Advertisment

Top 2

ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ, ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଇତିହାସ ରଚିବେ । ଭବାନୀପାଟଣା ମଞ୍ଚରୁ ବଡ ଘୋଷଣା କଲେ ପାଣ୍ଡିଆନ ।

ବ୍ରହ୍ମପୁର କନିଷିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର ।

୨୪ ବର୍ଷର ସରକାରକୁ ବଦଳାଇବାକୁ ଚାହୁଁଛନ୍ତି ଓଡ଼ିଶାବାସୀ, ୫ ବର୍ଷରେ ୭୫ ବର୍ଷର କାମ କରିବୁ । ବିଜେଡିକୁ ଟାର୍ଗେଟ କଲେ ମନମୋହନ ସାମଲ ।

ମୁଖ୍ୟମନ୍ତ୍ରୀଙ୍କର କଥା କମ୍‌, କାମ ବେଶି, ବିରୋଧୀଙ୍କର କଥା ବେଶି, କାମ କମ୍‌ । ବୌଦ୍ଧ, ସୋନପୁର ଓ ବୀରମହାରାଜପୁରରେ ପାଣ୍ଡିଆନଙ୍କ ଧୂଆଁଧାର ପ୍ରଚାର, ବିରୋଧୀଙ୍କୁ କଲେ ଟାର୍ଗେଟ । 

୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ୫ ଆସନରେ କଲା ପ୍ରାର୍ଥୀ ପରିବର୍ତ୍ତନ । ଦେବାଶିଷଙ୍କୁ ଗୋଟିଏ ଦିନରେ ଦଳ ଦେଲା ଟିକେଟ । 

ଟ୍ୱିଟ୍ କରି ପ୍ରଣବଙ୍କ ଟାର୍ଗେଟ । କହିଲେ, ପୁରୀ ପରିକ୍ରମା ପ୍ରକଳ୍ପ ଓ ମା’ ସମଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ନେଇ ଧର୍ମେନ୍ଦ୍ରଙ୍କ ମନରେ ରହିଛି ପ୍ରବଳ ଇର୍ଷା ଓ କ୍ରୋଧ, ସାହସ ଅଛି ତ...

ବିଜେପି ଫୋକସରେ ଓଡ଼ିଶା । ଆସନ୍ତା ୮ରେ ରାଜନାଥ ଓ ୧୨ରେ ଅମିତ ଶାହ ଆସିବେ ଓଡ଼ିଶା, ୧୦ ଓ ୧୧ ତାରିଖରେ ପ୍ରଚାରର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ ମୋଦୀ ।

ପ୍ରଚାର ବେଳେ ମହିଳାଙ୍କ ପାଦ ଧୋଇଲେ ବିଧାୟକ ପ୍ରାର୍ଥୀ ବିନୟ ଟପ୍ପୋ । ଆଶୀର୍ବାଦ ନେଇ କଲେ ଭୋଟ ଭିକ୍ଷା ।

ରାୟବରେଲିରୁ ରାହୁଲ ପଠାଇଲେ ଭିଡ଼ିଓ ବାର୍ତ୍ତା, କହିଲେ ଦେଶରେ କଂଗ୍ରେସ ଆଣିବ ମହାଲକ୍ଷ୍ମୀ ଯୋଜନା । ସମ୍ବିଧାନକୁ ବଞ୍ଚାଇବାକୁ ଏ ଲଢେଇ, ମିଳିତ ଭାବେ ଲଢିବାକୁ ରାୟଗଡାବାସୀଙ୍କୁ କଲେ ଅପିଲ ।

ନୀଳଗିରିରେ ସନ୍ତୋଷଙ୍କ ଖଟୁଆଙ୍କୁ ମୈଦାନକୁ ଓହ୍ଲାଇଲା ବିଜେପି । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସନ୍ତୋଷ, ନୀଳଗିରିରେ ରୋଚକ ହେବ ଲଢେଇ ।

ସବସ୍କ୍ରାଇବ କରନ୍ତୁ