Advertisment

ଦେଶ ବିଦେଶ

୧୨ ହଜାର ଟପିଲା ଦେଶରେ କରୋନା ଦୈନିକ କରୋନା ସଂକ୍ରମିତ ସଂଖ୍ୟା, ୮ରାଜ୍ୟକୁ ଚିଠି ଲେଖି ସର୍ତକ ରହିବାକୁ କହିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ post image

୧୨ ହଜାର ଟପିଲା ଦେଶରେ କରୋନା ଦୈନିକ କରୋନା ସଂକ୍ରମିତ ସଂଖ୍ୟା, ୮ରାଜ୍ୟକୁ ଚିଠି ଲେଖି ସର୍ତକ ରହିବାକୁ କହିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଦେଶର ବିଭିନ୍ନ ମସଜିଦରେ ନମାଜ ପାଠର ଆୟୋଜନ, ସେପଟେ ଘର ବାହାରକୁ ବାହାରି ପ୍ରଂଶସକଙ୍କୁ ଅଭିବାଦନ ଜଣାଇ ଇଦର ଶୁଭେଚ୍ଛା ଜଣାଇଲେ ଶାହାରୁଖ ଓ ସଲମାନ ଖାନ୍ post image

ଦେଶର ବିଭିନ୍ନ ମସଜିଦରେ ନମାଜ ପାଠର ଆୟୋଜନ, ସେପଟେ ଘର ବାହାରକୁ ବାହାରି ପ୍ରଂଶସକଙ୍କୁ ଅଭିବାଦନ ଜଣାଇ ଇଦର ଶୁଭେଚ୍ଛା ଜଣାଇଲେ ଶାହାରୁଖ ଓ ସଲମାନ ଖାନ୍

ସିବିଆଇ ସମନକୁ ନେଇ ଜବାବ ରଖିଲେ ଜମ୍ମୁକଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । କହିଲେ, ଯେତେ ଭୟଭୀତ କଲେ ବି ନା ସେ ଡରିବେ ନା ସେ ହାରିବେ post image

ସିବିଆଇ ସମନକୁ ନେଇ ଜବାବ ରଖିଲେ ଜମ୍ମୁକଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । କହିଲେ, ଯେତେ ଭୟଭୀତ କଲେ ବି ନା ସେ ଡରିବେ ନା ସେ ହାରିବେ

ପୈତୃକସ୍ଥଳୀରେ ପହଁଚିଲା ସହିଦଙ୍କ ପାର୍ଥିବ ଶରୀର, ଶୋକାକୁଳ ପରିବେଶରେ ବୀର ଯବାନଙ୍କୁ ଶେଷ ବିଦାୟ ଦେଲେ ମା ମାଟି, ସର୍ମ୍ପକୀୟ ଓ ଗ୍ରାମବାସୀ post image

ପୈତୃକସ୍ଥଳୀରେ ପହଁଚିଲା ସହିଦଙ୍କ ପାର୍ଥିବ ଶରୀର, ଶୋକାକୁଳ ପରିବେଶରେ ବୀର ଯବାନଙ୍କୁ ଶେଷ ବିଦାୟ ଦେଲେ ମା ମାଟି, ସର୍ମ୍ପକୀୟ ଓ ଗ୍ରାମବାସୀ

ପୁଂଚ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ ଆକ୍ସନ ମୁଡରେ ଭାରତୀୟ ସେନା, ଜୋରଦାର ହେଲା ସର୍ଚ୍ଚ ଅପରେସନ post image

ପୁଂଚ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ ଆକ୍ସନ ମୁଡରେ ଭାରତୀୟ ସେନା, ଜୋରଦାର ହେଲା ସର୍ଚ୍ଚ ଅପରେସନ

ହନିଙ୍କ ବିରୁଦ୍ଧରେ ଅପହରଣ ଓ ମାଡପିଟ୍ ଅଭିଯୋଗ, ଥାନାରେ ରୁଜୁ ହେଲା ମାମଲା post image

ହନିଙ୍କ ବିରୁଦ୍ଧରେ ଅପହରଣ ଓ ମାଡପିଟ୍ ଅଭିଯୋଗ, ଥାନାରେ ରୁଜୁ ହେଲା ମାମଲା

ସଂସଦ ସଦସ୍ୟତା ରଦ୍ଦ ହେବା ପରେ ସରକାରୀ ବଙ୍ଗଳା ଖାଲି କଲେ ରାହୁଲ ଗାନ୍ଧୀ । କହିଲେ, ସତ କହିବାରୁ ମିଳିଲା ଦଣ୍ଡ post image

ସଂସଦ ସଦସ୍ୟତା ରଦ୍ଦ ହେବା ପରେ ସରକାରୀ ବଙ୍ଗଳା ଖାଲି କଲେ ରାହୁଲ ଗାନ୍ଧୀ । କହିଲେ, ସତ କହିବାରୁ ମିଳିଲା ଦଣ୍ଡ

ଭାରତୀୟ ଶୋ ଦେଖାଉଥିବା ପାକିସ୍ତାନ ଟିଭି ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ, ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ post image

ଭାରତୀୟ ଶୋ ଦେଖାଉଥିବା ପାକିସ୍ତାନ ଟିଭି ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ, ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ

‘ମରିଯିବି ପଛେ, ଦେଶକୁ ବାଣ୍ଟିବାକୁ ଦେବିନି’ । ଇଦ୍ ଅବସରରେ ଏମିତି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପିକୁ କଲେ ସିଧା ଟାର୍ଗେଟ୍ । post image

‘ମରିଯିବି ପଛେ, ଦେଶକୁ ବାଣ୍ଟିବାକୁ ଦେବିନି’ । ଇଦ୍ ଅବସରରେ ଏମିତି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପିକୁ କଲେ ସିଧା ଟାର୍ଗେଟ୍ ।

ତାମିଲନାଡୁରେ କର୍ମଚାରୀଙ୍କ ପାଇଁ ଖୁସି ଖବର, ସପ୍ତାହରେ ୪ ଦିନ କରିବେ କାମ। post image

ତାମିଲନାଡୁରେ କର୍ମଚାରୀଙ୍କ ପାଇଁ ଖୁସି ଖବର, ସପ୍ତାହରେ ୪ ଦିନ କରିବେ କାମ।

ସବସ୍କ୍ରାଇବ କରନ୍ତୁ