Advertisment
ଭୁବନେଶ୍ୱରରେ ଅରୁଣ ଗୋଭିଲ । ଆଜି ୪ଟିି ସ୍ଥାନରେ କରିବେ ପ୍ରଚାର । post image

ଭୁବନେଶ୍ୱରରେ ଅରୁଣ ଗୋଭିଲ । ଆଜି ୪ଟିି ସ୍ଥାନରେ କରିବେ ପ୍ରଚାର ।

ଓଡ଼ିଶା ଉପରେ ବିଜେପିର ନଜର । ଆଜି ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଅରୁଣ ଗୋଭିଲ । ୨୩ରେ ଆସିବେ ଯୋଗୀ ଆଦିତ୍ୟନାଥ ଓ ଜେପି ନଡ୍ଡା । post image

ଓଡ଼ିଶା ଉପରେ ବିଜେପିର ନଜର । ଆଜି ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଅରୁଣ ଗୋଭିଲ । ୨୩ରେ ଆସିବେ ଯୋଗୀ ଆଦିତ୍ୟନାଥ ଓ ଜେପି ନଡ୍ଡା ।

ଆଜି ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର । ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ଜନସଭାକୁ କରିବେ ସମ୍ବୋଧନ । post image

ଆଜି ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର । ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ଜନସଭାକୁ କରିବେ ସମ୍ବୋଧନ ।

ମନ୍ମଥଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ: ନାଁ ନନେଇ ଅପରାଜିତାଙ୍କୁ ଟାର୍ଗେଟ କଲେ, ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେଲେ ଅପରାଜିତା post image

ମନ୍ମଥଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ: ନାଁ ନନେଇ ଅପରାଜିତାଙ୍କୁ ଟାର୍ଗେଟ କଲେ, ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେଲେ ଅପରାଜିତା

ନିର୍ବାଚନୀ ପ୍ରସଙ୍ଗ ପାଲଟିଲା ରତ୍ନଭଣ୍ଡାର ଚାବି: ଅମିତ୍ ଶାହା କହିଲେ, ବିଜେପି ସରକାର ଆସିଲେ ଭଣ୍ଡାର ଖୋଲିବା ସହ ସାର୍ବଜନୀନ ହେବ ରିପୋର୍ଟ post image

ନିର୍ବାଚନୀ ପ୍ରସଙ୍ଗ ପାଲଟିଲା ରତ୍ନଭଣ୍ଡାର ଚାବି: ଅମିତ୍ ଶାହା କହିଲେ, ବିଜେପି ସରକାର ଆସିଲେ ଭଣ୍ଡାର ଖୋଲିବା ସହ ସାର୍ବଜନୀନ ହେବ ରିପୋର୍ଟ

ବିଜେପିକୁ ପାଣ୍ଡିଆନଙ୍କ କଟାକ୍ଷ: ‘ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି’ post image

ବିଜେପିକୁ ପାଣ୍ଡିଆନଙ୍କ କଟାକ୍ଷ: ‘ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି’

ପ୍ରଧାନମନ୍ତ୍ରୀଙ୍କ ପରେ ଜନସଭାରୁ ଅମିତ ଶାହାଙ୍କ ରଣହୁଙ୍କାର: ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ ଓ ନୟାଗଡରେ ନବୀନ ଓ ପାଣ୍ଡିଆନଙ୍କୁ ଜୋରଦାର ଟାର୍ଗେଟ post image

ପ୍ରଧାନମନ୍ତ୍ରୀଙ୍କ ପରେ ଜନସଭାରୁ ଅମିତ ଶାହାଙ୍କ ରଣହୁଙ୍କାର: ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ ଓ ନୟାଗଡରେ ନବୀନ ଓ ପାଣ୍ଡିଆନଙ୍କୁ ଜୋରଦାର ଟାର୍ଗେଟ

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପରେ ଆସନ ଜିତିବା ନେଇ ନେତାଙ୍କ ଦାବି । ୩୫ରୁ ୩୦ ଆସନ ଜିତିବା ନେଇ ଦାବି କଲା ବିଜେଡି । ଏପଟେ ବିଜେପିର ଦୃଢ଼ୋକ୍ତି ୩୫ରୁ ୩୦ ବିଧାନସଭା ଓ ୫ ଲୋକସଭା ଜିତିବ ଦଳ । post image

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପରେ ଆସନ ଜିତିବା ନେଇ ନେତାଙ୍କ ଦାବି । ୩୫ରୁ ୩୦ ଆସନ ଜିତିବା ନେଇ ଦାବି କଲା ବିଜେଡି । ଏପଟେ ବିଜେପିର ଦୃଢ଼ୋକ୍ତି ୩୫ରୁ ୩୦ ବିଧାନସଭା ଓ ୫ ଲୋକସଭା ଜିତିବ ଦଳ ।

ଓଡିଶା ଆସିବେ ‘ରାମ’ ଏବଂ ‘ଯୋଗୀ’ । ଭାଷଣରେ ଭୋଟ ଟାଣିବେ ୟୁପି ମୁଖ୍ୟମନ୍ତ୍ରୀ, ଏବଂ ଟିଭି ଦୁନିଆର ରାମ । post image

ଓଡିଶା ଆସିବେ ‘ରାମ’ ଏବଂ ‘ଯୋଗୀ’ । ଭାଷଣରେ ଭୋଟ ଟାଣିବେ ୟୁପି ମୁଖ୍ୟମନ୍ତ୍ରୀ, ଏବଂ ଟିଭି ଦୁନିଆର ରାମ ।

ନୟାଗଡ଼ରେ ବି ବର୍ଷିଲେ ଶାହା । ରତ୍ନଭଣ୍ଡାର କଥା ଉଠାଇଲେ, ବିଜେପିକୁ ଭୋଟ୍ ଦେବାକୁ କହିଲେ । post image

ନୟାଗଡ଼ରେ ବି ବର୍ଷିଲେ ଶାହା । ରତ୍ନଭଣ୍ଡାର କଥା ଉଠାଇଲେ, ବିଜେପିକୁ ଭୋଟ୍ ଦେବାକୁ କହିଲେ ।

ସବସ୍କ୍ରାଇବ କରନ୍ତୁ