Browsing Tag

ଧାମନଗର

ଧାମନଗର ନବନିର୍ବାଚିତ ବିଧାୟକଙ୍କୁ ଆରଡିରେ ସମ୍ବର୍ଦ୍ଧନା : ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କଲେ ସୂର୍ଯ୍ୟବଂଶୀ ସୁରଜ

କନକ ବ୍ୟୁରୋ : ଧାମନଗର ନବ ନିର୍ବାଚିତ ବିଧାୟକଙ୍କୁ ଆରଡିରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଉପନିର୍ବାଚନରେ ବିଜୟୀ ହେବା ପରେ ଆଜି ଶୋଭାଯାତ୍ରାରେ ଯାଇ ବାବା ଆଖଣ୍ଡଳମଣୀଙ୍କ ଦର୍ଶନ କରିଛନ୍ତି ସୂର୍ଯ୍ୟବଂଶୀ ସୁରଜ । ଆରଡିରେ ପହଞ୍ଚିବା ପରେ ମହିଳାମାନେ ଫୁଲମାଳ ଦେଇ ସୂର୍ଯ୍ୟବଂଶୀ…

ଧାମନଗରରେ ପୁଣି ଫୁଟିଲା ପଦ୍ମ : ସୁରଜଙ୍କ ମୁଣ୍ଡରେ ସୁନାକଳସ; ୯ ହଜାର ୮୮୧ ଭୋଟରେ ବିଜୟୀ

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନରେ ବିଜେପିର ବାଜିମାତ । ଧାମନଗରବାସୀଙ୍କୁ ମିଳିଲା ନୂଆ ବିଧାୟକ । ବିଜୟୀ ହେଲେ ଦିବଗଂତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ । ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ସୂରଜ ସୂର୍ଯ୍ୟବଂଶୀ ବିଜେଡି ପ୍ରାର୍ଥୀ ଅବନ୍ତୀ…

ଧାମନଗର ବାଜି : ୧୧ତମ ରାଉଣ୍ଡରେ କିଏ ଆଗରେ କିଏ ପଛରେ; ବିଜେଡି ଗଣିତ ଗଡବଡ କରିଦେଲେ କି ରାଜୁ ଦାସ ?

କନକ ବ୍ୟୁରୋ : ଧାମନଗର ପାଇଁ ଚାଲିଛି ଭୋଟ୍ ଗଣତି । ଆଗେଇ ଚାଲିଛି ବିଜେପି । ୧୧ତମ ରାଉଣ୍ଡରେ ୪୬୫ ଭୋଟରେ ଆଗୁଆ ବିଜେପି, ଅବନ୍ତୀଙ୍କୁ ପଛରେ ପକାଇ ମୋଟ ୫୩୧୦ ଭୋଟରେ ସୁରଜ ସୂର୍ଯ୍ୟବଂଶୀ ଆଗୁଆ ଅଛନ୍ତି । ୧୧ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୪୪ହଜାର ୪୮୪…

ବଦଳିଲା ଟ୍ରେଣ୍ଡ : ନବମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଆଗରେ

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି । ଆସିଲା ନବମ ରାଉଣ୍ଡ ଟ୍ରେଣ୍ଡ । ନବମ ରାଉଣ୍ଡ ଟ୍ରେଣ୍ଡରେ ଆଗରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ରହିଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୫ହଜାର ୭୪୨ ଭୋଟ୍ ମିଳିଛି । ସେହିପରି ସୁରଜ ସୂର୍ଯ୍ୟବଂଶୀଙ୍କୁ ୫ହଜାର ୧୬,…

ଧାମନଗରରେ ଆଗେଇ ଚାଲିଛି ବିଜେପି : ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡିଠୁ ୫,୨୦୦ ଭୋଟରେ ଆଗୁଆ ବିଜେପି

କନକ ବ୍ୟୁରୋ : ଧାମନଗର ବାଜି । ସପ୍ତମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ଆଗରେ ରହିଛନ୍ତି । ସପ୍ତମ ରାଉଣ୍ଡରେ ୯୦୮ ଭୋଟରେ ଆଗୁଆ ବିଜେପି, ୭ମ ରାଉଣ୍ଡ ଶେଷ ସୁଦ୍ଧା ୫୨୦୦ ଭୋଟରେ ସୁରଜ ସୂର୍ଯ୍ୟବଂଶୀ ଆଗୁଆ ରହିଛନ୍ତି । ୭ମ ରାଉଣ୍ଡରେ ବିଜେପି ଆଗୁଆ ଧାମନଗର…

ଧାମନଗର ବାଜି : କ’ଣ କହୁଛି ଟ୍ରେଣ୍ଡ ? ୪ର୍ଥ ରାଉଣ୍ଡ ସୁଦ୍ଧା କିଏ ଆଗରେ କିଏ ପଛରେ ?

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି । ଏହାରି ଭିତରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେପି ଆଗେଇ ଚାଲିଛି । ମୋଟ ୪ଟି ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୩୨୬୧…