Daily Archives

January 4, 2018

ଆଇପିଏଲରେ ଧୋନିଙ୍କ ଘରବାହୁଡ଼ା ! ଗମ୍ଭୀରଙ୍କୁ ଛାଡିଲା କେକେଆର, କ୍ୟାପଟେନ କୋହଲି ସବୁଠାରୁ ମହଙ୍ଗା ଖେଳାଳି, ଜାଣନ୍ତୁ…

ଆଇପିଏଲ ୨୦୧୮ ପାଇଁ ଖେଳାଳି ରିଟେନ ପ୍ରକିୟା ଶେଷ ହୋଇଛି । ସବୁ ଦଳ ପାଇଁ ଗୁରବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଡେଡଲାଇନ ରହିଥିଲା । ଏହି ସମୟସୀମା ମଧ୍ୟରେ କେଉଁ ଫ୍ରାଞ୍ଚାଇଜ କେଉଁ ଖେଳାଳିଙ୍କୁ ନିଲାମ ପାଇଁ ଛାଡିବ ଓ କାହାକୁ ଦଳରେ ରଖିବ ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କୁହାଯାଇଥିଲା…

ଖୋର୍ଦ୍ଧାରେ ଚାଞ୍ଚଲ୍ୟ ! ସ୍କୁଲ ଫେରିବା ବାଟରେ ଶିକ୍ଷୟତ୍ରୀଙ୍କୁ ବିଭତ୍ସ ହତ୍ୟା

କନକ ବ୍ୟୁରୋ: ସ୍କୁଲରୁ ଫେରିବା ବାଟରେ ଶିକ୍ଷୟତ୍ରୀଙ୍କୁ ବିଭତ୍ସ ହତ୍ୟା । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ବୋଡଙ୍ଗରାରେ ଘଟିଛି ଏହି ନିର୍ମମ ହତ୍ୟାକାଣ୍ଡ । ବିଲ ଭିତରୁ ଶିକ୍ଷୟତ୍ରୀଙ୍କ ଶବ ଉଦ୍ଧାର କରିଛି ଖୋର୍ଦ୍ଧା ପୁଲିସ । ମୃତ ଶିକ୍ଷୟତ୍ରୀଙ୍କ ମୁୂଣ୍ଡ ଓ ମୁହଁରେ କ୍ଷତ ଚିହ୍ନ…

ଏକାମ୍ର ପାର୍କରେ ୯ ଫୁଟର ଅଜଗର ! ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ

କନକ ବ୍ୟୁରୋ : ଏଣକି ଆଉ ସୁରକ୍ଷିତ ନୁହେଁ ପାର୍କ । ଗଛ କୋରଡରୁ କୌଣସି ମୁହୂର୍ତ୍ତରେ ବି ବାହାରି ପାରେ ସାପ । ଆଜି ଉତ୍ତର ଭୁବନେଶ୍ୱର ଏକାମ୍ର କାନନରୁ ଏକ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି । ଏଠାରେ ଥିବା ରିଜୋନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟରର ଏକ ପରିତ୍ୟକ୍ତ ଆଜବେଷ୍ଟସ୍ ଘର ଛାତ ଉପରୁ…

ଖଣି ଫାଇନ ଆଦାୟରେ ସାଂଘାତିକ ଖେଳ ! ଜୋରିମାନା ଦେଲା ନାହିଁ ଓଏମସି, ଅନ୍ୟ ଘରୋଇ ମାଲିକଙ୍କ ପାଇଁ ଖୋଲିଯିବ କି ଗଳାବାଟ…

କନକ ବ୍ୟୁରୋ : ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ଜୋରିମାନା ଦେଇନଥିବା ଖଣିକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଖଣି ଫାଇନ୍ ଆଦାୟରେ ହୋଇଥିବା ସାଂଘାତିକ ପାତର ଅନ୍ତରର ଦିଗ ଏବେ ସାମ୍ନାକୁ ଆସିଛି । ବିବାଦ ଉପୁଜିଛି ରୋଇଡା-ସି ଖଣିକୁ ନେଇ । ଓଏମସି ନାଁରେ ଖଣି ଲିଜ୍ ଥିବାବେଳେ…

ଶିଶୁ ଶ୍ରମିକରୁ ମହିଳା ସରପଞ୍ଚ ! ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଓଡ଼ିଶାର ରଞ୍ଜିତା ପାତ୍ର

କନକ ବ୍ୟୁରୋ : ପୁରୁଷପ୍ରଧାନ ସମାଜରେ ମହିଳାଙ୍କର ନିଷ୍ପତି ନେବାର ଅଧିକାର ନାହିଁ । ସବୁଠି ନିଷ୍ପତି ନିଏ ପୁରୁଷ । ଦକ୍ଷତା ଥିଲେ ବି ମହିଳାଙ୍କୁ ଅଗ୍ରାଧିକାର ମିଳେନାହିଁ । ତେବେ ଯେଉଁଠି ମହିଳାଙ୍କୁ ନିଷ୍ପତି ନେବାର ଅଧିକାର ମିଳିଛି, ସମାଜର ଯେଉଁ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର…