Advertisment
‘ମୁଁ ପୂର୍ବ ଜନ୍ମରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲି’, ଜାଣନ୍ତୁ ମମତାଙ୍କ ଗଡରେ ଏଭଳି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦୀ post image

‘ମୁଁ ପୂର୍ବ ଜନ୍ମରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲି’, ଜାଣନ୍ତୁ ମମତାଙ୍କ ଗଡରେ ଏଭଳି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦୀ

୨୮ରେ ଓଡିଶାରେ ହେବ ବଡ ଲଢେଇ । ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା । ନିଶ୍ଚିନ୍ତକୋଇଲିରେ ରାହୁଲ ଗାନ୍ଧୀ କରିବେ ପ୍ରଚାର । post image

୨୮ରେ ଓଡିଶାରେ ହେବ ବଡ ଲଢେଇ । ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା । ନିଶ୍ଚିନ୍ତକୋଇଲିରେ ରାହୁଲ ଗାନ୍ଧୀ କରିବେ ପ୍ରଚାର ।

ପଦ୍ମ ଧରିଲେ ପର୍ଶୁରାମ ଧଡା । କହିଲେ ଦଳ ଯାହା ନିଷ୍ପତ୍ତି ନେବ ତାକୁ ମାନିବି, ୧୦ ବର୍ଷ ପରେ ଘରକୁ ଫେରିବାକୁ ସୁଯୋଗ ଦେଇଥିବାରୁ ବିଜେପିକୁ ଧନ୍ୟବାଦ । post image

ପଦ୍ମ ଧରିଲେ ପର୍ଶୁରାମ ଧଡା । କହିଲେ ଦଳ ଯାହା ନିଷ୍ପତ୍ତି ନେବ ତାକୁ ମାନିବି, ୧୦ ବର୍ଷ ପରେ ଘରକୁ ଫେରିବାକୁ ସୁଯୋଗ ଦେଇଥିବାରୁ ବିଜେପିକୁ ଧନ୍ୟବାଦ ।

୨୮ରେ ଓଡିଶା ଆସିବେ ଜେପି ନଡ୍ଡା । ବ୍ରହ୍ମପୁରରେ ଜନସଭାକୁ କରିବେ ସମ୍ବୋଧନ, କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର। post image

୨୮ରେ ଓଡିଶା ଆସିବେ ଜେପି ନଡ୍ଡା । ବ୍ରହ୍ମପୁରରେ ଜନସଭାକୁ କରିବେ ସମ୍ବୋଧନ, କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର।

ଉମରକୋଟରେ ଭି.କେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଟାର୍ଗେଟ, କହିଲେ ବିଏସକେୱାଇ ଓ ମିଶନ ଶକ୍ତିକୁ ବନ୍ଦ କରିବାକୁ କରୁଛନ୍ତି ଉଦ୍ୟମ । post image

ଉମରକୋଟରେ ଭି.କେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଟାର୍ଗେଟ, କହିଲେ ବିଏସକେୱାଇ ଓ ମିଶନ ଶକ୍ତିକୁ ବନ୍ଦ କରିବାକୁ କରୁଛନ୍ତି ଉଦ୍ୟମ ।

ଉମରକୋଟରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭି.କେ ପାଣ୍ଡିଆନ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଭଲ ସ୍ଥାନରେ ଆଦିବାସୀ ଭାଇଭଉଣୀ, ଏତେ ସଂଖ୍ୟାରେ ସଭାକୁ ଆସୁଥିବାରୁ ରାଗୁଛନ୍ତି ବିରୋଧୀ ।  post image

ଉମରକୋଟରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭି.କେ ପାଣ୍ଡିଆନ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଭଲ ସ୍ଥାନରେ ଆଦିବାସୀ ଭାଇଭଉଣୀ, ଏତେ ସଂଖ୍ୟାରେ ସଭାକୁ ଆସୁଥିବାରୁ ରାଗୁଛନ୍ତି ବିରୋଧୀ । 

ଆକ୍ଟିଭ୍ ମୋଡରେ କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ସର୍ମଥକଙ୍କ ସହ ପ୍ରଚାର କରିବା ସହ କରୁଛନ୍ତି ଭୋଟ ଭିକ୍ଷା । post image

ଆକ୍ଟିଭ୍ ମୋଡରେ କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ସର୍ମଥକଙ୍କ ସହ ପ୍ରଚାର କରିବା ସହ କରୁଛନ୍ତି ଭୋଟ ଭିକ୍ଷା ।

EVMକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍... ଫେରିବନି ବାଲାଟ୍ ପେପର୍, ଭିଭିପ୍ୟାଟ୍ ନେଇ ସବୁ ଆବେଦନ ଖାରଜ । post image

EVMକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍... ଫେରିବନି ବାଲାଟ୍ ପେପର୍, ଭିଭିପ୍ୟାଟ୍ ନେଇ ସବୁ ଆବେଦନ ଖାରଜ ।

ଓଡ଼ିଶାରେ ୨୮ ବିଧାନସଭା ପାଇଁ ସରିଲା ନାମାଙ୍କନ । ୨୬୬ ପ୍ରାର୍ଥୀ କଲେ ନାମାଙ୍କନପତ୍ର ଦାଖଲ, ମେ’ ୧୩ରେ ହେବ ଭୋଟ । post image

ଓଡ଼ିଶାରେ ୨୮ ବିଧାନସଭା ପାଇଁ ସରିଲା ନାମାଙ୍କନ । ୨୬୬ ପ୍ରାର୍ଥୀ କଲେ ନାମାଙ୍କନପତ୍ର ଦାଖଲ, ମେ’ ୧୩ରେ ହେବ ଭୋଟ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାରେ ନାମାଙ୍କନପତ୍ର ଦାଖଲ ଶେଷ । ୪ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ୩୯ ପ୍ରାର୍ଥୀ, ନବରଙ୍ଗପୁରରେ ମାତ୍ର ୪ ପ୍ରାର୍ଥୀ କଲେ ନାମାଙ୍କନ । post image

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାରେ ନାମାଙ୍କନପତ୍ର ଦାଖଲ ଶେଷ । ୪ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ୩୯ ପ୍ରାର୍ଥୀ, ନବରଙ୍ଗପୁରରେ ମାତ୍ର ୪ ପ୍ରାର୍ଥୀ କଲେ ନାମାଙ୍କନ ।

ସବସ୍କ୍ରାଇବ କରନ୍ତୁ