Advertisment
ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଆଜି ବୋଟ୍ ଯାତ୍ରାର ଦ୍ୱିତୀୟ ଦିନ ! ଯାତ୍ରା ସମୟରେ ପ୍ରିୟଙ୍କା କହିଲେ, ଠିକ୍ କହିଛନ୍ତି ରାହୁଲ ଗରିବଙ୍କ ନୁହେଁ ଧନୀବ୍ୟକ୍ତିଙ୍କ ପାଖରେ ରହିଥାନ୍ତି ଚୌକିଦାର ।

ପରାଜୟ ଅନୁଧ୍ୟାନ ପାଇଁ କଂଗ୍ରେସର ୬ଟି ସବକମିଟି ଗଠନ: ରମେଶ, ସୁର, ସାଲୁଜା ସବକମିଟି ଆବାହକ, ୩୦ ପୂର୍ବରୁ ରିପୋର୍ଟ ପ୍ରଦାନ କରିବ କମିଟି

ଲୋକସଭା ନିର୍ବାଚନ ୨୦୧୯ : କଂଗ୍ରେସ ଜାରୀ କଲା ପଞ୍ଚମ ତାଲିକା , ୫୬ ଜଣ ପ୍ରାର୍ଥୀଙ୍କୁ ଦିଆଗଲା ଟିକେଟ୍ ।

ଭାଇ ରାହୁଲଙ୍କ ଗଡରେ ପ୍ରିୟଙ୍କା ଗାନ୍ଧୀ ! ଆମେଠିରେ ଭାଇ ସପକ୍ଷରେ ଭୋଟ ମାଗୁଛନ୍ତି କଂଗ୍ରେସ ମହାସଚିବ

ମୋଦି ହେଲେ ଚୌକିଦାର ! ପ୍ରିୟଙ୍କା ଗାନ୍ଧୀ କହିଲେ, କୃଷକଙ୍କ ପାଇଁ ନୁହେଁ ଧନୀ ଲୋକଙ୍କ ପାଇଁ ଆବଶ୍ୟକ ଚୌକିଦାର

ପାରିକରଙ୍କ ନିଧନ ପରେ ଗୋଆରେ କିଏ ହେବ ମୁଖ୍ୟମନ୍ତ୍ରୀ । ନୂଆ ସିଏମ ପାଇଁ ମେଂଟ ଦଳ ସହ ବିଜେପିର ସାରା ରାତି ବୈଠକ, ସେପଟେ ସରକାର ଗଠନ ପାଇଁ ଦାବି ଜଣାଇଲା କଂଗ୍ରେସ

ପ୍ରିୟଙ୍କାଙ୍କ ମିଶନ ୟୁପି : ଆଜିଠୁ ପ୍ରୟାଗରାଜରୁ ବାରଣାସୀ ପର୍ଯ୍ୟନ୍ତ ଗଙ୍ଗାରେ କରିବେ ନୌକାବିହାର । ୪ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ପ୍ରିୟଙ୍କା ଗାନ୍ଧୀ

ଆଜିଠୁ ପ୍ରିୟଙ୍କାଙ୍କ ମିଶନ ୟୁପି । ଲକ୍ଷ୍ନୌରୁ ଆରମ୍ଭ କରିବେ ପ୍ରଚାର । ରୋଡ୍ ସୋ କରିବେ, ବୁଦ୍ଧିଜୀବୀଙ୍କୁ ଭେଟିବେ ।

କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା : ତେଲେଙ୍ଗାନାର ୧୭ଟି ମଧ୍ୟରୁ ୮ଟି ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ମୋଦିଙ୍କ ଗଡରେ ହୋଲି ଖେଳିବେ ପ୍ରିୟଙ୍କା ! ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣାସୀରେ ହୋଲି ମନାଇବାକୁ ସ୍ଥିର କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

କଂଗ୍ରେସକୁ ଆଉ ଏକ ଶକ୍ତ ଝଟକା ! ବିଜେପିରେ ସାମିଲ ହେଲେ ଶଶି ଥରୁରଙ୍କ ମଉସା-ମାଉସୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଦୁଇଟି ଆସନରୁ ଲଢିପାରନ୍ତି ରାହୁଲ ଗାନ୍ଧୀ ! ଆମେଠି ସହ ଦକ୍ଷିଣ ଭାରତର କୌଣସି ଆସନକୁ ଦ୍ୱିତୀୟ ସିଟ ଭାବେ ବାଛିପାରନ୍ତି କଂଗ୍ରେସ ଅଧ୍ୟକ୍ଷ

ସବସ୍କ୍ରାଇବ କରନ୍ତୁ