ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ : ଦିଲ୍ଲୀରୁ ଫେରିଥିଲେ ଆକ୍ରାନ୍ତ ବ୍ୟକ୍ତି, ଟ୍ୱିଟ୍ କରି ସୂଚନା ଦେଲା ରାଜ୍ୟ…

କନକ ବ୍ୟୁରୋ : ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ । ଷଷ୍ଠ ଆକ୍ରାନ୍ତ ଜଣକ କଟକର ବୋଲି ଜଣାପଡ଼ିଛି । ତେବେ ଏଥି ସହ କଟକରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ନିକଟରେ ଦିଲ୍ଲୀରୁ ଫେରିଛନ୍ତି ଷଷ୍ଠ ଆକ୍ରାନ୍ତ ଜଣକ । ଟ୍ୱିଟ୍ କରି ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଦିଲ୍ଲୀରୁ…

ଭୁବନେଶ୍ୱର ଓ ଭଦ୍ରକ ସହର ସଟଡାଉନ : ସଟଡାଉନରେ ଲକଡାଉନ୍ ପାସ୍ ବାତିଲ୍ । ଘରୁ ବାହାରିଲେ କ୍ୱାରଣ୍ଟାଇନରେ ରହିବେ ।

କନକ ବ୍ୟୁରୋ : କରୋନା ଭୂତାଣରୁ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ରାଜଧାନୀ ଭୁବନେଶ୍ୱର ଓ ଭଦ୍ରକ ସହର । ଆଜି ରାତି ଆଠଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟଡାଉନ୍ ରହିବ ଭୁବନେଶ୍ୱର ଓ ଭଦ୍ରକ ସହର । ରାଜ୍ୟରେ ବର୍ତ୍ତମାନ…

କରୋନା ମୁକାବିଲା ପାଇଁ ବିଭିନ୍ନ ସହରରେ ଚାଲିଛି ବିଶୋଧନ : ଅଗ୍ନିଶମ ବିଭାଗ ପକ୍ଷରୁ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ସହର ଭିତରେ ଚାଲିଛି ବିଶୋଧନ । କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ପ୍ରଶାସନ ସହାୟତାରେ ସର୍ବସାଧାରଣ ସ୍ଥାନକୁ ବିଶୋଧନ କରାଯାଉଛି । ବିଶୋଧକ ବ୍ୟବହାର କରି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ବିଶୋଧନ କରାଯାଉଛି । ଗତକାଲି ଡାକ୍ତରଖାନାରେ ବିଶୋଧନ…

ସରକାରଙ୍କ ଚିନ୍ତା ବଢ଼ାଇଲା ଦିଲ୍ଲୀ ଜମାତ୍‌ : ଦେଶର ୧୫ଟି ରାଜ୍ୟରେ ସତର୍କତା

କନକ ବ୍ୟୁରୋ : ଦିଲ୍ଲୀର ନିଜାମୁଦ୍ଦିନ ମସ୍‌ଜିଦରେ ହୋଇଥିବା ତବଲିଗି ଜମାତ ସମ୍ମିଳନୀ ଏବେ ଦେଶର ୧୫ଟି ରାଜ୍ୟପାଇଁ ବଡ଼ ବିପଦ ଆଶଙ୍କା ସୃଷ୍ଟି କରିଛି । ଦେଶରେ ଏବେ କରୋନା ଭାଇରସ୍‌ର ମୋଟ ମାମଲାର ୨୦ ପ୍ରତିଶତ କେବଳ ଏହି ସମ୍ମିଳନୀ ଯୋଗୁଁ ଆସିଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି ।…

ସାରା ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି : ୪୦ ଡିଗ୍ରି ଉପରେ ୫ ସହର, ତାଳଚେର ସବୁଠୁ ଉତ୍ତପ୍ତ

କନକ ବ୍ୟୁରୋ : ସାରା ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ । ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଡେଇଁଥିବା ବେଳେ ତାଳଚେରରେ ସର୍ବାଧିକ ୪୧.୧ ଡିଗ୍ରି ରେକର୍ଡ କରାଯାଇଛି । ଏହା ପଛକୁ ରହିଛି ଟିଟିଲାଗଡ଼ (୪୧ଡିଗ୍ରି) । ସେହିପରି ବଲାଙ୍ଗୀର, ମାଲକାନଗିରି ଓ ବୌଦ୍ଧ ଜିଲ୍ଲାରେ…

ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ପ୍ରଧାନମନ୍ତ୍ରୀ : ମିଳିମିଶି କରୋନା ସହ…

କନକ ବ୍ୟୁରୋ : କରୋନା ସଙ୍କଟ ନେଇ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ରାଜ୍ୟଗୁଡିକ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି । ଏହାଛଡା କେନ୍ଦ୍ର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ…