ମମତାଙ୍କ ମହାମେଳି ! ସାମିଲ ହେଲେ କେଜ୍ରିୱାଲ୍, କହିଲେ ଦେଶ ପାଇଁ ବିପଦ ‘ମୋଦି-ଶାହା’ ।

କନକ ବ୍ୟୁରୋ : ଆଜି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏକାଠି ହେଉଛନ୍ତି ମୋଦୀ ବିରୋଧୀ ଦଳ । କୋଲକାତାରେ ଶକ୍ତି ପ୍ରଦର୍ଶନ କରିବେ ୨୦ଟି ରାଜନୈତିକ ଦଳର ନେତା ।  ପ୍ରୋଗ୍ରେସିଭ୍, ଷ୍ଟ୍ରଙ୍ଗ ଓ ୟୁନାଇଟେଡ ଇଣ୍ଡିଆର ଆହ୍ୱାନ ଦେଇ ମମତାଙ୍କ ନେତୃତ୍ୱରେ ସମାବେଶରେ ସାମିଲ…

ଟାର୍ଗେଟ୍ ପୂରଣ କରିପାରିଲେନି ବୋଲି ରାସ୍ତାରେ ଆଣ୍ଠେଇଲେ କର୍ମଚାରୀ ! ଚାଇନାରେ ଅଜବ ସଜାକୁ ନେଇ ଚର୍ଚ୍ଚା ।

ଚୀନର ଏକ ଘଟଣା ଏବେ ପୁରା ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଚୀନର ଏକ କମ୍ପାନୀ ନିଜ ମହିଳା କର୍ମଚାରୀ ମାନଙ୍କର ଏକ ଗ୍ରୁପକୁ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଯିବା ପାଇଁ ଦଣ୍ଡିତ କରିଥିଲା । ଯାହା ଫଳରେ ମହିଳା କର୍ମଚାରୀ ମାନଙ୍କୁ ମଝି…

ସ୍ମୃତିରେ ଗଜରାଜ ! ବିଦ୍ୟୁତ୍ ତାର ଲାଗି ଚାଲିଗଲା ହାତୀର ଜୀବନ, ସ୍ମୃତିରେ ନିର୍ମାଣ ହେଲା ମୀନାର । 

ହାତୀର ସ୍ମୃତି ରକ୍ଷା ପାଇଁ ନିର୍ମାଣ ହେଲା ହାତୀ ମୀନାର । ନିଜ ଜମିରେ ହାତୀଟି ବିଦ୍ୟୁତ୍ ତାର ସ˚ସ୍ପର୍ଶରେ ଆସି ମରି ଯାଇଥିଲା । ଏଥିପାଇଁ ସ୍ମୃତି ସ୍ତମ୍ଭଟିଏ ନିର୍ମାଣ କରିବାକୁ ଇଛା ପ୍ରକାଶ କରିଥିଲେ ମା’। ମା’ଙ୍କ ଶେଷ ଇଛାକୁ ସମ୍ମାନ ଜଣାଇ ପୁଅ ଏଭଳି ସ୍ମୃତିସ୍ତମ୍ଭ ନିର୍ମାଣ…

ମେଘାଳୟରେ ସରୁନି ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟ ! ସେପଟେ ମିଳିଥିବା ଶବକୁ ଚିହ୍ନି ପାରୁନାହାନ୍ତି ପରିବାର…

ମେଘାଳୟରେ ଜାରି ରହିଛି ଉଦ୍ଧାରକାର୍ଯ୍ୟ । ସେପଟେ ଖଣି ଭିତରୁ ମିଳିଥିବା ଶବକୁ ଚିହ୍ନି ପାରୁନାହାନ୍ତି ପରିବାର ଲୋକେ । ପାଣି ପଶିଯିବାରୁ କୋଇଲା ଖଣି ମଧ୍ୟରୁ ବାହାରି ପାରି ନ ଥିବା ୧୫ ଜଣ ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯିବା ସମୟରେ ପାଣି ଭିତରେ ଜଣେ ଶ୍ରମିକଙ୍କର ଶବ ଥିବା…

ସାରା ଦେଶରେ ଘୁରି ବୁଲୁଛି ଏହି ମୋବାଇଲ୍ କ୍ଲିନିକ୍ ! କ୍ୟାନସର ରୋଗୀଙ୍କ ପାଇଁ ସାଜିଛି ଦେବଦୂତ ।

ଦେଶରେ ଦିନକୁ ଦିନ ବଢୁଛି କ୍ୟାନସର ରୋଗୀଙ୍କ ସଂଖ୍ୟା । ଆଉ ଏହି ମାରତ୍ମକ ରୋଗ ମଧ୍ୟ ସାଂଘାତିକ ରୂପ ଧାରଣ କରୁଛି । ଆଉ ଏହି ରୋଗ ପାଇଁ ଏବେ ସଚେତନ କରୁଛି ମୋବାଇଲ୍ କ୍ଲିନିକ୍ । ଏହି ମୋବାଇଲ କ୍ଲିନିକ୍ ଦେଶର କୋଣ ଅନୁକୋଣରେ ଘୁରି ବୁଲୁଛି । ଆଉ ଏହାର ଉଦ୍ଦେଶ୍ୟ ରହିଛି, କ୍ୟାନସର ରୋଗୀଙ୍କୁ…

ଆଜି କୋଲକାତାରେ ମମତାଙ୍କ ମେଗା ସୋ’ ! ମୋଦିଙ୍କ ବିରୋଧୀର ହେବ ମହାମେଳି ।

କନକ ବ୍ୟୁରୋ : ବିରୋଧୀ ମେଂଟକୁ ବଳ ଯୋଗାଇବ ମମତାଙ୍କ ଗଡରେ ମେଳି । ଆଜି କୋଲକାତାରେ ଶକ୍ତି ପ୍ରଦର୍ଶନ କରିବେ ୨୦ଟି ବିରୋଧୀ ରାଜନୈତିକ ଦଳ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ବିରୋଧରେ ମହା ଆୟୋଜନ କରୁଛନ୍ତି ମମତା ବାନାର୍ଜି । ଏହି ସମାବେଶକୁ ଚିଠି ଲେଖି ସମର୍ଥନ ଜଣାଇଛନ୍ତି…