କନକ ବ୍ୟୁରୋ: ଦେଶର ଲୋକପ୍ରିୟ ଇଭି କମ୍ପାନୀ ଓଲା, ପାର୍ବଣ ଅବସରରେ ‘ବିଗେଷ୍ଟ ଓଲା ସିଜନ୍ ସେଲ୍’ ଜାରି ରିଖିଛି । ଯେଉଁଥିରେ ଗ୍ରାହକଙ୍କ ପାଇଁ ‘ବସ୍’ ଅଫର ଘୋଷଣା କରିଛି କମ୍ପାନି । ଏହି ଅଫର ମଧ୍ୟରେ ଆପଣ ଯଦି ଓଲାର ଇଭି ଏସ୍-୧ର ଯେ କୌଣସି ମଡେଲ କିଣୁଛନ୍ତି ତେବେ ଆପଣଙ୍କୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଏହାସହ ଉକ୍ତ ଇଭି ଗାଡ଼ିରେ ବିଭିନ୍ନ ସୁବିଧା ନେଇ ୨୫ ହଜାର ପର୍ଯ୍ୟନ୍ତ ଅତିରକ୍ତି ଲାଭ ମିଳିବ ବୋଲି କମ୍ପାନୀ ଘୋଷଣା କରିଛି ।

Advertisment

KKKKKKK

ଓଲା ଗ୍ରାହକଙ୍କୁ ‘ବସ୍’ ଅଫରରେ ଏହିସବୁ ସୁବିଧା ମିଳିବ... 
•    ଓଲା ଏସ୍-୧ ପୋର୍ଟଫୋଲିଓ ମାତ୍ର ୭୪,୯୯୯ରୁ ଆରମ୍ଭ
•    ଓଲାର ସମସ୍ତ ଏସ-୧ ମଡେଲରେ ୨୦ ହଜାର ଟଙ୍କାର ରିହାତି
•    ‘ବସ୍’ ଅଫରରେ ମିଳିବ ଅତିରିକ୍ତ ୨୫ ହଜାର ପର୍ଯ୍ୟନ୍ତ ସୁବିଧା
•    ‘ବସ୍ ଓରେଣ୍ଟି’: ୮ ବର୍ଷ ବା ୮୦ ହଜାର କିମି ପୂରା ମାଗଣା ବ୍ୟାଟେରୀ ୱେରେଣ୍ଟି ଯାହାର ମୂଲ୍ୟ ୭,୦୦୦
•    ବସ୍ ଫାଇନାନ୍ସ ଅଫର: ସିଲେକ୍ଟଟେଡ୍ କ୍ରେଡିଟ୍ କାର୍ଡ ଇଏମଆଇ ଉପରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ
•    ‘ବସ୍’ ଲାଭ ଅଫରରେ: ମାଗଣା MoveOS+ଅପଗ୍ରେଡ୍ ସୁବିଧା ମିଳିବ ଯାହାର ମୂଲ୍ୟ ୬ ହଜାର ଟଙ୍କା ଏବଂ ମାଗଣା ଚାର୍ଜିଂ କ୍ରେଡିଟ୍ ଯାହାର ମୂଲ୍ୟ ୭ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି

ଓଲା ନିଜ ଗ୍ରାହକଙ୍କ ସୁବିଧା ଏବଂ ଆବଶ୍ୟକତାକୁ ପୂରଣ କରି ଏସ୍-୧ର ବିଭିନ୍ନ ମଡେଲ ଗୁଡ଼ିକରେ ଆକର୍ଷଣୀୟ ଅଫର ଏବଂ ମୂଲ୍ୟ ପ୍ରଦାନ କରୁଛି । ଏପଟେ ପ୍ରମିୟମ ମଡେଲ ଯଥା ଏସ୍-୧ ପ୍ରୋ ୧ ଲକ୍ଷ ୩୪ ହଜାର ୯୯୯ ରହିଥିବାବେଳେ ଏସ୍-୧ ଏୟାରର ମୂଲ୍ୟ ୧ ଲକ୍ଷ ୭ ହଜାର ୯୯୯ ଟଙ୍କା ରହିଛି । ସେହିପରି ଏସ୍-୧ ଏକ୍ସ ମଡେଲର (2 kWhh- ୭୪,୯୯୯ ଟଙ୍କା, 3 kWh- ୮୭,୯୯୯ ଟଙ୍କା ଏବଂ 4 kWhh- ୧ ଲକ୍ଷ ୧ହଜାର ୯୯୯ ଟଙ୍କା ରହିଛି ।

4444444444
କେବଳ ଏତିକି ନୁହେଁ ନିକଟରେ ଓଲା ଇଭି #HyperServiceର ଅଫର ଘୋଷଣା କରିଥିଲା । ଯେଉଁଥିରେ କମ୍ପାନୀ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ୧ ହଜାର ଓଲା ସର୍ଭିସ୍ ସେଣ୍ଟର ସ୍ଥାପନ କରିବ ବୋଲି କହିଛି । ଏପରିକି ନିଜ ଗ୍ରାହକଙ୍କୁ ଯେମିତି କୌଣସି ଅସୁବିଧା ନହୁଏ ତାହାକୁ ଧ୍ୟାନ ଦେଇ ସାରା ଦେଶରେ ଓଲା ଇଭିର ବିକ୍ରୟ ଏବଂ ସର୍ଭିସ୍ ନେଟୱାର୍କ ପାଇଁ ପାର୍ଟନର ପ୍ରୋଗ୍ରାମ ଆରମ୍ଭ କରିଛି । ଯାହାଦ୍ୱାରା ୨୦୨୫ ଶେଷ ସୁଦ୍ଧା ଓଲା କମ୍ପାନୀ ନେଟୱର୍କ କ୍ଷେତ୍ରରେ ୧୦ ହଜାର କରିବାକୁ ଲକ୍ଷ୍ୟ ରଖିଛି । ଏଥିସହ ଦେଶର ୧ ଲକ୍ଷ ମେକାନିକଙ୍କୁ ଓଲା ତାଲିମ ପ୍ରଦାନ କରିବ ଯାହାଦ୍ୱାରା ପ୍ରତି ମେକାନିକ ଭାରତରେ ଇଭି ଗାଡ଼ି ପ୍ରସ୍ତୁତ କରିପାରିବେ ।

୨୦୨୪ ଅଗଷ୍ଟରେ ହୋଇଥିବା ବାର୍ଷିକ ସଂକଳ୍ପ କାର୍ଯ୍ୟକ୍ରମରେ କମ୍ପାନୀ ରୋଡଷ୍ଟର ମୋଟଯାନର ସିରିଜ୍ ଲଞ୍ଚ ନେଇ ଘୋଷଣା କରିଥିଲା । ଯେଉଁଥିରେ ରୋଡଷ୍ଟର ଏକ୍ସ- (2.5 kWh, 3.5 kWh, 4.5 kWh), ରୋଡଷ୍ଟର (3.5 kWh, 4.5 kWh, 6 kWh) ଏବଂ ରୋଡଷ୍ଟର ପ୍ରୋ (8 kWh, 16 kWh) ଭଳି ଭାରିଆଣ୍ଟ ବା ମଡେଲ ଗୁଡ଼ିକ ରହିଛି । ଏହି ସିରିଜର ମୋଟରଯାନ ଗୁଡ଼ିକରେ ଅତ୍ୟାଧୁନିକ ଟେକ୍ନୋଲୋଜି ପ୍ରଦାନ କରିବ । ମୂଲ୍ୟ ଯଥାକ୍ରମେ, ୭୪,୯୯୯, ୧ ଲକ୍ଷ ୪୯୯୯ ଏବଂ ୧ ଲକ୍ଷ ୯୯ ହଜାର ୯୯୯ ଟଙ୍କା । 

ଓଲା ବସ୍ ଅଫରର ଲାଭ ଉଠାଇବାକୁ ଚାହୁଁଥିଲେ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ....

Landing Page Link: https://www.olaelectric.com/biggest-ola-season-sale

Insta link: https://www.instagram.com/reel/DBNx1FRunVr/?hl=en