Advertisment

ନ୍ୟୁଜ୍

ଜମି ପଟ୍ଟା ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ । ପୁରୀ ବଳିଆପଣ୍ଡା ବସ୍ତିରେ ସ୍ଥାୟୀ ଜମି ପଟ୍ଟା ଦାବି କରି ଗତକାଲି ଠାରୁ ଲୋକଙ୍କ ଧାରଣା । post image

ଜମି ପଟ୍ଟା ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ । ପୁରୀ ବଳିଆପଣ୍ଡା ବସ୍ତିରେ ସ୍ଥାୟୀ ଜମି ପଟ୍ଟା ଦାବି କରି ଗତକାଲି ଠାରୁ ଲୋକଙ୍କ ଧାରଣା ।

ପ୍ରବାଦ ପୁରୁଷଙ୍କୁ ପୁଷ୍ପମାଲ୍ୟ ଦେଇ ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ । ବିଜୁ ପଟ୍ଟନାୟକ ପାର୍କରେ ଏକାଠି ହେଲେ ଶହଶହ ବିଜେଡି ନେତା, କର୍ମୀ । post image

ପ୍ରବାଦ ପୁରୁଷଙ୍କୁ ପୁଷ୍ପମାଲ୍ୟ ଦେଇ ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ । ବିଜୁ ପଟ୍ଟନାୟକ ପାର୍କରେ ଏକାଠି ହେଲେ ଶହଶହ ବିଜେଡି ନେତା, କର୍ମୀ ।

ନବୀନ ନିବାସରେ ପହଞ୍ଚିଲେ ଅମରେଶ ଓ ବିରଞ୍ଚିି । ଭୁବନେଶ୍ୱର ମଧ୍ୟ ଓ ଏକାମ୍ର ଆସନ ପାଇଁ ଟିକେଟ ଲବି ନେଇ ଚର୍ଚ୍ଚା । post image

ନବୀନ ନିବାସରେ ପହଞ୍ଚିଲେ ଅମରେଶ ଓ ବିରଞ୍ଚିି । ଭୁବନେଶ୍ୱର ମଧ୍ୟ ଓ ଏକାମ୍ର ଆସନ ପାଇଁ ଟିକେଟ ଲବି ନେଇ ଚର୍ଚ୍ଚା ।

ସାଧାରଣ ନିର୍ବାଚନ ପାଇଁ ଖୁବଶୀଘ୍ର ଘୋଷଣା ହୋଇପାରେ ତାରିଖ । ମାର୍ଚ୍ଚ ୧୪ କିମ୍ବା ୧୫ରେ ତାରିଖ ଘୋଷଣା ସମ୍ଭାବନା, ୭ଟି ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ । post image

ସାଧାରଣ ନିର୍ବାଚନ ପାଇଁ ଖୁବଶୀଘ୍ର ଘୋଷଣା ହୋଇପାରେ ତାରିଖ । ମାର୍ଚ୍ଚ ୧୪ କିମ୍ବା ୧୫ରେ ତାରିଖ ଘୋଷଣା ସମ୍ଭାବନା, ୭ଟି ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ ।

ପଛରେ ପଡିଲେ ଏଲନ୍ ମସ୍କ । ଦୁନିଆର ‘ନମ୍ବର-୧ ଧନୀ’ ମୁକୁଟ ପିନ୍ଧିଲେ ଜେଫ୍ ବେଜୋସ୍ । post image

ପଛରେ ପଡିଲେ ଏଲନ୍ ମସ୍କ । ଦୁନିଆର ‘ନମ୍ବର-୧ ଧନୀ’ ମୁକୁଟ ପିନ୍ଧିଲେ ଜେଫ୍ ବେଜୋସ୍ ।

ପୁଣି ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ । ଅତିଥି ସାଜି ଆସିଲେ, ଆଖି ପିଛୁଳାକେ ଉପହାର ଟଙ୍କା ନେଇ ଚମ୍ପଟ ମାରିଲେ । post image

ପୁଣି ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ । ଅତିଥି ସାଜି ଆସିଲେ, ଆଖି ପିଛୁଳାକେ ଉପହାର ଟଙ୍କା ନେଇ ଚମ୍ପଟ ମାରିଲେ ।

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ଟ୍ୱିଟ୍ କରି ବିକାଶ ପୁରୁଷଙ୍କ ଅବଦାନକୁ ସ୍ମରଣ କଲେ । post image

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ଟ୍ୱିଟ୍ କରି ବିକାଶ ପୁରୁଷଙ୍କ ଅବଦାନକୁ ସ୍ମରଣ କଲେ ।

ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ । ପୂର୍ବରୁ ଚଢାଉ କରି ୯ ଲକ୍ଷ ଟଙ୍କା ଓ କାର ଜବତ କରିଥିଲା ଇଡି । post image

ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ । ପୂର୍ବରୁ ଚଢାଉ କରି ୯ ଲକ୍ଷ ଟଙ୍କା ଓ କାର ଜବତ କରିଥିଲା ଇଡି ।

ଚିଲିକାରେ ଡଲଫିନ୍ ରହିବେ ସୁରକ୍ଷିତ । ବନ ବିଭାଗ କର୍ମଚାରୀଙ୍କୁ ଦିଆଗଲା ସ୍ୱତନ୍ତ୍ର ସୁରକ୍ଷା ତାଲିମ । post image

ଚିଲିକାରେ ଡଲଫିନ୍ ରହିବେ ସୁରକ୍ଷିତ । ବନ ବିଭାଗ କର୍ମଚାରୀଙ୍କୁ ଦିଆଗଲା ସ୍ୱତନ୍ତ୍ର ସୁରକ୍ଷା ତାଲିମ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପେକ୍ଷାରେ ପିହୁଙ୍କ ମା’ । କହିବେ ଝିଅକୁ ହରାଇବାର ଦୁଃଖ, ମାଗିବେ ନ୍ୟାୟ । post image

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପେକ୍ଷାରେ ପିହୁଙ୍କ ମା’ । କହିବେ ଝିଅକୁ ହରାଇବାର ଦୁଃଖ, ମାଗିବେ ନ୍ୟାୟ ।

ସବସ୍କ୍ରାଇବ କରନ୍ତୁ