Advertisment
Tusar Samantaray profile image

Tusar Samantaray

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ପାସ୍ କରିବା ପରେ ୨୦୨୦ ମସିହାରୁ କନକ ନ୍ୟୁଜରେ କାର୍ଯ୍ୟରତ । ରାଜନୀତି ସମ୍ପର୍କିତ ଖବର, ସ୍ପେଶାଲ ରିପୋର୍ଟ, ବ୍ରେକିଂ ଖବର ସହ ରହିବାକୁ ପସନ୍ଦ । ସବୁବେଳେ କିଛି ନୂଆ ଲେଖିବାର ପ୍ରୟାସରେ.....

ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ, ପ୍ରିୟଙ୍କା

ଅନ୍ତିମ ଯାତ୍ରାରେ ମନମୋହନ ସିଂହ । ଶେଷ ଦର୍ଶନ କଲେ କଂଗ୍ରେସ ନେତା । ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ, ପ୍ରିୟଙ୍କା ।

ମଣ୍ଡି ବୁଲିଲେ ମନ୍ତ୍ରୀ

ମଣ୍ଡି ବୁଲିଲେ ମନ୍ତ୍ରୀ । ମଣ୍ଡି ବୁଲିଲେ କୃଷିମନ୍ତ୍ରୀ କେଭି ସିଂଦେଓ ଏବଂ ରାଜସ୍ୱ ମନ୍ତ୍ରୀ

ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଟ୍ରକକୁ ପିଟିଲା ଟ୍ରକ୍‌, ଜଳିଗଲେ ଡ୍ରାଇଭର।

ଅଟୋରେ ସ୍କୁଲ ଯିବେନି ପିଲା

ଅଟୋରେ ସ୍କୁଲ ଯିବେନି ପିଲା। ସରକାର ଆଣିଲେ ନୂଆ ନିୟମ

ରୁଷ କରିଥିଲା ମିଜାଇଲ୍‌ ମାଡ଼!

ଆଜରବାଇଜାନ ବିମାନ ଦୁର୍ଘଟଣା ପାଇଁ ରୁଷିଆ ଦାୟୀ । ରୁଷିଆ କ୍ଷେପଣାସ୍ତ୍ର ମାଡ଼ ପରେ ହୋଇଥିଲା କି ଦୁର୍ଘଟଣା ?

ସମାଧି ସ୍ଥଳକୁ ନେଇ ବିବାଦ

ମନମୋହନ ସିଂହଙ୍କ ସ୍ମୃତିରେ ହେବ ସମାଧିସ୍ଥଳ । ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ପେନସନ୍ ପାଇଁ ସହାୟତା କେନ୍ଦ୍ର

ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପେନସନ୍ ପାଇଁ ହେବ ସହାୟତା କେନ୍ଦ୍ର। ସ୍ଥାୟୀ ସହାୟତା କେନ୍ଦ୍ର ଖୋଲିବାକୁ ସରକାରଙ୍କ ପଦକ୍ଷେପ

ମନମୋହନଙ୍କ ଶେଷକୃତ୍ୟ

ପଞ୍ଚଭୂତରେ ଲୀନ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷ କୃତ୍ୟ

୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ

ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ । ବନ୍ଦ ଡାକରା ଦେଲେ ସ୍ଥାନୀୟ ବିଧାୟକ ସାଗର ଦାସ

ଦୁଇ ଦିନ ବର୍ଷା

ପୁଣି ଚାଷୀଙ୍କୁ ବର୍ଷା ଚିନ୍ତା । ପଶ୍ଚିମାଝଡ଼ ପ୍ରଭାବରେ ଦୁଇଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ସବସ୍କ୍ରାଇବ କରନ୍ତୁ