Advertisment
Tusar Samantaray profile image

Tusar Samantaray

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ପାସ୍ କରିବା ପରେ ୨୦୨୦ ମସିହାରୁ କନକ ନ୍ୟୁଜରେ କାର୍ଯ୍ୟରତ । ରାଜନୀତି ସମ୍ପର୍କିତ ଖବର, ସ୍ପେଶାଲ ରିପୋର୍ଟ, ବ୍ରେକିଂ ଖବର ସହ ରହିବାକୁ ପସନ୍ଦ । ସବୁବେଳେ କିଛି ନୂଆ ଲେଖିବାର ପ୍ରୟାସରେ.....

ରାଜା ମାରିଲେ ତେରେଛା ବାଣ

ପୁଣି ରାଜା ମାରିଲେ ତେରେଛା ବାଣ । ଇସାରା କାହାକୁ?

ମୋହନଙ୍କୁ ନବୀନଙ୍କ ମହଙ୍ଗା ମାଡ଼

ଲୋୟର ପିଏମଜିରେ ହାଣ୍ଡିଶାଳର ତାତି । ଦରଦାମ ବୃଦ୍ଧି ପ୍ରସଙ୍ଗରେ ଗର୍ଜିଲା ବିଜେଡି

ନେତାଙ୍କ ହତ୍ୟା ପଛରେ କିଏ?

ବିଜେପି ନେତାଙ୍କ ହତ୍ୟାର ମାଷ୍ଟରମାଇଣ୍ଡ କିଏ? ସନ୍ଦେହ ବଢ଼ାଇଲା ହାଇୱା ଡ୍ରାଇଭରର ବୟାନ । ଟାର୍ଗେଟରେ ଥିଲେ କି ରେଙ୍ଗାଲିର ପୂର୍ବତନ ବିଧାୟକ?

ଭାରତରେ ପଶିଲା ଚୀନ୍ ଭୂତାଣୁ

ପୁଣି ଭୟ ବଢ଼ାଇଲା ଚୀନ ଭୂତାଣୁ  । ଭାରତରେ ସାମ୍ନାକୁ ଆସୁଛି ଏକାଧିକ ମାମଲା

ରକ୍ତମୁଖା ମାଓବାଦୀ

୪ ତାରିଖ ଆକ୍ରମଣର ପ୍ରତିଶୋଧ ନେଲେ ୬ରେ । ଛତିଶଗଡ ବିଜାପୁର ଆଇଇଡି ବିସ୍ଫୋରଣରେ ଉଡିଲା ଯବାନଙ୍କ ଗାଡି

ନକ୍ସଲ ଆକ୍ରମଣରେ ଆଖି ବୁଜିଲେ ଦେଶର ଯବାନ

ଅପରେସନ୍ କରି ଫେରୁଥିଲେ, ଆକ୍ରମଣ କଲେ ନକ୍ସଲ । ଚାଲିଗଲା ୮ ଯବାନଙ୍କ ଜୀବନ । ବିଛେଇ ହେଇ ପଡିଛି ଯବାନଙ୍କ ମରଶରୀର ।

୭ ଜିଲ୍ଲାକୁ ନେଇ ଦକ୍ଷିଣ ଓଡିଶା ବିକାଶ ପରିଷଦ

୭ ଜିଲ୍ଲାକୁ ନେଇ ଗଠନ ହେବ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ । ଜାଣନ୍ତୁ, ରହିବେ କେଉଁ କେଉଁ ଜିଲ୍ଲା?

ପୁଣି ଚର୍ଚ୍ଚାରେ ଏମାର ମଠର ରୁପା ଇଟା

ପୁଣି ଚର୍ଚ୍ଚାରେ ଏମାର ମଠର ରୁପା ଇଟା । କେଉଁଠି ଅଛି ରୁପା ଇଟା? କିଏ ଏହାର ମାର୍ଫତଦାର?

ଫିଟୁଛି ବଣ୍ଟି ବବଲି ସାମ୍ରାଜ୍ୟର ଗୁମର

ଫିଟୁଛି ବଣ୍ଟି ବବଲି ସାମ୍ରାଜ୍ୟର ଗୁମର । କ୍ୟାସରେ ଚାଲିଥିଲା କଳା ସାମ୍ରାଜ୍ୟ! ଲିଙ୍କରେ ଥିବା ୧୧ ବ୍ୟବସାୟୀଙ୍କୁ ହେବ ନୋଟିସ୍

ବିଜେଡିରେ କିଏ ରାବଣ, କିଏ କଂସ?

ପ୍ରଭାତ ବିଶ୍ୱାଳଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା । ବିଜେଡିରେ କିଏ ରାବଣ, କିଏ କଂସ?

ସବସ୍କ୍ରାଇବ କରନ୍ତୁ