Daily Archives

January 8, 2018

ରାମଦେବଙ୍କ ‘ଗୋରା’ ଥିମ! ବ୍ୟୁଟି କ୍ରୀମ ଲଗାଇଲେ କଳା ମଣିଷ ହୋଇଯିବ ଗୋରା, ସୋସିଆଲ ମିଡିଆରେ ଯୋଗଗୁରୁଙ୍କୁ ସମାଲୋଚନା

କନକ ବ୍ୟୁରୋ : ଆପଣ ଗୋରା ନା କଳା । ଯଦି ଆପଣ କଳା, ଏହା ଏକ ଚର୍ମ ରୋଗ ବୋଲି ଭାବନ୍ତି କି? ତେବେ ବାବା ରାମଦେବଙ୍କ ମତରେ କଳା ରଙ୍ଗ ଏକ ଚର୍ମ ସମସ୍ୟା । ପତଂଜଳି ବିଉଟି କ୍ରିମର ବିଜ୍ଞାପନରେ ଏହା ଦର୍ଶାଯାଇଛି । ଏଥିରେ ଦର୍ଶାଯାଇଛି, ଶୁଷ୍କ ତ୍ୱଚା ଓ ରିଙ୍କ୍ଲ ଭଳି କଳା ରଂଗ ହେଉଛି…

୪ ମିନିଟରେ ଗୋଟିଏ ବସ ! ଭୁବନେଶ୍ୱରରେ ଗଡିବ ୨୦୦ଟି ନୂଆ ସିଟି ବସ, ସ୍ୱୀକୃତି ଦେଲେ ରାଜ୍ୟ ସରକାର

କନକ ବ୍ୟୁରୋ : ରାଜଧାନୀରେ ସୁଧୁରିବ ସିଟିବସ ବ୍ୟବସ୍ଥା । ଖୁବ ଶୀଘ୍ର ଭୁବନେଶ୍ୱରକୁ ଆସିବ ଆହୁରି ନୂଆ ୨୦୦ ସିଟି ବସ । ଏନେଇ ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚକ୍ଷମତା ସଂପନ୍ନ କମିଟି । ବର୍ତମାନ ସହରରେ ୧୧୦ଟି ସିଟିବସ ଚାଲିଥିବା ବେଳେ ଏହି ନୂଆ ସିଟିବସ୍ ଆସିଲେ…

ଓଡିଶା ଫେରିବ ବିଜୁଙ୍କ ଡାକୋଟା ବିମାନ ! ଏୟାରପୋର୍ଟ ଅଥରିଟିଙ୍କ ଚିଠି ପରେ ରାଜ୍ୟ ସରକାର ହେଲେ ତତ୍ପର

କନକ ବ୍ୟୁରୋ : ଓଡିଶା ଆସିବ ବିଜୁବାବୁଙ୍କ ଡାକୋଟା ବିମାନ । ବର୍ତମାନ କଲିକତାରେ ଥିବା ଏହି ବିମାନକୁ ସ୍ୱର୍ଗତ ବିଜୁ ପଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଓଡିଶାକୁ ଅଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ୧୯୪୭ରେ ଏହି ବିମାନରେ ବିଜୁ ପଟନାୟକ, ଇଣ୍ଡୋନେସିଆର ତକ୍ରାଳୀନ ଉପରାଷ୍ଟ୍ରପତି ଓ…

ବାଲାଟ ପୂର୍ବରୁ ଚାଲିଲା ବୁଲେଟ ! ବିଜେପୁର ଗୁଳିକାଣ୍ଡ ନେଇ ବିଜେଡି-ବିଜେପି ମୁହାଁମୁହିଁ, ଭୟରେ ଗାଁ ଛାଡିବାକୁ କହିଲେ…

କନକ ବ୍ୟୁରୋ : ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପୁର ଗୁଳିକାଣ୍ଡ ଘଟଣା ଓଡ଼ିଶା ରାଜନୀତିକୁ ସରଗରମ କରିଦେଇଛି । ମୁହାଁମୁହିଁ ସ୍ଥିତିକୁ ଚାଲିଆସିଛନ୍ତି ବିଜେଡି ଓ ବିଜେପି । ଯୁବ ବିଜେପି ନେତାଙ୍କ ଘର ଉପରେ ଆକ୍ରମଣ ପ୍ରତିବାଦରେ ବିଜେପି ସତ୍ୟାଗ୍ରହ କରିଥିବା ବେଳେ ଗୃହ…

ପୁଲିସ ବାଲା ଗୁଣ୍ଡା ! ମଦ ପିଇ ସାମ୍ବାଦିକଙ୍କୁ କରିଥିଲେ ଆକ୍ରମଣ, ରାତାରାତି ହୋଇଗଲା ବଦଳି

କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ପୁଲିସ୍ ବାବୁଙ୍କ ଦବଙ୍ଗଗିରି । କ୍ୟାପିଟାଲ ହସ୍ପିଟାଲ ଭିତରେ ସାମ୍ବାଦିକ, ନର୍ସ ଏବଂ ରୋଗୀଙ୍କ ଉପରେ ଆକ୍ରମଣ କରିଥିବା ତାଳବଣିଆ ଆଇଆଇସିଙ୍କୁ ରାତାରାତି ବଦଳି କରାଯାଇଛି । ଏପଟେ ଥାନା ବାବୁଙ୍କ ବିରୋଧରେ ସାମ୍ବାଦିକଙ୍କ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ…