Daily Archives

January 11, 2018

ଓଡ଼ିଶାର ପାହାଡ ପୁରୁଷ ଜଳନ୍ଧର ! ପାହାଡ କାଟି ନିର୍ମାଣ କଲେଣି ୭ କିଲୋମିଟର ରାସ୍ତା, ଲକ୍ଷ୍ୟପଥରେ ପହଞ୍ଚିବାକୁ ଆହୁରି…

କନକ ବ୍ୟୁରୋ : ମାଉଣ୍ଟେନ ମ୍ୟାନ କହିଲେ ଆପଣାଛାଏଁ ଗୋଟିଏ ନାଁ ସାମ୍ନାକୁ ଚାଲିଆସେ । ସେ ହେଉଛନ୍ତି ବିହାରର ଦଶରଥ ମାଞ୍ଝି । ପାହାଡ ଘେରା ଅଞ୍ଚଳରେ ମାଞ୍ଝି ରହୁଥିବା ଗାଁକୁ ରାସ୍ତାଟିଏ ନଥିଲା । ତେଣୁ ଗାଁ ବାହାରକୁ ଯିବାକୁ ହେଲେ ପାହାଡିଆ ରାସ୍ତା ଥିଲା ଶେଷ ଭରଷା । ଏହି ପାହାଡିଆ…

ଶସ୍ତା ହେଉଛି ଘର ! ରିୟଲ ଇଷ୍ଟେଟ ଉପରେ ପଡିଛି ବିମୁଦ୍ରାକରଣ ଓ ଜିଏସଟି ପ୍ରଭାବ

କନକ ବ୍ୟୁରୋ : ବିମୁଦ୍ରାକରଣ ଓ ଜିଏସଟି ମାଡ ପଡିଛି ରିୟଲ ଇଷ୍ଟେଟ୍ ଉପରେ । ସାରା ଦେଶର ବଡ଼ ବଡ଼ ସହରରେ ଘରର ଦାମ କମିବାରେ ଲାଗିଛି । ସେହିପରି ବଡ଼ ଘରର ଚାହିଦା ମଧ୍ୟ ଗତ ବର୍ଷ ତୁଳନାରେ କମିଯାଇଛି । ତେବେ ୫୦ ଲକ୍ଷ ଟଙ୍କା ଭିତରେ ଥିବା ଘରର ଚାହିଦା ବଢିଛି । ଆପଣ ମୁମ୍ବାଇ, ଦିଲ୍ଲୀ ଓ…

ପୁରୀ ବେଳାଭୂମିରେ ଓପନ୍ ବାର୍ ! ବ୍ୟାଗରେ ବି ବିକ୍ରି ହେଉଛି ମଦ, କନକ ନ୍ୟୁଜ୍ କ୍ୟାମେରାରେ ରେକର୍ଡ ହେଲା ଦୃଶ୍ୟ

କନକ ବ୍ୟୁରୋ : ପରିବାର ନେଇ ଆପଣ ପୁରୀ ବେଳାଭୂମି ଯାଉଛନ୍ତି କି ? ଯଦି ଯାଉଛନ୍ତି ତେବେ ସତର୍କ ରହିବା ନିହାତି ଆବଶ୍ୟକ । କାହିଁକି ନା’ ରାତି ହୋଇଗଲେ ପୁରୀ ବେଳାଭୂମିରେ ଜମୁଛି ମଦର ଆସର । ସମୁଦ୍ର କୂଳରେ ବସି ଯାଉଛି ଓପନ୍ ବାର୍ । ବେଧଡକ୍ ପର୍ଯ୍ୟଟକମାନେ ସମୁଦ୍ର ବାଲିରେ ବସି ଜମାଉଛନ୍ତି…

ବୈଜୟନ୍ତଙ୍କ ମୁହଁରେ ବିଜୁଙ୍କ ମାଡ ତତ୍ତ୍ୱ ! ତୃତୀୟ ମହଲାର ଅଫିସରଙ୍କୁ କଲେ ଟାର୍ଗେଟ

କନକ ବ୍ୟୁରୋ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତି ଆଜି ଅତି କଡା ଆଭ୍ୟମୁଖ୍ୟ ରଖିଛନ୍ତି । ତୃତୀୟ ମହଲାର ନିଦ୍ଦିଷ୍ଟ ଅଫିସରଙ୍କୁ ଟାର୍ଗେଟ କରି ପରୋକ୍ଷରେ ବିଜୁଙ୍କ ମାଡ ତତ୍ୱ ବି ମନେପକାଇ ଦେଇଛନ୍ତି । ଆଜି ମାହାଙ୍ଗା ନିଶ୍ଚିନ୍ତିକୋଇଲିରେ ପାଣିଟାଙ୍କି…

ଓଡ଼ିଶାର କୋଟିଆ ଗାଁରେ ମାମଲତି କରୁଛି ଆନ୍ଧ୍ର : ତିଆରି କରୁଛି ଅଙ୍ଗନୱାଡି କେନ୍ଦ୍ର

କନକ ବ୍ୟୁରୋ : କୋଟିଆ ପଂଚାୟତର ତଳ ସେମ୍ବୀ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର । ଓଡ଼ିଶା ମାଟିରେ ଅଙ୍ଗନବାଡ଼ି କେନ୍ଦ୍ର କରିଛି ଆନ୍ଧ୍ର । ଫଳକ ମଧ୍ୟ ଲେଖାଯାଇଛି ତେଲୁଗୁ ଭାଷାରେ । ପିଲାଙ୍କ ଖାଇବା, ପଢିବା ଦାୟିତ୍ୱ ବୁଝୁଛନ୍ତି ଆନ୍ଧ୍ର ସରକାର । ଅଧା ନିର୍ମାଣ ହୋଇଥିବା ସ୍କୁଲ ଘର ମଧ୍ୟ ତିଆରି…