2018

ରୀୟାଙ୍କ ଲେଉଟାଣି କେବେ ? ଅନେକ ଦିନ ହେବ ପରଦାରେ ନଜର ଆସୁନାହାଁନ୍ତି ଏହି ଓଡିଆ ଅଭିନେତ୍ରୀ

କନକ ବ୍ୟୁରୋ :  ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ପ୍ରେମ ଅଢ଼େଇ ଅକ୍ଷର’ ଜରିଆରେ ଓଲିଉଡରେ ନାୟିକାଭାବେ କ୍ୟାରିଅର୍‌ ଆରମ୍ଭ କରିଥିବା ଗ୍ଲାମରସ୍‌ ନାୟିକା ରୀୟାଙ୍କୁ ମିଳିଛି ଅଧିକାଂଶ ନାୟକଙ୍କ ସାଥ୍‌। ଏମାନଙ୍କ ମଧ୍ୟରେ ଅଛନ୍ତି ସିଦ୍ଧାନ୍ତ, ବାବୁସାନ୍‌,ଅରିନ୍ଦମ୍‌,ଆକାଶ,ଅଭିଷେକ,ଅମ୍ଳାନ।…

ଇ-କମର୍ସ କଂପାନୀରେ ନିଯୁକ୍ତି ସୁଯୋଗ ! ଆମାଜନ୍ ଜାନୁଆରୀରେ ଦେଉଛି ୬୫୦୦ଟି ଚାକିରି

ଇ-କଂପାନୀ କମର୍ସ କଂପାନୀ ଆମାଜନ ଏହି ମାସରେ ୬୫୦୦ ଚାକିରି ଦେବାକୁ ଯାଉଛି । ଆମାଜନ୍ ଇଣ୍ଡିଆ ଏହି ମାସର ଶେଷରେ ଆୟୋଜିତ ହେବାକୁ ଥିବା ନିଜର ମେଗା ସେଲ୍ ପାଇଁ ୬୫୦୦ରୁ ଅଧିକ ଚାକିରି ଦେବାକୁ ନିଷ୍ପତ୍ତି କରିଛି । ଆପଣଙ୍କୁ ସୂଚାଇ ଦେଉଛୁ କି ଏହି  ଚାକିରି ଅସ୍ଥାୟୀ ଅଟେ ଅର୍ଥାତ୍ ଚାକିରି…

ଯାଜପୁରର ଦଶରଥପୁର ଅଂଚଳରେ ଅଭାବନୀୟ ଘଟଣା : ବିଜେଡି ପାର୍ଟି ଅଫିସକୁ ଡାକି ବଳାତ୍କାର କଲେ ବିଜେଡି ନେତା

କନକ ବ୍ୟୁରୋ :  ଅସହାୟ ବୋଲି କଣ ତାଙ୍କର କୌଣସି ସ୍ୱାଭିମାନ ନାହିଁ ? ଯାଜପୁର ଜିଲ୍ଲା ଦଶରଥପୁର ଅଂଚଳରେ ଘଟିଥିବା ଘଟଣା ଏହି ପ୍ରଶ୍ନ ସୃଷ୍ଟି କରିଛି । ସରକାରୀ ଯୋଜନାରେ ଆସିଥିବା ବିଜୁ ପକ୍କାଘର ଓ ଭତ୍ତା ଟଙ୍କାର ଲୋଭ ଦେଖାଇ ଦଳୀୟ କାର୍ଯ୍ୟାଳୟକୁ ମହିଳାଙ୍କୁ ଡାକି ଦୁଷ୍କର୍ମ କରିଛନ୍ତି…

ରାସ୍ତା ମଝିରେ ଛାତ୍ରୀଙ୍କୁ ଏସିଡ୍ ମାଡ ! ଜଳିଗଲା ଛାତ୍ରୀଙ୍କ ହାତ ଓ ମୁହଁ 

କନକ ବ୍ୟୁରୋ : ଜଣେ କଲେଜ୍ ଛାତ୍ରୀଙ୍କୁ ବାରମ୍ବାର ଜୋର ଜବରଦସ୍ତ ପ୍ରେମ ନିବେଦନ କରି ଅରାଜି ହେବାରୁ ଏସିଡ୍ ପକାଇଦେଲା ବିଫଳ ପ୍ରେମିକ । କଳାହାଣ୍ଡି ଜିଲ୍ଲା ଧର୍ମଗଡରୁ ଆସିଛି ଏଭଳି ଛାତିଥରା ଖବର । ଏସିଡ୍ ମାଡରେ ଛାତ୍ରୀଙ୍କ ମୁହଁ ଓ ହାତ ଜଳିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ…

ବୋଲ ମାନିଲାନି ବିଏମଡବ୍ଲ୍ୟୁ : ଜନ୍ମଦିନ ପାଳିବାକୁ ଯାଇଥିବା ବେଳେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ସାଙ୍ଘାତିକ…

କନକ ବ୍ୟୁରୋ :  ଚକାଚକ୍ ରାସ୍ତା ଉପରେ ଖିପ୍ର ଗତିରେ ୨ଟି ସୌଖିନ୍ ବିଳାସପୂର୍ଣ୍ଣ କାର ପରସ୍ପର ସହ ପ୍ରତିଯୋଗିତା କରୁଥାନ୍ତି । ଗୋଟିଏ ଥିଲା ବିଏମଡବ୍ଲ୍ୟୁ ଓ ଆଉ ଗୋଟିଏ ଥିଲା ଅଡି କାର । କେତେବେଳେ ଅଡିଟି ଆଗକୁ ଚାଲିଯାଉଥାଏ ତ ଆଉ କେତେବେଳେ ବିଏମଡବ୍ଲ୍ୟୁ ତାକୁ ଅତିକ୍ରମ କରୁଥାଏ । ଦୁଇଟି…