Advertisment

ନ୍ୟୁଜ୍

ଯୁଦ୍ଧ ପାଇଁ ସଙ୍କଟରେ ବିଶ୍ୱ ଅର୍ଥନୀତି । ଉଦବେଗ ପ୍ରକାଶ କଲେ ବିଶ୍ୱ ବାଣିଜ୍ୟ ସଂଗଠନର ମୁଖ୍ୟ ନାଗୋଜି ଓକୋଞ୍ଜୋ ଇୱେଲା । post image

ଯୁଦ୍ଧ ପାଇଁ ସଙ୍କଟରେ ବିଶ୍ୱ ଅର୍ଥନୀତି । ଉଦବେଗ ପ୍ରକାଶ କଲେ ବିଶ୍ୱ ବାଣିଜ୍ୟ ସଂଗଠନର ମୁଖ୍ୟ ନାଗୋଜି ଓକୋଞ୍ଜୋ ଇୱେଲା ।

ଆଜି ବହୁ ପ୍ରତୀକ୍ଷିତ ଗଗନଯାନ ମିଶନ ପାଇଁ ୪ ପାଇଲଟଙ୍କ ନାଁ ଘୋଷଣା କରିବେ ପ୍ରଧାନମନ୍ତ୍ରୀ । ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ କରିବେ ସ୍ଥିତି ସମୀକ୍ଷା । post image

ଆଜି ବହୁ ପ୍ରତୀକ୍ଷିତ ଗଗନଯାନ ମିଶନ ପାଇଁ ୪ ପାଇଲଟଙ୍କ ନାଁ ଘୋଷଣା କରିବେ ପ୍ରଧାନମନ୍ତ୍ରୀ । ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ କରିବେ ସ୍ଥିତି ସମୀକ୍ଷା ।

ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ କଂଗ୍ରେସର ଜୋରଦାର କସରତ । ମାର୍ଚ୍ଚ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । post image

ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ କଂଗ୍ରେସର ଜୋରଦାର କସରତ । ମାର୍ଚ୍ଚ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ।

ଓଡିଶାରେ ଅଛନ୍ତି ୩୦ ମହାବଳ । ୧୩ଟି ପୁରୁଷ ମହାବଳ ଓ ୧୪ଟି ବାଘୁଣୀ ଚିହ୍ନିଟ । ଆସିଲା ରାଜ୍ୟର ବାଘ ଗଣନା ରିପୋର୍ଟ । post image

ଓଡିଶାରେ ଅଛନ୍ତି ୩୦ ମହାବଳ । ୧୩ଟି ପୁରୁଷ ମହାବଳ ଓ ୧୪ଟି ବାଘୁଣୀ ଚିହ୍ନିଟ । ଆସିଲା ରାଜ୍ୟର ବାଘ ଗଣନା ରିପୋର୍ଟ ।

ରାଜ୍ୟସଭାର ୧୫ଟି ଆସନ ପାଇଁ ଆଜି ନିର୍ବାଚନ । ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ, ଅପରାହ୍ନ ୫ଟାରେ ଆସିବ ଫଳାଫଳ । post image

ରାଜ୍ୟସଭାର ୧୫ଟି ଆସନ ପାଇଁ ଆଜି ନିର୍ବାଚନ । ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ, ଅପରାହ୍ନ ୫ଟାରେ ଆସିବ ଫଳାଫଳ ।

ବାରବାଟୀ ଷ୍ଟାଡିୟମ୍ ନବକଳେବର ଯୋଜନା ନେଇ ଆଜି ଘୋଷଣା । ଭିସି ଜରିଆରେ ଅତ୍ୟାଧୁନିକ ସ୍ପୋର୍ଟ୍ସ କମ୍ପେ୍ଲକ୍ସ୍ ନିର୍ମାଣ ପାଇଁ ଭିତ୍ତିିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । post image

ବାରବାଟୀ ଷ୍ଟାଡିୟମ୍ ନବକଳେବର ଯୋଜନା ନେଇ ଆଜି ଘୋଷଣା । ଭିସି ଜରିଆରେ ଅତ୍ୟାଧୁନିକ ସ୍ପୋର୍ଟ୍ସ କମ୍ପେ୍ଲକ୍ସ୍ ନିର୍ମାଣ ପାଇଁ ଭିତ୍ତିିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ହରିଆଣାରେ ଆଇଏନଏଲଡି ନେତା ନଫେ ସିଂ ରାଠି ହତ୍ୟା । ସିବିଆଇ ହାତକୁ ଗଲା ତଦନ୍ତ । ହତ୍ୟା ପଛରେ ବିଜେପି ହାତ ଥିବା ପରିବାରର ଅଭିଯୋଗ post image

ହରିଆଣାରେ ଆଇଏନଏଲଡି ନେତା ନଫେ ସିଂ ରାଠି ହତ୍ୟା । ସିବିଆଇ ହାତକୁ ଗଲା ତଦନ୍ତ । ହତ୍ୟା ପଛରେ ବିଜେପି ହାତ ଥିବା ପରିବାରର ଅଭିଯୋଗ

ଯୁଆଡ଼େ ଯାଉଛନ୍ତି ମୋଦୀ, ବଢ଼ିଯାଉଛି ସେ ସ୍ଥାନର ଗୁରୁତ୍ୱ । ମୋଦୀଙ୍କ ଗସ୍ତ ପରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା post image

ଯୁଆଡ଼େ ଯାଉଛନ୍ତି ମୋଦୀ, ବଢ଼ିଯାଉଛି ସେ ସ୍ଥାନର ଗୁରୁତ୍ୱ । ମୋଦୀଙ୍କ ଗସ୍ତ ପରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଚର୍ଚ୍ଚାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ । କହିଲେ ବିଜେପି ଯୋଗୁଁ ଦିଲ୍ଲୀରେ ଦୁର୍ବିସହ ହେଲାଣି ଜୀବନ । ପରିଶ୍ରମ ଓ ତ୍ୟାଗ ପାଇଁ ମିଳୁ ମୋତେ ନୋବେଲ ପୁରସ୍କାର  post image

ଚର୍ଚ୍ଚାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ । କହିଲେ ବିଜେପି ଯୋଗୁଁ ଦିଲ୍ଲୀରେ ଦୁର୍ବିସହ ହେଲାଣି ଜୀବନ । ପରିଶ୍ରମ ଓ ତ୍ୟାଗ ପାଇଁ ମିଳୁ ମୋତେ ନୋବେଲ ପୁରସ୍କାର 

ଚାଷୀଙ୍କ ଟ୍ରାକ୍ଟର ରାଲି । ମିଳିତ ଚାଷୀ ସଂଘ ପକ୍ଷରୁ ଶହ ଶହ ଚାଷୀ ସାମିଲ । post image

ଚାଷୀଙ୍କ ଟ୍ରାକ୍ଟର ରାଲି । ମିଳିତ ଚାଷୀ ସଂଘ ପକ୍ଷରୁ ଶହ ଶହ ଚାଷୀ ସାମିଲ ।

ସବସ୍କ୍ରାଇବ କରନ୍ତୁ